Tag Archives: Home Middle

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଗୋଲ୍ଡସ୍ମିିଥ୍‌

ଲଣ୍ଡନ,୩୦।୬:ଋଷି ସୁନକଙ୍କ ସରକାରରେ ଜେଣ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରିଟିଶ ପରିବେଶ ମନ୍ତ୍ରୀ ଜ୍ୟାକ ଗୋଲ୍ଡସ୍ମିଥ୍‌ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଟେନ୍‌ ସରକାରଙ୍କ ଜଳବାୟୁ ପ୍ରସଙ୍ଗରେ ଉଦାସୀନତା ନେଇ ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ...

ଟଙ୍କା ଦେଇ କେସ୍‌ ବନ୍ଦ କରିବାକୁ ଚାହୁଁଥିଲା ଜନସନ ଆଣ୍ଡ ଜନସନ କମ୍ପାନୀ, ଭର୍ତ୍ସନା କଲେ କୋର୍ଟ

ଓ୍ବାଶିଂଟନ୍‌,୩୦।୬:ଜନସନ ଆଣ୍ଡ ଜନସନ କମ୍ପାନୀର ଟାଲକମ୍‌ ପାଉଡର ଏବଂ ଉତ୍ପାଦରେ କ୍ଷତିକାରକ କାରକ ରହିଛି। ଯାହା କ୍ୟାନସର ସୃଷ୍ଟିକାରୀ ବୋଲି ଏହି କମ୍ପାନୀକୁ ବ୍ୟାନ୍‌ ଲଗାଇବା ନେଇ ଦାବି କରାଯାଉଛି। ତେବେ କମ୍ପାନୀ ନାଁରେ ହଜାର ହଜାର ମକଦ୍ଦମା କୋର୍ଟରେ...

ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ।...

ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍‌କୁ ସଂସଦରେ ବିରୋଧ କରିବେ ବିରୋଧୀ

କଲମ୍ବୋ,୩୦।୬:ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍‌କୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଆର୍ଥିକ ସଙ୍କଟରେ ଥିବା ଶ୍ରୀଲଙ୍କାକୁ ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ଯୋଜନା ପ୍ରଭାବ ପକାଇବା ବୋଲି ବିରୋଧି ଚିିନ୍ତା ଜାହିର କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ...

ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଉଦ୍ଧବ ଠାକରେଙ୍କ ଶିବସେନା

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି) ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିପାରନ୍ତି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଔପଚାରିକ ଭାବେ ଯଦିଓ ଉଦ୍ଧବ ଠାକରେଙ୍କ ଦଳର କେହି ନେତା ୟୁନିଫର୍ମ ସିଭିଲ କୋର୍ଡ...

ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ, ଟୁଇଟ୍‌ କରି କଲେ ଘୋଷଣା

ଇମ୍ଫାଲ,୩୦।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ବର୍ତ୍ତମାନ  ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ସେ ଟୁଇଟ୍‌ କରି ଏହି  ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ...

ପାକିସ୍ତାନରେ ଇଦ୍‌ ପାଳନ ସମୟରେ ଜେଲ୍‌ରୁ ପଳାୟନ କଲେ ୧୭କଏଦୀ

ଇସଲାମବାଦ,୩୦।୬:ପାକିସ୍ତାନରେ ଇଦ୍‌ ପାଳନ ସମୟରେ ୧୭ଜଣ ବନ୍ଦୀ ଜେଲ୍‌ରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିକାଣ୍ଡରେ ଜଣେ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବାଲୁଚିସ୍ତାନର ଚାମନ ଜେଲରେ ଇଦ୍‌ ଅବସରରେ...

କୋଲଡ୍ରିଙ୍କ୍ସ ପିଇଲେ କ୍ୟାନସର! ଚେତାଇଲା ହୁ

‘ମିଠା ହେ ପର ଚିନି ନହିଁ ହେ’ ଏପରି କଥା ଆପଣ ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସର ବିଭିନ୍ନ ବିଜ୍ଞାପନରେ ଶୁଣିବାକୁ ପାଇଥିବେ। କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି କି, ଏପରି କୋଲ୍ଡ ଡ୍ରିଙ୍କ୍ସ ଏବଂ ଡାଏଟ୍‌ କୋକ୍‌ରେ ରହିଛି କ୍ୟାନସର୍‌...

ଏସ୍‌ସିଓ ବୈଠକରେ ଯୋଗଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୩୦।୬: ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ବୈଠକ ୪ ଜୁଲାଇ ୨୦୨୩ରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ଯୋଗଦେବେ ବୋଲି ଜଣାପଡିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଭାରତ ଚଳିତ ବର୍ଷ...

ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି ପ୍ରକାରର ସମାଧାନ ବାହାରିବ ନାହିଁ, କେବଳ ଶାନ୍ତି ହିଁ ସମାଧାନ। ଗଣମାଧ୍ୟମ ସହ...

ଆପରାଧିକ ମାମଲାରେ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ, ରାଷ୍ଟ୍ରପତି ଦୌଡରୁ ପଡିବେ କି ବାଦ୍‌!

ଓ୍ବାଶିଂଟନ୍‌,୩୦।୬:ହ୍ବାଇଟ୍‌ ହାଉସ୍‌ର ଅଫିସିଆଲ ଦସ୍ତାବିଜକୁ ନିଜ ଘରେ ଲୁଚାଇବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଅପରାଧୀ ସାଜିଥିବା ଟ୍ରମ୍ପ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଦୌଡରେ ସାମିଲ୍‌ ହୋଇଛନ୍ତି। ତେବେ ନିକଟରେ...

ଖରାପ ସମୟ ଦେଇ ଗତିକରୁଛି ପାକିସ୍ତାନ, ଆଇଏମ୍‌ଏଫ୍‌ରୁ ଋଣ ନେବାକୁ ସମସ୍ତ ସର୍ତ୍ତରେ ରାଜି

ଇସଲାମାବାଦ,୩୦ା୬: ପାକିସ୍ତାନ ଇତିହାସରେ ମୁଦ୍ରାସ୍ଫୀତିର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯଦି ଏହା ଆଇଏମ୍‌ଏଫ୍‌ରୁ ଋଣ ନ ପାଏ ତେବେ ଏହି ଦେଶ ଯେକୌଣସି ସମୟରେ ଡିଫଲ୍ଟ ହୋଇପାରେ। ଲୋକମାନେ ଖାଦ୍ୟ ପାଉନାହାନ୍ତି, ଏଟିଏମ୍‌ରେ ଟଙ୍କା ନାହିଁ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri