Home Middle

ଓବିସି-ବ୍ରାହ୍ମଣ-ରାଜପୁତଙ୍କ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି ଭାଜପା …

ନୂଆଦିଲ୍ଲୀ,୧୨।୧୨ : ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି। ପ୍ରତ୍ୟେକ ଥର ପରି,ଭାଜପା ଏଭଳି…

11 months ago

ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ…

11 months ago

CBSE Board Exam 2024: ଡାଟା ଶିଟ ପ୍ରକାଶ, ଫେବୃୟାରୀ ୧୫ରୁ ପରୀକ୍ଷା, ଦେଖନ୍ତୁ…

ନୂଆଦିଲ୍ଲୀ,୧୨।୧୨ : ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ। ଭାରତ…

11 months ago

ଲୋକଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀଙ୍କୁ ବଳି ଦିଆଯାଇ ପାରିବ ନାହିଁ: ୩୦ ବୁଲା ଗୋରୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ…

ଅହମଦାବାଦ,୧୨।୧୨ : ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ଆଶୁତୋଷ…

11 months ago

ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ…

ହାଇଦ୍ରାବାଦ,୧୨।୧୨ : ତେଲଙ୍ଗାନାର କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା…

11 months ago

ନାଗରିକତ୍ୱ ଆଇନର ଧାରା ୬-ଏ କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ରାୟ ସଂରକ୍ଷିତ, ସମ୍ବିଧାନ ବେଞ୍ଚରେ ଶୁଣାଣି ଶେଷ …

ନୂଆଦିଲ୍ଲୀ,୧୨।୧୨ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ନିଜର ରାୟ…

11 months ago

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ, ବାମପନ୍ଥୀ ଛାତ୍ରଙ୍କୁ ଗୁଣ୍ଡା କହିଲେ ଥରୁର୍‌

ନୂଆଦିଲ୍ଲୀ,୧୨।୧୨: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କ କାର ଉପରେ ଆକ୍ରମଣ ଉଦ୍ୟମ ମାମଲାରେ କଂଗ୍ରେସ ଏମପି ଶଶି ଥରୁର ଟିପ୍ପଣୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ…

11 months ago

ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ, କ୍ୱାଡ ବୈଠକ ସ୍ଥଗିତ…

ଓ୍ବାଶିଂଟନ,୧୨।୧୨: ଜାନୁଆରୀ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରର ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ। ଆସନ୍ତା ବର୍ଷ ଜାନୁଆରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ…

11 months ago

ଭଜନଲାଲ୍‌ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଭାଜପା ବିଧାୟକ ଦଳ ବୈଠକରେ ଭଜନଲାଲ୍‌ ଶର୍ମାଙ୍କ ନାମକୁ ଅନୁମୋଦନ…

11 months ago

ଦେଶରେ ବେଆଇନ ଭାବେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ବେଆଇନ ଲୋକଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ନୁହେଁ କାରଣ ବେଆଇନ ଲୋକମାନେ…

11 months ago

ରାଜନାଥ ସିଂଙ୍କ ସହ ବୈଠକ ପରେ ହସି ହସି ବାହାରକୁ ଆସିଲେ ବସୁନ୍ଧରା, ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା

ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହେବାକୁ ଯାଉଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚିତ ବସୁନ୍ଧରା…

11 months ago

ଲୋକ ସଭାରୁ ବହିଷ୍କୃତ ହେବା ପରେ ଏବେ ମହୁଆଙ୍କୁ ଖାଲି କରିବାକୁ ପଡିବ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୨।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ତୃଳମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି…

11 months ago