Tag Archives: Home Middle

ଆଜି ସୃଷ୍ଟି ହେବ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨।୮: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସୁଦ୍ଧା ଏହା ଲଘୁଚାପରେ ପରିବର୍ତ୍ତିତ ହୋଇପାରେ ।  ଏହା...

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପଶ୍ଚିମବଙ୍ଗରୁ ନୁହେଁ ଏଣିକି ଏହି ରାଜ୍ୟରୁ ଆସିବ ଆଳୁ

ଭୁବନେଶ୍ୱର,୧।୮(ଅସମାପିକା ସାହୁ): ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ...

ଭାଜପାରେ ସାମିଲ ହେଲେ ମମତା ମହାନ୍ତ, କାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର,୧।୮: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ଗୁରୁବାର ସେ ଭାଜପା ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ସମୟରେ ସାଧାରଣ ସଂପାଦକ ଅରୁଣ ସିଂ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ...

ଭିଏତନାମ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧।୮: ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନହ ତିନି ଦିନିଆ ସରକାରୀ ଗସ୍ତରେ ମଙ୍ଗଳବାର ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ବୈଦେଶିକ ରାଜ୍ୟମନ୍ତ୍ରୀ ପାବିତ୍ର ମାର୍ଗେରିଟା ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ତାଙ୍କ ଯାତ୍ରା ପୂର୍ବରୁ ଚିନହ...

ସ୍ବପ୍ନିଲଙ୍କ ସଫଳତା ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା…

ପ୍ୟାରିସ୍‌,୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଶୁଟର ସ୍ବପି୍ନଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ...

ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର

ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼...

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦର ଆସିଲା ବଡ଼ ନିଷ୍ପତ୍ତି, କୋର୍ଟ ଶୁଣାଇଲେ ଏହି ରାୟ

ମଥୁରା,୧ା୮: ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ମଥୁରାର ଶାହି ଇଦ୍‌ଗାହ ମସ୍‌ଜିଦକୁ ନେଇ ବିବାଦରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ଆସିଛି। ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆପତ୍ତି ପ୍ରତ୍ୟାଖ୍ୟାନ...

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ, ସୁଟର୍ ସ୍ବପ୍ନିଲ କୁସାଲେ ରଚିଲେ ଇତିହାସ

ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ବପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ...

ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ…

ନୂଆଦିଲ୍ଲୀ,୧ା୮: ଆମ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ...

ଏହି ୪ ଜିଲାକୁ ପ୍ରବଳ ବର୍ଷା, ହାଇଆଲର୍ଟ ଜାରି

ଭୁବନେଶ୍ୱର,୧ା୮: ରାଜ୍ୟରେ କିଛିଦିନ ହେବ ବର୍ଷା ଲାଗି ରହିଛି। ତେବେ କିଛି ଜିଲାକୁ ପ୍ରବଳ ବର୍ଷା ହେବା ନେଇ ଜିଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ। ତେବେ ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଜିଲାପାଳଙ୍କୁ ହାଇଆଲର୍ଟ ଜାରି...

ସ୍ଥଗିତ ରହିଲା ଜୁନାଗଡ଼ ଏନ୍‌ଏସି ଅନାସ୍ଥା ଭୋଟ୍‌

ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି। ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ୍‌ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା...

ହିମାଚଳ-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୧୩ ମୃତ୍ୟୁ

ନୂଆଦିଲ୍ଲୀ,୧।୮: ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। କେରଳ ଓ୍ବାୟନାଡ ପରେ ଏବେ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଭୟାନକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri