Home Middle

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଶରଦ ପାଓ୍ବାରଙ୍କୁ ମିଳିଲା ନିମନ୍ତ୍ରଣ

ମୁମ୍ବାଇ,୧୭।୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ…

9 months ago

ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

ଭୁବନେଶ୍ୱର/ପୁରୀ,୧୭।୧(ଅନିଲ ଦାସ/ ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିଲାଗି ଜଗନ୍ନାଥ ଧାମ ମନ୍ତ୍ରଧ୍ବନିରେ ମୁଖରିତ ହେଉଛି। ବଡ଼ଦାଣ୍ଡର ଚୁତଃପାର୍ଶ୍ୱ…

9 months ago

ଅଯୋଧ୍ୟାରେ ଖୋଲିବ ସାତ ତାରକା ନିରାମିଷ ହୋଟେଲ, ଦେଶରେ ପ୍ରଥମ

ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।…

9 months ago

ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି…

9 months ago

କେନ୍ଦ୍ରାପଡାରେ ମଦ ବିକ୍ରି ବନ୍ଦ

କେନ୍ଦ୍ରାପଡା,୧୬।୧: ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ। ବିକ୍ରି ସହ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜ…

9 months ago

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ…

9 months ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ…

9 months ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା: ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୬ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଦାୟର ମାମଲାରେ ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।…

9 months ago

କୁନୋ ନ୍ୟାଶନାଲ ପାର୍କରେ ଆଖିବୁଜିଲା ଚିତା ‘ଶୌର୍ଯ୍ୟ’

ଭୋପାଳ,୧୬।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ନାମିବ୍ୟାରୁ ଆସିଥିବା ଆଖି ବୁଜିଛି ଆଉ ଏକ ଚିତା। ମଙ୍ଗଳବାର ଚିତା ‘ଶୌର୍ଯ୍ୟ’ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ…

9 months ago

ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ବାରାଣସୀ,୧୬।୧: ବହୁଚର୍ଚ୍ଚିତ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ମସଜିଦ୍‌ ପରିସରରେ ଥିବା ସିଲ୍‌ ଅଞ୍ଚଳକୁ ସଫା କରିବା ଲାଗି ହିନ୍ଦୁ…

9 months ago

କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…

ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା…

9 months ago

ଗର୍ଭଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ

ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା…

9 months ago