Home Middle

ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୬।୭: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚନ୍ଦ୍ରାୟନ ୩ର ଲଞ୍ଚିଂ ଡେଟ ଘୋଷଣା କରିଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି…

1 year ago

ଶରଦ ପାଓ୍ବାରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୬।୭: ଏନସିପିରେ ଲାଗି ରହିଥିବା ରାଜନୈତିକ ଲଢେଇ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଶରଦ ପାଓ୍ବାରଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏନସିପିରେ ବଡ…

1 year ago

ତୋଶାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ୍‌ଙ୍କୁ ମିଳିଲା ଗୋଟିଏ ଦିନ ଛୁଟି

ଇସଲାମାବାଦ,୬।୭: ପାକିସ୍ତାନର ଏକ କୋର୍ଟ ତୋଶାଖାନା ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିଛନ୍ତି। ଏହି ମାମଲା ପାଇଁ…

1 year ago

ଭାରତ ଶାନ୍ତି ପାଇଁ ସମର୍ପିତ: ଏସ ଜୟଶଙ୍କର

ନୂଆଦିଲ୍ଲୀ,୬।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଜାଞ୍ଜିବର ଗସ୍ତରେ ଯାଇଛନ୍ତି। ଜାଞ୍ଜିବରରେ ଏସ ଜୟଙ୍କର ଆଇଏନଏସ ତ୍ରିଶୁଳ ଉପରେ ଆୟୋଜିତ ଡେକ ରିସେପଶନରେ ସାମିଲ…

1 year ago

ପୁଣି ଅଡୁଆରେ ଇମ୍ରାନ

ଇସଲାମାବାଦ,୬ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ୍‌ ପୁଣି ଅସୁବିଧାରେ ପଡ଼ିଛନ୍ତି। ରାଓ୍ବଲପିଣ୍ଡିରେ ଆର୍ମି ଜେନେରାଲ ମୁଖ୍ୟାଳୟ (ଜିଏଚ୍‌କ୍ୟୁ) ଉପରେ ଅଦ୍ୟାବଧି…

1 year ago

ମାନହାନି ମାମଲା: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ

ନୂଆଦିଲ୍ଲୀ,୬।୭: ମାନହାନି ମାମଲାରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ ପଠାଇଛନ୍ତି। ଅଗଷ୍ଟ ୭ରେ କୋର୍ଟରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ…

1 year ago

ଜୁଲାଇ ୧୮ରେ ଭାଜପା ମେଣ୍ଟର ବୈଠକ

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଯାଉଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ଏହାରି ଭିତରେ ସମସ୍ତ ବଡ ବଡ ରାଜନୈତିକ…

1 year ago

ରାଜସ୍ଥାନରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପାଇଲଟ-ଗେହଲଟ ବିବାଦର ସମାଧାନ ପାଇଁ କରାଯାଉଛି ଚେଷ୍ଟା

ଜୟପୁର୬।୭: ଛତିଶଗଡରେ ଚାଲିଥିବା ଅସନ୍ତୋଷକୁ ଶାନ୍ତ କରିବା ପରେ କଂଗ୍ରେସ ହାଇକମାଣ୍ଡ ବର୍ତ୍ତମାନ ରାଜସ୍ଥାନ ଉପରେ ନଜର ରଖିଛନ୍ତି। ଯେଉଁଠାରେ ବହୁ ଦିନ ଧରି କଂଗ୍ରେସ ନେତା…

1 year ago

ବିଶ୍ୱକପର ୩ ମାସ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ତମିମ ଇକବାଲ

ନୂଆଦିଲ୍ଲୀ,୬।୭: ଭେଟେରାନ ବାଂଲାଦେଶ ବ୍ୟାଟ୍ସମ୍ୟାନ ତମିମ ଇକବାଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତମିମଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଦିନିକିଆ ବିଶ୍ୱକପ…

1 year ago

ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୁମ୍ବାଇ, ୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ୩ ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ମିଳିଛି। ମୁମ୍ବାଇ ବିମାନବନ୍ଦରରେ…

1 year ago

ଭାରତ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିବାଦ…

କାଠମାଣ୍ଡୁ,୬।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭାରତ ବିରୋଧରେ ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି।…

1 year ago

ଉତ୍ତାପ ଲହର: ବେଜିଂରେ ଓ୍ବାର୍କ ଆଟ୍‌ ହୋମ୍‌ ନିର୍ଦ୍ଦେଶ…

ବେଜିଂ,୬।୭ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଲୋକଙ୍କୁ ମଧ୍ୟ ଉତ୍ତାପ ଲହରର ସାମ୍ନା କରିବାକୁ ପଡୁଛି। ଏଥି ସହିତ…

1 year ago