Home Middle

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ମିଜୋରାମ ସମସ୍ତ ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆଇଜଲ,୭।୧୧: ମିଜୋରାମର ସମସ୍ତ ୪୦ ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଭୋଟ ଦେଇ ସାରିଥିବା ବେଳେ ୪୦…

12 months ago

ଛତିଶଗଡ଼ର ୨୦ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାୟପୁର,୭।୧୧: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ ବସ୍ତର ଡିଭିଜନର ସମସ୍ତ ୧୨ଟି ଆସନ ଏବଂ ଦୁର୍ଗ…

12 months ago

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋର ୩.୨୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ନିକଟରେ…

12 months ago

ସେମିଫାଇନାଲ ଦୌଡରୁ ବାଦ୍‌ ପଡିଲା ଶ୍ରୀଲଙ୍କା, ୩ ଉଇକେଟ୍‌ରେ ବାଂଲାଦେଶ ବିଜୟୀ…

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ବାଂଲାଦେଶ ୩ ଉଇକେଟ୍‌ରେ ଶ୍ରୀଲଙ୍କାକୁ…

12 months ago

ଇସ୍ରାଏଲ ଆକ୍ରମଣରେ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏଥିରେ ଅଛନ୍ତି ୪୧୦୦ରୁ ଅଧିକ ପିଲା

ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ…

12 months ago

ଲଞ୍ଚ ହେଲା ‘ଭାରତ ଅଟା’: କିଲୋ ମାତ୍ର ୨୭ ଟଙ୍କା ୫୦ ପଇସାରେ ଅଟା ବିକିବେ ସରକାର

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ବଢୁଥିବା ଦରଦାମ୍ ମଧ୍ୟରେ ଉପଭୋକ୍ତା ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ସୋମବାର ଠାରୁ ରିହାତି ଦରରେ ଅଟା ବିକିବା…

12 months ago

ଦିଲ୍ଲୀ-ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ, ରିକ୍ଟର ସେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ,୬/୧୧: ଉତ୍ତର ଭାରତଏର ପୁଣି ଭୂକମ୍ପ ଝଟକା। ସୋମବାର ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିବା କୁହାଯାଉଛି। ଗତ ଚାରି ଦିନରେ…

12 months ago

୧୪୬ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୬।୧୧: ୧୪୬ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌…

12 months ago

ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୨୧ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୧୫ ଶିଶୁ

ଜେରୁଜେଲମ,୬।୧୧: ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଜଳ ଏବଂ ସମସ୍ତ ଜରୁରୀ ସାମଗ୍ରୀ ଉପରେ ପ୍ରତିବନ୍ଧକ…

12 months ago

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର,୬ା୧୧: ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ…

12 months ago

ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚାଇପାରେ ବର୍ଷା, ବାବରଙ୍କ ପାଇଁ ବେଙ୍ଗାଲୁରୁରୁ ଖୁସି ଖବର…

ବେଙ୍ଗାଲୁରୁ,୬।୧୧ : ପାକିସ୍ତାନ ଦଳ ପାଇଁ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବା ଏପର୍ଯ୍ୟନ୍ତ ସହଜ ହୋଇ ନାହିଁ। ବାବର ଆଜାମଙ୍କ ନେତୃତ୍ୱରେ ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା…

12 months ago

ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର…

12 months ago