Home Middle

ପାକିସ୍ତାନ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର, ଆଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ରାସ୍ତା ସଫା

ଇସଲାମାବାଦ,୩।୮: ପାକିସ୍ତାନ କ୍ୟାବିନେଟ ଆମେରିକା ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରଣନୀତି ଚୁକ୍ତିକୁ ମଞ୍ଚୁରୀ ପ୍ରଦାନ କରିଛି। ଏହାଦ୍ୱାର ଦୁଇ ଦେଶ ମଧ୍ୟରେ ପୁଣିଥରେ ପ୍ରତିରକ୍ଷା ସହଯୋଗ…

1 year ago

ମଣିପୁର ହିଂସା: କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଦିଆଯିବ ସମାଧି

ଇମ୍ଫାଲ,୩।୮: ମଣିପୁର ଜାତିଆଣ ହିଂସାରେ ରାଜ୍ୟ ତିନି ମାସ ଧରି ଜଳୁଛି। ପ୍ରଧାନମନ୍ତ୍ରୀଙ୍କ ନିରବତା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିଯର୍ଯ୍ୟସ୍ତ କରାବାର ଖୋରାକ ଯୋଗାଇଛି। ଜାତିଆଣ…

1 year ago

ଜ୍ଞାନବାପି ମାମଲାରେ ବଡ଼ ନିଷ୍ପତ୍ତି, ଜାରି ରହିବ ଏଏସ୍‌ଆଇ ସର୍ଭେ

ଲକ୍ଷ୍ନୌ,୩।୮: ଜ୍ଞାନବାପି ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ କୋର୍ଟ…

1 year ago

ହୁ’ ର ଗୁଡ୍‌ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍‌ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ…

1 year ago

ବିବାହ କରି ସାରିଛି, ତେଣୁ ରାଗୁ ନାହିଁ: ଖାର୍ଗେଙ୍କୁ ଧନକରଙ୍କ ମଜାଳିଆ ଜବାବ…

ନୂଆଦିଲ୍ଲୀ,୩।୮ : ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉ ନାହିଁ। ବିରୋଧୀ ଧାରା ୨୬୭ ଅଧୀନରେ ଲଗାତାର ଆଲୋଚନା ପାଇଁ ଦାବି କରୁଛନ୍ତି।…

1 year ago

୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍‌ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ

ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ…

1 year ago

ହେମା-କ୍ୟାଟ୍ରିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ବିଧାୟକ…

ଭୋପାଳ,୩।୮ : ମଧ୍ୟପ୍ରଦେଶର ଦାମୋହ ଜିଲାର ଜାବେରାର ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂ ଲୋଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ…

1 year ago

କଣ୍ଟେଣ୍ଟ ବ୍ଲକିଂ ମାମଲା: କର୍ନାଟକ ହାଇକୋର୍ଟଙ୍କ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କଲା ଏକ୍ସ

ନୂଆଦିଲ୍ଲୀ,୩।୮: ମାଇକ୍ରୋ ବ୍ଲଗିଂ ଆପ୍‌ ଟ୍ବିଟର ନିଜର ନାମ ପରିବର୍ତ୍ତନ କରି ଏକ୍ସ କରିଛି। ତେବେ ନିକଟରେ କଣ୍ଟେଣ୍ଟ ବ୍ଲକିଂ ମାମଲାରେ କର୍ନାଟକ ହାଇକୋର୍ଟର ଏକକ ବେଞ୍ଚ…

1 year ago

ଭୋପାଳ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ,୩।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ…

1 year ago

ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ ପାଳିତ…

ହାଇଦ୍ରାବାଦ,୩।୮ : ହାଇଦ୍ରାବାଦରେ ଗୁରୁବାର ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ (ଜିରୋ ଶ୍ୟାଡୋ ଡେ) ପାଳିତ ହୋଇଛି। ଏହି ସମୟ ଏକ ବିରଳ ଘଟଣାର…

1 year ago

ଚାଇନାରେ ନୂଆ ଆଇନ: ପିଲା ଦିନକୁ ୨ ଘଣ୍ଟା ବ୍ୟବହାର କରିବେ ସ୍ମାର୍ଟଫୋନ…

ବେଜିଂ,୩।୮ : ଚାଇନାର ଇଣ୍ଟରନେଟ ୱାଚଡଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ ଗେମ ଚଳାଉଥିବା ଟେନ୍ସେଣ୍ଟ ଏବଂ ବାଇଟ ଡାନ୍ସ ଭଳି ସଂସ୍ଥାକୁ ବଡ଼ ଝଟକା…

1 year ago

କାମେରୁନରେ କଫ୍‌ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍‌ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍‌, ମାମଲା ରୁଜୁ

ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍‌ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ…

1 year ago