Home Middle

ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର ସମ୍ଭାବନା…

8 months ago

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ

ନୂଆଦିଲ୍ଲୀ,୨୪ା୨: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ…

8 months ago

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର…

8 months ago

ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବାତିଲ କଲେ ସରକାର

ଲକ୍ଷ୍ନୌ,୨୪ା୨: ଉତ୍ତରପ୍ରଦେଶ ସରକାର ଶନିବାର ରାଜ୍ୟର ବିଭିନ୍ନ ଜିଲାରେ ଫେବୃଆରୀ ୧୭ ଏବଂ ୧୮ରେ ଅନୁଷ୍ଠିତ ହୋଇଥିବା ପୋଲିସ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ୬ମାସ ମଧ୍ୟରେ…

8 months ago

ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ…

8 months ago

ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ

ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ…

8 months ago

ବିଶ୍ୱର ସର୍ବ ବୃହତ ଶସ୍ୟ ଭଣ୍ଡାରର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧…

8 months ago

Neuralink: ଏଣିକି ଭାବିଦେଲେ ଆପେଆପେ ଚାଲିବ କମ୍ପ୍ୟୁଟର ମାଉସ୍‌, ଆସିଲା ନୂଆ ଫିଚର୍ସ

ନୂଆଦିଲ୍ଲୀ,୨୪।୨: ଏଣିକି ମସ୍କିଷ୍କରୁ କମ୍ପ୍ୟୁଟରକୁ ଚଲାଇ ପାରିବେ। ମସ୍ତିଷ୍କରେ କମ୍ପ୍ୟୁଟର ଚଲାଇବା ଭାବିଦେବା ମାତ୍ରେ ଆପଣଙ୍କ ମାଉସ୍‌ ଆପେଆପେ ଚାଲି ଉଠିବ। ଏଥିପାଇଁ ମଣିଷ ମସ୍ତିଷ୍କରେ ଏକ…

8 months ago

ଟିଏମସି ସମସ୍ତ ୪୨ ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ , କଂଗ୍ରେସ କହିଲା ଏବେବି ଆମ ଦ୍ୱାରା ଖୋଲା

ନୂଆଦିଲ୍ଲୀ,୨୪।୨: ବରିଷ୍ଠ ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଡେରେକ ଓ’ବ୍ରାଇନ ଶୁକ୍ରବାର କହିଛନ୍ତି ଯେ ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଲୋକ ସଭା ଆସନ, ଆସାମର କିଛି…

8 months ago

ଏସପି-କଂଗ୍ରେସ ମେଣ୍ଟରେ ଏଣ୍ଟ୍ରି କଲା ଆଉ ଏକ ଦଳ

ନୂଆଦିଲ୍ଲୀ,୨୪।୨: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମଞ୍ଚକୁ ଆହୁରି ବିସ୍ତାର କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ନିକଟରେ ସମାଜବାଦୀ ପାର୍ଟି ଏବଂ…

8 months ago

ଆସାମରେ ଉଚ୍ଛେଦ ଅଶାନ୍ତି

ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ…

8 months ago

ଆଜିଠୁ ବର୍ଷିବ ବର୍ଷା

ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର…

8 months ago