Home Middle

ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ

ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍‌ ଫର ଜଷ୍ଟିସର…

11 months ago

ପିଚ୍‌ ବିବାଦ ନିଆଁକୁ ଥଣ୍ଡା କରିବାକୁ ଚେଷ୍ଟା କରି ନୀରବତା ଭାଙ୍ଗିଲେ ଅଧିନାୟକ କମିନ୍ସ,, କହିଲେ ଏସବୁ ବାଜେ କଥା…

ଅହମଦାବାଦ,୧୮।୧୧ : ଆଇସିସି ବିଶ୍ୱକପ ୨୦୨୩ସମୟରେ ପିଚ୍‌ ବିବାଦ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ବାସ୍ତବରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ପରେ…

11 months ago

ଫାଇନାଲ ମ୍ୟାଚରେ ପିଚ୍‌ ବଦଳାଇ ଦେଇଛି ଭାରତ ! ଗୁଜବରୁ ଦୂରେଇ ରହିବାକୁ କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଫାଇନାଲ ମ୍ୟାଚ ପୂର୍ବରୁ ପିଚ୍‌ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ସେମିଫାଇନାଲ ମ୍ୟାଚ ସମୟରେ…

11 months ago

ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି

ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ…

11 months ago

ଭାରତଠାରୁ ବିଶ୍ୱକପ ଛଡାଇ ନେଇପାରନ୍ତି ଏହି ୪ ଅଷ୍ଟ୍ରେଲିଆ ଖେଳାଳି, ସତର୍କତା ଜରୁରୀ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଭାରତୀୟ ଦଳ ଏହି ଟାଇଟଲ ଜିତିବାକୁ ଯାଉଛି ବୋଲି…

11 months ago

ବାୟୁସେନା ଗରୁଡ କମାଣ୍ଡୋଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ଉଠିଲା ପରଦା…

ନୂଆଦିଲ୍ଲୀ,୧୮।୧୧ : ଗୁଜରାଟର କଚ୍ଛ ସ୍ଥିତ ବାୟୁସେନା ଷ୍ଟେଚ୍ଶନରେ ଭାରତୀୟ ବାୟୁସେନାର ସ୍ପେଶାଲ ଫୋର୍ସ ୟୁନିଟର ଜଣେ କମାଣ୍ଡୋ ଆତ୍ମହତ୍ୟା କରିଛନ୍ତି। ଶନିବାର ପୋଲିସ ଏହି ସୂଚନା…

11 months ago

ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି…

11 months ago

ନିଜ ସହରରେ ସିଭିଲ ଜଜ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ଗର୍ଭବତୀ ମହିଳା: ହାଇକୋର୍ଟ…

ବେଙ୍ଗାଲୁରୁ,୧୮।୧୧:ପ୍ରଥମ ଥର ପାଇଁ କର୍ନାଟକ ହାଇକୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ସହରରେ ସିଭିଲ ଜଜଙ୍କ ମୁଖ୍ୟ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି। ବାସ୍ତବରେ…

11 months ago

ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି…

11 months ago

ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ…

11 months ago

ରାଜସ୍ଥାନରୁ ଦୂରେଇ ରହୁଛନ୍ତି କେଜରିଓ୍ବାଲ, ପ୍ରଚାର ପାଇଁ ଆଉ ୫ଦିନ ବାକି

ଜୟପୁର,୧୮।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜସ୍ଥାନ ନିର୍ବାଚନ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯେତେବେଳେ କି ରାଜ୍ୟରେ ମତଦାନ ପାଇଁ ଆଉ ୭ଦିନ ବାକି…

11 months ago

ମହିଳା, ଯୁବତୀଙ୍କୁ ବଳାତ୍କାର କରି ହତ୍ୟା କରୁଛି ହମାସ, ଯାଞ୍ଚ ଆରମ୍ଭ କଲା ଇସ୍ରାଏଲ ପୋଲିସ

ତେଲ ଆଭିବ,୧୮।୧୧: ଇସ୍ରାଏଲ ପୋଲିସ ହମାସ ଦ୍ୱାରା ହୋଇଥିବା ଯୌନ ହିଂସା ମାମଲାର ତଦନ୍ତ କରୁଛି। ଅକ୍ଟୋବର ୭ରେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କଲା।…

11 months ago