Home Middle

‘ଭୂ-ରାଜନୈତିକ ବିବାଦକୁ ଶେଷ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବ ଭାରତ’, ଆଶା ପ୍ରକଟ କଲେ ଜାତିସଂଘ ମହାସଚିବ

ଜାକର୍ତ୍ତା,୮।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥି ସହ ବର୍ତ୍ତମାନର ଭୌଗୋଳିକ…

1 year ago

କାନାଡାରେ ଆଉ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ ଖଲିସ୍ତାନ ସମର୍ଥକ

ଓଟଓ୍ବା,୮।୯: କାନାଡାର ଖାଲିସ୍ତାନ ଉଗ୍ରବାଦୀମାନେ ହିନ୍ଦୁ ମନ୍ଦିରକୁ କ୍ରମାଗତ ଭାବରେ ଟାର୍ଗେଟ କରୁଛନ୍ତି। ସଦ୍ୟତମ ମାମଲା କାନାଡାର ବ୍ରିଟିଶ କଲମ୍ବିଆର ସୁରେଇ ସହରରୁ ଆସିଛି ଯେଉଁଠାରେ ଏହାର…

1 year ago

ଏହି କଥା ଉପରେ ଆମେରିକା ଏବଂ ସାଉଦି ଆରବ ସହ ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ/ଆମେରିକା,୮ା୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିସହିତ ବାଇଡେନ ସାଉଦି…

1 year ago

ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ଟକ୍କର ଦେବେ ଏହି ମୂଳ ଭାରତୀୟ ବାସିନ୍ଦା ପ୍ରାର୍ଥୀ!

ଓ୍ବାଶିଂଟନ,୮।୯: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନେକ ପ୍ରାର୍ଥୀ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବିରୋଧୀ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ…

1 year ago

ଜିନପିଙ୍ଗ ନ ଆସିଲେ ଚାଇନା ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କରିବେ ବାଇଡେନ

ଓ୍ବାଶିଂଟନ,୮।୯: ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ସମୟରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଭେଟିବାକୁ ଇଚ୍ଛା କରୁନାହାଁନ୍ତି।…

1 year ago

କରୋନା ସଂକ୍ରମିତ ହେଲେ ସ୍ପେନର ରାଷ୍ଟ୍ରପତି, ଜି ୨୦ ସମ୍ମିଳନୀରେ ଯୋଗ ଦେଉ ନ ଥିବା ତୃତୀୟ ନେତା

ମ୍ୟାଡ୍ରିଡ,୮।୯: ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଂଚେଜ ଗୁରୁବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି କାରଣରୁ ସେ ବର୍ତ୍ତମାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦…

1 year ago

ଉପନିର୍ବାଚନ ଫଳାଫଳ: ଚାଲିଛି ଭୋଟ ଗଣନା, ୨ ଆସନରେ ଭାଜପା ଆଗରେ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ। ଏଥିପାଇଁ ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି। ୟୁପିର…

1 year ago

ସେପ୍ଟେମ୍ବର ୨୦ରେ ନୂଆଖାଇ

ସମ୍ବଲପୁର,୮ା୯(ଶୁଭାଶିଷ ପାଢ଼ୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ…

1 year ago

ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହେବ। ଏହି ନିର୍ବାଚନର…

1 year ago

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ ପହଞ୍ଚିବେ।…

1 year ago

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୭ା୯(ଶୁଭାଶିଷ ପାଢ଼ୀ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ…

1 year ago

ବଢ଼ିଲା ବିଧାୟକଙ୍କ ଦରମା

କୋଲକାତା,୭ା୯: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ବିଧାନସଭା ମୌସୁମୀ…

1 year ago