Home Middle

ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ

କିଭ୍‌,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି।…

1 year ago

ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ…

1 year ago

ସରିଲା ଜି-୨୦ ଶିଖର ସମ୍ମିଳନୀ, ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷରେ ମୋଦି ସମଗ୍ର ବିଶ୍ୱକୁ ଆଶା ଏବଂ ଶାନ୍ତିର ବାର୍ତ୍ତା…

1 year ago

ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଜି-୨୦ ଅଧ୍ୟକ୍ଷତା ପ୍ରଦାନ କଲେ ମୋଦି, ସମାପନ ଭାଷଣରେ କହିଲେ ପରିର୍ତ୍ତନ ସହ ସ୍ଥିରତା ଜରୁରୀ

ନୂଆଦିଲ୍ଲୀ,୧୦।୯: ଭାରତ ଦ୍ୱାରା ଆୟୋଜିତ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶେଷ ଭାଷଣ ଦେବା ପରେ ବ୍ରାଜିଲର ରାଷ୍ଟ୍ରପତି…

1 year ago

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ…

1 year ago

ତୃତୀୟଥର କକ୍ଷ ବଦଳାଇଲା ଆଦିତ୍ୟ ଏଲ୍‌-୧

ବେଙ୍ଗାଲୁରୁ,୧୦ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିବା ଆଦିତ୍ୟ- ଏଲ୍‌୧ ମହାକାଶଯାନର ପୃଥିବୀର କକ୍ଷପଥ ସହିତ ଜଡ଼ିତ…

1 year ago

ଜି-୨୦ ଶିଖର ସମ୍ମିଳନୀରେ ବଡ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ

ନୂଆଦିଲ୍ଲୀ,୧୦।୯: ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଶନିବାରଠାରୁ ହୋଇଛି। ରବିବାର ହେଉଛି ଏହାର ଦ୍ୱିତୀୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ର ପ୍ରଥମ…

1 year ago

ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ଦାୟିତ୍ୱ ହସ୍ତାନ୍ତର କରିବେ ମୋଦି

ନୂଆଦିଲ୍ଲୀ,/ବ୍ରାସିଲିଆ,୧୦ା୯: ଆଜି ଅର୍ଥାତ୍‌ ରବିବାର ହେଉଛି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ…

1 year ago

ଜି-୨୦ ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ

ଜି-୨୦ନୂଆଦିଲ୍ଲୀ ଘୋଷଣାନାମାକୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ ନୂଆଦିଲ୍ଲୀ,୧୦।୯: କୂଟନୈତିକ କ୍ଷେତ୍ରରେ ଆଉ ଏକ ବଡ ବିଜୟ ହାସଲ କରିଛି ଭାରତ। ଭାରତ ଅଧ୍ୟକ୍ଷତାରେ…

1 year ago

ଆମେରିକାରେ ମେସୋଥେଲିଓମା ଆତଙ୍କ: ୧୦ ରାଜ୍ୟ ପ୍ରଭାବିତ…

ଓ୍ବାଶିଂଟନ,୧୦।୯ : ମେସୋଥେଲିଓମା, ଏକ ଭୟଙ୍କର କର୍କଟ । ଏହା ମୁଖ୍ୟତଃ ଆଜବେଷ୍ଟସ ଏକ୍ସପୋଜର ସହିତ ସମ୍ପୃକ୍ତ। ଆମେରିକାରେ ଏହାର ବୃଦ୍ଧି ଘଟୁଛି। ମେସୋଥେଲିଓମା ହେଉଛି ସବୁଠାରୁ…

1 year ago

କେନ୍ଦ୍ର ସରକାରଙ୍କୁ ଗୁପ୍ତ ଚିଠି ଲେଖିଲେ ପଶ୍ଚିମବଙ୍ଗ ରାଜ୍ୟପାଳ…

କୋଲକାତା,୧୦।୯ : ରାଜ୍ୟର ବିଶ୍ୱବିଦ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢ଼ିଚାଲିଛି। ଏନେଇ…

1 year ago

ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୯: ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବାକୁ ଯାଉଛି। ଅନେକ ବିଦେଶୀ ଅତିଥି ଏବଂ ବିଭିନ୍ନ ଦେଶର ମୁଖ୍ୟମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବା ଆରମ୍ଭ…

1 year ago