Home Middle

ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ…

8 months ago

ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭।୨: ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନରୁ…

8 months ago

୩ ରାଜ୍ୟରେ କୃଷକଙ୍କ ଟ୍ରାକ୍ଟର ରାଲି

ଚଣ୍ଡିଗଡ଼/ଲକ୍ଷ୍ନୌ,୨୭।୨(ପି.ଟି.): ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ଚୁକ୍ତିନାମାକୁ ବିରୋଧ କରି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ସୋମବାର ଟ୍ରାକ୍ଟର ରାଲି କରିଥିଲେ। ଡବ୍ଲ୍ୟୁଟିଓ…

8 months ago

ପେଟିଏମ ପେମେଣ୍ଟ ବ୍ୟାଙ୍କ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ,୨୭।୨: ପେଟିଏମ ପେମେଣ୍ଟ ବ୍ୟାଙ୍କର ସହ-ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। One97 କମ୍ୟୁନିକେସନ ଲିମିଟେଡ ପେଟିଏମ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ…

8 months ago

ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଏସବୁ ଦିନ କରିହେବନାହିଁ  କୌଣସି ବ୍ୟାଙ୍କ କାମ

ନୂଆଦିଲ୍ଲୀ,୨୬।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିବା ବେଳେ ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ…

8 months ago

ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନରେ ଖେଳ, ଏହି ମହିଳା ନେତାଙ୍କୁ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ନୂଆଦିଲ୍ଲୀ,୨୬।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଚାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେରଳର ଶାସକ ବାମ ଡେମୋକ୍ରାଟିକ…

8 months ago

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ…

8 months ago

ଇତିହାସ ରଚିଲେ ମରିୟମ, ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମରିୟମ ନୱାଜ…

8 months ago

ISC Paper Postponed: ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୨: କାଉନସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସୋମବାର ଫେବୃଆରୀ ୨୬ରେ ଧାର୍ଯ୍ୟ ହୋଇଥିବା ରସାୟନ ବିଜ୍ଞାନ ପେପରକୁ ବାତିଲ୍‌ କରାଯାଇଛି। ‘ଅପ୍ରତ୍ୟାଶିତ…

8 months ago

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିବୁ ଅଗ୍ନିପଥ ଯୋଜନା, ଲାଗୁ ହେବ ପୁରୁଣା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେନାରେ ନିୟମିତ ସେବା ପାଇଁ ମନୋନୀତ…

8 months ago

ବରମୁଣ୍ଡା ଆମ୍ବେଡକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ୱର,୨୬।୨(ଅସମାପିକା ସାହୁ): ଆଗକୁ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଡକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ…

8 months ago

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧ ଅଗ୍ରଣୀ…

8 months ago