Home Middle

ଚାଇନା ନୌସେନା ଜାହାଜକୁ ଅଟକିବାକୁ ଦେଲାନି ଶ୍ରୀଲଙ୍କା: ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ କହିଲେ ବୈଦେଶିକମନ୍ତ୍ରୀ…

କଲମ୍ବୋ,୨୬।୯ : ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ସୋମବାର କହିଛନ୍ତି ତାଙ୍କ ସରକାର ଚାଇନା ଜାହାଜକୁ ଶ୍ରୀଲଙ୍କାରେ ଅଟକି ଯିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପାଇଁ ଭାରତର…

1 year ago

ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣରେ ୨୦ ଶରଣାର୍ଥୀଙ୍କ ମୃତ୍ୟୁ: ଜାତିଆଣ ନରସଂହାର ଅଭିଯୋଗ ଆଣିଲା ଆର୍ମେନିଆ…

ବାକୁ,୨୬।୯ : ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦ ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ…

1 year ago

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ…

1 year ago

ଇମ୍ରାନଙ୍କୁ ଝଟ୍‌କା: ସିଫର ମାମଲାରେ ୧୪ ଦିନ ବଢ଼ିଲା ନ୍ୟାୟିକ ହେପାଜତ ସମୟ ସୀମା…

ଇସଲାମାବାଦ, ୨୬।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ପୁଣି ବୃଦ୍ଧି ପାଇଛି। ସିଫର ମାମଲାରେ କୋର୍ଟ ତାଙ୍କ ପ୍ରାଥମିକ…

1 year ago

ୱାହିଦା ରେହମାନଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି।…

1 year ago

ପୂର୍ବରୁ କହୁଥିଲେ ମୋଦି ହିଁ ଏକୁଟିଆ ଯଥେଷ୍ଟ, ଇଣ୍ଡିଆ ପରେ ବର୍ତ୍ତମାନ ତାଙ୍କୁ ସମର୍ଥନର ଆବଶ୍ୟକ: ସଞ୍ଜୟ

ମୁମ୍ବାଇ,୨୬।୯: ଶିବସେନାର ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏହି ସମୟରେ…

1 year ago

୫୧ ହଜାର ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନବମ ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,…

1 year ago

‘ସଂସଦରେ ହିଟଲର ସମର୍ଥକ ପୂର୍ବତନ ସୈନିକଙ୍କୁ ସମ୍ମାନୀତ କରିବା ଲଜ୍ୟାଜନକ’,କହିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଅଟାଓ୍ବା,୨୬।୯: କାନାଡା ସଂସଦ, ହାଉସ ଅଫ କମନ୍ସରେ ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ନେଇ ଉତ୍ତେଜନା ଦେଖାଦେଇଛି। ଯଦିଓ ସାଂସଦଙ୍କ ଏହି କାର୍ଯ୍ୟ ପାଇଁ…

1 year ago

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

ମେକ୍ସିକୋ ସିଟି,୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ…

1 year ago

ବାଲୁଚିସ୍ତାନରେ ଲୋକଙ୍କୁ ହତ୍ୟା କରୁଛି ପାକିସ୍ତାନୀ ସେନା, ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବାଧିକାର ପରିଷଦ ବୈଠକ ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ହୋଇଛି। ବାଲୁଚିସ୍ତାନ ସ୍ବାଧୀନତାର ସମର୍ଥକମାନେ ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଏବଂ ବ୍ୟାନର…

1 year ago

ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର

ପାରଳାଖେମୁଣ୍ଡି, ୨୬।୯(ଗିରିଧାରୀ ପରିଛା): ଗଜପତି ଜିଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ ଗୁଣି ଗାରେଡି ସନ୍ଦେହରେ…

1 year ago

ଭାରତରେ ଉତ୍ପାଦନ ବଢ଼ାଇବ ଆପଲ୍‌

ନୂଆଦିଲ୍ଲୀ,୨୬।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍‌ ନିର୍ମାତା ଆପଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍‌ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି…

1 year ago