Tag Archives: Home Middle

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ

ପ୍ୟାରିସ୍‌,୨।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ...

IAS କୋଚିଂ ସେଣ୍ଟର ମୃତ୍ୟୁ ଘଟଣା: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ। ଆଜି ଦିଲ୍ଲୀ ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି...

ଇଲେକ୍ଟୋରାଲ ବଣ୍ଡ୍‌ ଘୋଟାଲାରେ ଏସ୍‌ଆଇଟି ଯାଞ୍ଚର କୌଣସି ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ୍‌

ନୂଆଦିଲ୍ଲୀ,୨ା୮: ଶୁକ୍ରବାର ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କର୍ପୋରେଟ କମ୍ପାନୀଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକ ଗ୍ରହଣ କରିଥିବା ଚାନ୍ଦା ଉପରେ ‘ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍‌ଆଇଟି) ଅନୁସନ୍ଧାନ ପାଇଁ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଏହି...

ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି

ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ...

ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ ଢ଼ାଲି, ପାଣ୍ଡିଆନ ଥିଲେ…

ଭୁବନେଶ୍ୱର,୨।୮:  ମମତା ମହାନ୍ତ ଭାଜପାରେ  ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଅରବିନ୍ଦ ଢ଼ାଲି। ସେ କହିଛନ୍ତିି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଜାତୀୟ ଦଳର ବିଲୟ ହୁଏନି,...

ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ

ନୂଆଦିଲ୍ଲୀ,୨ା୮: ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ବିଭିନ୍ନ ସରକାରୀ ବ୍ୟାଙ୍କ ସାଧାରଣ ଲୋକମାନଙ୍କ ଠାରୁ ଗତ ପାଞ୍ଚ ବର୍ଷରେ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏହି ଜୋରିମାନା ନ ରଖିବାକୁ ଘୋଷଣା କରିବା...

ଏନଇଇଟି ୟୁଜି ପରୀକ୍ଷା ଆଉଥରେ ହେବ ନାହିଁ! ସୁପ୍ରିମକୋଟଙ୍କ ଆସିଲା ରାୟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨।୮: ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷା ଶେଷ ହୋଇଛି। ଏନଇଇଟି ୟୁଜି ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମେ ୫ରେ ଅନୁଷ୍ଠିତ ଏନଇଇଟି ୟୁଜି ପରୀକ୍ଷା ବିବାଦରେ ଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି,...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆହୁରି ଘନୀଭୂତ ହୋଇ କରିବ ଗତି

ଭୁବନେଶ୍ୱର,୨ା୮: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଦକ୍ଷିଣ ବାଂଲାଦେଶ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ...

ବୁଡି ଗଲାଣି ଅଧା ଦେଶ! ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସାଧାରଣ ଜନଜୀବନକୁ କଲାଣି ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୨।୮: ପ୍ରକୃତି ଦେଶର ଅନେକ ସ୍ଥାନରେ ଏହାର ଭୟଙ୍କର ରୂପ ଦେଖାଉଛି। କେତେକ ସ୍ଥାନରେ ବାଦଲଫଟା ବର୍ଷା ଏବଂ ବିନାଶର ଦୃଶ୍ୟ ଥିବାବେଳେ କେତେକ ସ୍ଥାନରେ ଲଗାତାର ବର୍ଷା ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନିକଟରେ ଦିଲ୍ଲୀ ପ୍ରବଳ...

ସାମ୍ନାକୁ ଆସିଲା ସତ, କିଏ ହେବେ ନୀତୀଶଙ୍କ ଉତ୍ତରାଧିକାରୀ କହୁକହୁ କହିଦେଲେ ଏହି ନେତା

ପାଟ୍‌ନା,୨ା୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଉତ୍ତରାଧିକାରୀ ଚୟନ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ଚାକିରି ଛାଡ଼ି ଜୁଲାଇରେ ନୀତୀଶ...

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ…

ନୂଆଦିଲ୍ଲୀ, ୨।୮: ଖୁବ୍‌ଶୀଘ୍ର ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ। ଏନେଇ ନ୍ୟାଶନାଲ ହେଲ୍‌ଥ୍‌ ଅଥରିଟି(ଏନ୍‌ଏଚ୍‌ଏ) ସହଯୋଗରେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିବା ନେଇ ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ...

ଆଜି ସୃଷ୍ଟି ହେବ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨।୮: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସୁଦ୍ଧା ଏହା ଲଘୁଚାପରେ ପରିବର୍ତ୍ତିତ ହୋଇପାରେ ।  ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri