Home Middle

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ, ଏହି ସ୍ଥାନରେ ମିଳିବ ଫର୍ମ, ଜାଣନ୍ତୁ ଆବେଦନର ନିୟମ…

ଭୁବନେଶ୍ୱର,୧ା୯: ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍‌ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ।…

2 months ago

ଗୋଟିଏ ଦିନ ପାଇଁ ବନ୍ଦ ରହିବ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ,୧ା୯: ଲୋକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ବା ଇଣ୍ଡିଆ ଗେଟ୍‌। ରବିବାର ସକାଳ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…

2 months ago

ଇଡି ସ୍କାନରରେ ବୁର୍ଜ ଖଲିଫା ନିର୍ମାଣ କରିଥିବା କମ୍ପାନୀ, ଜାଣନ୍ତୁ ପୂରା ଘଟଣା…

ଦୁବାଇ,୧ା୯: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରେ ଥିବା ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀର ଭାରତୀୟ ୟୁନିଟ୍‌ ଏମାର ଇଣ୍ଡିଆ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ…

2 months ago

ଛତୁଆ: ମଣିଷ କ’ଣ, ଗୋରୁ ଖାଉନାହାନ୍ତି

ଭୁବନେଶ୍ୱର,୧ା୯(ଅନିଲ ଦାସ): ଅଙ୍ଗନଓ୍ବାଡି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର। କେବଳ ଗହମ ଓ ଚିନି ମିଶାଇ ଦିଆଯାଉଛି। ସେ ଛତୁଆକୁ ମଣିଷ…

2 months ago

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା…

ନୂଆଦିଲ୍ଲୀ,୧ା୯:  ନୂଆ ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ଟକା ପାଇଛନ୍ତି। ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି…

2 months ago

ପିଟି ମାରୁଛନ୍ତି ଗୋରକ୍ଷକ

ଚଣ୍ଡିଗଡ଼/ ମୁମ୍ବାଇ/ଗୁଆହାଟୀ, ୧ା୯: ଗୋମାଂସ ଖାଉଥିବା ସନ୍ଦେହରେ ପଶ୍ଚିମବଙ୍ଗର ଜଣେ ଦାଦନ ଶ୍ରମିକଙ୍କୁ ହରିୟାଣା ଗୋରକ୍ଷକ ସଙ୍ଗଠନର ସଦସ୍ୟମାନେ ପିଟି ହତ୍ୟା କରିଛନ୍ତି। ଗତ ୨୭ ତାରିଖରେ…

2 months ago

ବିଧାନସଭାରେ ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀ ମୋହନ ମାଝି ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା…

2 months ago

ନବୀନ ଓ ପାଣ୍ଡିଆନଙ୍କୁ ମୋହନଙ୍କ କଡ଼ା ଟାର୍ଗେଟ, କହିଲେ…

ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗୋଟି ଗୋଟି କରି କାଉଣ୍ଟର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ ଏଥର ନବୀନଙ୍କୁ କହିବା ସହ ପରୋକ୍ଷରେ କାର୍ତ୍ତିକ…

2 months ago

ନବୀନ କରିଥିଲେ ପ୍ରଶ୍ନ, ଚମକାଇଲା ମୁଖ୍ୟମନ୍ତ୍ରୀଙ୍କ ଜବାବ

ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଛନ୍ତି କଡ଼ା ଜବାବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନେଇ ନବୀନ ପ୍ରଶ୍ନ ଉଠାଇଥିବାବେଳେ ମୋହନଙ୍କ…

2 months ago

କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୩୧।୮: ସୁଭଦ୍ରା ଯୋଜନାନୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ…

2 months ago

ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୮: ମହିଳାଙ୍କ ପ୍ରତି ଅସଦାଚରଣ କି ର୍ଦୁବ୍ୟବହାର କଲେ ହେବ କଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…

2 months ago

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣା: ପୋଲିସ ଦେଲା ଆଶ୍ଚର୍ଯ୍ୟ କଲା ଭଳି ବୟାନ

ହାଇଦ୍ରାବାଦ,୩୧ା୮: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲାର ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ୍‌ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣାକୁ ନେଇ ଆନ୍ଦୋଳନ ହେଉଛି। ଛାତ୍ରୀଛାତ୍ର କ୍ରମାଗତ ଭାବରେ ବିକ୍ଷୋଭ…

2 months ago