Home Middle

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, ୧୦ା୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ…

1 year ago

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି ତାଲୁକ୍‌ର…

1 year ago

୧୭ ବର୍ଷୀୟାଙ୍କୁ ଅର୍ଥ ଦେଇ ନ୍ୟୁଡ୍‌ ଫଟୋଶୁଟ୍‌

ଲଣ୍ଡନ,୧୦ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିବିସିର ଜଣାଶୁଣା ଉପସ୍ଥାପକ ଗ୍ରାହାମ୍‌ ନର୍ଟନ ପର୍ନ ଫଟୋଶୁଟ୍‌ ପାଇଁ ଜଣେ ସ୍ବଳ୍ପବୟସ୍କାଙ୍କୁ ବିପୁଳ ଅର୍ଥ ଦେଇଥିବା ଅଭିଯୋଗ ଆସିଛି। ଏହା…

1 year ago

ମୋତେ ଭାରତରେ ରହିବାକୁ ଦିଅ

ଲକ୍ଷ୍ନୌ,୧୦ା୭: ଅନ୍‌ଲାଇନ୍‌ ଗେମିଂ ଆପ୍‌ ପବ୍‌ଜିରେ ସାକ୍ଷାତ। କିଛିବର୍ଷର ଭାବ ବିନିମୟ ପରେ ପ୍ରେମ। ତା’ପରେ ସରହଦ ଡେଇଁ ଭାରତକୁ ଆସିଲେ ପାକିସ୍ତାନୀ ମହିଳା ସୀମା ହାଇଦର।…

1 year ago

ଉତ୍ତର ଭାରତରେ ବର୍ଷା ବିତ୍ପାତ: ୧୯ ମୃତ

ନୂଆଦିଲ୍ଲୀ, ୧୦ା୭: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ…

1 year ago

ଜୁଲାଇ ୨୧ରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ/ନୂଆଦିଲ୍ଲୀ,୯।୭ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବେ ବୋଲି…

1 year ago

ଦିଲ୍ଲୀରେ ଲାଗୁ ହେବ ଗୁଜରାଟ ‘ଆଇନ’! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦେଲେ ଏଲଜି

ନୂଆଦିଲ୍ଲୀ,୯।୭: ଦିଲ୍ଲୀରେ ଖୁବଶୀଘ୍ର ଗୁଜରାଟ ‘ଆଇନ’ ଲାଗୁ ହେବାକୁ ଯାଉଛି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ‘ଦ ଗୁଜରାଟ ପ୍ରିଭେନଶନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ(ପିଏଏସଏଏ)୧୯୮୫’କୁ…

1 year ago

ନେତନ୍ୟାହୁ ସରକାର ଆଣିଥିବା ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ପୂର୍ବରୁ ଦେଶରେ ବିରୋଧ ପ୍ରଦର୍ଶନ

ତେଲ ଆଭିବ,୯।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ହେବା ପୂର୍ବରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଞ୍ଚଳିକ ମିଡିଆର ସୂଚନା ଅନୁଯାୟୀ, ହଜାର…

1 year ago

ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ଶେଷ କରିବା ନେଇ ଚିନ୍ତା କରିବା ଏକ ବଡ଼ ଭୁଲ: ଆର୍କବିଶପ କ୍ଲେମିସ…

ଥିରୁଭାନନ୍ତପୁରମ,୯।୭ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କେରଳ କ୍ୟାଥୋଲିକ ବିଶପ ପରିଷଦର ସଭାପତି କାର୍ଡିନାଲ ମାର୍‌ ବାସିଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥି…

1 year ago

ଜିଏସଟି ମାମଲାରେ ଇଡି ଦେବ ସିଧାସଳଖ ଦଖଲ, ବ୍ୟବସାୟୀ ସଂଗଠନର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୯।୭ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁଲାଇ ୭ ରେ ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ ପିଏମଏଲଏକୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ମାମଲାରେ…

1 year ago

ବିମାନର ଓଜନ ବଢ଼ିବାରୁ ୧୯ ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ପାଇଲଟ…

ଲଣ୍ଡନ,୯।୭ : ବ୍ରିଟିଶ (ୟୁକେ) ଏୟାରଲାଇନ୍ସ ଇଜିଜେଟ ସ୍ପେନର ଲାନଜାରୋଟ ରୁ ଲିଭରପୁଲ ଅଭିମୁଖେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କହିଥିଲେ। କାରଣ…

1 year ago

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ…

1 year ago