Home Middle

ଟ୍ରେନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ଶତାଧିକ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌କୁ ଅନ୍ୟ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କା ଦେଇଛି। ଦୁର୍ଘଟଣାରେ…

12 months ago

ବିଜୟ ଛକା ମାରିଲା ଭାରତ: ସେମିଫାଇନାଲ ଟିକେଟ୍‌ ନିକଟତର

ଲକ୍ଷ୍ନୌ,୨୯।୧୦: ଦିନିକିଆ ବିଶ୍ୱକପର ୨୯ତମ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ଲକ୍ଷ୍ନୌର…

12 months ago

ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଲାଇନ୍‌ଚ୍ୟୁତ: ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରେନ୍‌, ୩ ମୃତ, ୧୦ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଂଟକାପଲ୍ଲୀଠାରେ ରବିବାର ଲାଇନ୍‌ଚ୍ୟୁତ ହୋଇଛି । ଫଳରେ…

12 months ago

କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ…

12 months ago

‘ରାଷ୍ଟ୍ରପତି ହୋଇ ଆସିଲେ ମୁସଲିମ ଦେଶର ନେତାଙ୍କ ଉପରେ ପୁଣି ବ୍ୟାନ ଲଗାଇବି’-ଡୋନାଲ୍ଡୋ ଟ୍ରମ୍ପ

ନୂଆଦିଲ୍ଲୀ,୨୯/୧୦: ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେଇଛନ୍ତି, ଯଦି ଦ୍ୱିତୀୟ ଥର ସେ ହ୍ୱାଇଟ ହାଉସକୁ ନିର୍ବାଚିତ ହୁଅନ୍ତି ତେବେ ସେ କିଛି ମୁସଲିମ…

12 months ago

ଆଜି ଆମେରିକାରେ ଉଡ଼ିଲା ଅର୍ଦ୍ଧନମିତ ପତାକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୯ା୧୦: ଆମେରିକାର ସମସ୍ତ ଦୂତାବାସ, କନସୁଲାର ଅଫିସ ଏବଂ ଅନ୍ୟାନ୍ୟ ଅଫିସରେ ରବିବାର ଅର୍ଦ୍ଧନମିତ ପତାକା ଉଡ଼ିଛି। ମେନ୍‌ରେ ଘଟିଥିବା ଭୟଙ୍କର ଗୁଳି ବିନିମୟରେ ବୁଧବାର ରାତିରେ…

12 months ago

ଶତକରୁ ଅଳ୍ପକେ ବର୍ତ୍ତିଲେ ରୋହିତ ଶର୍ମା: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଲକ୍ଷ୍ନୌ,୨୦।୧୦: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୯ ଉଇକେଟ…

12 months ago

ପ୍ରାଇଭେଟ ସେକ୍ଟରରେ ଅଧିକ ନିଯୁକ୍ତି, ସରକାରୀ ବାବୁଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ,୨୯।୧୦ : ପ୍ରାଇଭେଟ ସେକ୍ଟରରେ ଚାକିରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି, ସରକାରୀ କର୍ମଚାରୀମାନେ ପଛରେ ଅଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଯୁବବର୍ଗମାନଙ୍କ ସହିତ ପ୍ରାଇଭେଟ ସେକ୍ଟରରେ ଅଧିକ…

12 months ago

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ ଶହୀଦ

ଶ୍ରୀନଗର,୨୯।୧୦: ଜମ୍ମୁ-କାଶ୍ମୀରର ଶ୍ରୀନଗର ଇଦଗାଠାରେ ଆତଙ୍କବାଦୀ ଆକମ୍ରଣ ହୋଇଛି। ଆତଙ୍କବାଦୀ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର…

12 months ago

ସବୁ ସୀମା ଟପିଲାଣି ଇସ୍ରାଏଲ, ଏଣିକି ସମସ୍ତେ ନେବେ ପଦକ୍ଷେପ

ତେହରାନ,୨୯ା୧୦: ଇସ୍ରାଏଲ ସବୁ ସୀମା ଟପି ସାରିଲାଣି। ଯାହାକି ସମସ୍ତଙ୍କୁ ଏନେଇ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ ବୋଲି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି କହିଛନ୍ତି। ସେ…

12 months ago

ହିଟ୍‌ମ୍ୟାନ୍‌ଙ୍କ ସ୍ବତନ୍ତ୍ର ରେକର୍ଡ: ଭାରତର ସପ୍ତମ ଖେଳାଳି ଭାବେ ଏମିତି ରେକର୍ଡ କଲେ

ଲକ୍ଷ୍ନୌ,୨୯।୧୦: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ଲକ୍ଷୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପଡ଼ିଆକୁ ପ୍ରବେଶ କରିବା ମାତ୍ରେ କ୍ୟାପଟେନ…

12 months ago

ଦୋଷୀ ପୁଅ ବଦଳରେ ପିତାଙ୍କୁ ଦଣ୍ଡାଦେଶ: ପୈତୃକ ଦୋକାନ ବିକି ବୋହୂଙ୍କୁ ଭରଣପୋଷଣ ଦେବାକୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୯।୧୦ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ନିଆରା ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୟ କରିବା ଏବଂ ବୋହୂଙ୍କୁ…

12 months ago