Home Middle

ପ୍ରଥମ ଥର ଭାରତ ବାହାରେ ଖୋଲିବ ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ,୬।୭: ତାଞ୍ଜାନିଆର ଜାନଜିବରରେ ଆଇଆଇଟି କଲେଜ ଆରମ୍ଭ ହେବାକୁ ଯାଉଛି। ଏହା ଭାରତ ବାହାରେ ଖୋଲିଥିବା ପ୍ରଥମ ଆଇଆଇଟି କ୍ୟାମ୍ପସ ହେବ। ବୁଧବାର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି…

1 year ago

ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଦଳୀୟ ଘୋଷଣା ପତ୍ରରେ ହେବା କେତେ ଜରୁରୀ

ନୂଆଦିଲ୍ଲୀ,୬।୭: ଜି-୨୦ ଅଧ୍ୟକ୍ଷତାରେ ଭାରତ ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଉଠାଇଛି। ଏହା ବ୍ୟତୀତ ଜି-୨୦ ଏଜେଣ୍ଡାରେ ଜଳବାୟୁ ପରିବର୍ତ୍ତନ ଓ ଏହାଠାରୁ ଦୂରେଇ ରହିବାକୁ ଏବେ ପର୍ଯ୍ୟନ୍ତ…

1 year ago

ଓମାନ ଉପସାଗରରେ ଇରାନ ନୌସେନାର ଅନୁପ୍ରେବଶ

ଓ୍ବାଶିଂଟନ୍‌,୬।୭: ଆମେରିକାର ନୌସେନା ଅନୁଯାୟୀ, ଇରାନର ଏକ ନୌସେନା ଜାହାଜ ବୁଧବାର ଓମାନ ଉପସାଗରରେ ଥିବା ଆନ୍ତର୍ଜାତୀୟ ଜଳକ୍ଷେତ୍ରରେ ପ୍ରବେଶ କରି ତେଲ ଟ୍ୟାଙ୍କର୍‌ ଟିଆରଏଫ ମୋସ…

1 year ago

ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି…

1 year ago

ମାନବାଧିକାର ପ୍ରସଙ୍ଗରେ ଭାରତକୁ ପରାମର୍ଶ ଦେବାକୁ ମନା କଲା ଆମେରିକା…

ଓ୍ବାଶିଂଟନ,୬।୭ : ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି। ଉଭୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରୁଛନ୍ତି କିନ୍ତୁ ଭାରତରେ ମାନବିକ ଅଧିକାର…

1 year ago

ଦିଲ୍ଲୀରେ ଲାଗିଲା ଅଜିତ ପାଓ୍ବାରଙ୍କ ବିରୋଧରେ ‘କଟପ୍ପା’ ବାଲା ପୋଷ୍ଟର, ଶରଦ ପାଓ୍ବାର ‘ବାହୁବଳୀ’

ନୂଆଦିଲ୍ଲୀ,୬।୭: ଏନସିପି ଭର୍ସେସ ଏନସିପି ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। କିଛି ସମୟ ପରେ ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯିବେ।ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା…

1 year ago

ଆମେରିକାରେ ଭାରତବଂଶୀଙ୍କୁ ଗୁଳି ମାରିଲେ ଦୁଇ ନାବାଳକ

ନ୍ୟୁୟର୍କ,୬।୭: ଆମେରିକାର ଜର୍ଜିଆର ଏକ ଷ୍ଟୋର୍‌ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ୩୬ବର୍ଷୀୟ ଭାରତବଂଶୀ ସନ୍ଦୀପ ସିଂଙ୍କୁ ୨ନାବାଳକ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ଷ୍ଟୋର୍‌ରେ…

1 year ago

ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍‌ ଲିକ୍‌ ହୋଇ ୧୬ଜଣଙ୍କର ମୃତ୍ୟୁ

ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ…

1 year ago

ତାତି ଲହରର ପ୍ରଭାବ: ୨୦୫୦ ବେଳକୁ ଗହମ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା…

ନୂଆଦିଲ୍ଲୀ,୬।୭ : ତାପମାତ୍ରା ବୃଦ୍ଧି ଯୋଗୁ ୨୦୪୦ ସୁଦ୍ଧା ଭାରତରେ ଗହମ ଅମଳ ୫ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୦ ପ୍ରତିଶତ ହ୍ରାସ ହୋଇପାରେ। ଏକ…

1 year ago

ୟୁସିସି ଲାଗୁ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ: ଅମର୍ତ୍ତ୍ୟ ସେନ…

ନୂଆଦିଲ୍ଲୀ,୬।୭ : କମନ ସିଭିଲ କୋଡ ଉପରେ ନେଇ ସମ୍ପ୍ରତି ଦେଶରେ ଅନେକ ବିବାଦ ଜାରି ରହିଛି। ଏନେଇ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ କହିଛନ୍ତି ଭାରତରେ…

1 year ago

ଦକ୍ଷିଣ କାରୋଲିନାରେ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ସମେତ ୫ମୃତ

ନର୍ଥ ମାର୍ଟଲ,୬।୭:ଆମେରିକାର ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ରିସର୍ଟ ଟାଉନରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉତ୍ତର ମିରଟ…

1 year ago

ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…

ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍‌ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ…

1 year ago