Tag Archives: Home Middle

ଦେଶଦ୍ରୋହ ଆଇନ ଭାରତର ଅଖଣ୍ଡତା ପାଇ ଜରୁରୀ: ଆଇନ ଆୟୋଗ…

ନୂଆଦିଲ୍ଲୀ,୨୭।୬ : ଦେଶଦ୍ରୋହ ଆଇନକୁ ରଦ୍ଦ କରିବାକୁ ଦାବି ମଧ୍ୟରେ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଋତୁରାଜ ଆୱସ୍ତି ମଙ୍ଗଳବାର କହିଛନ୍ତି କଶ୍ମୀରରୁ କେରଳ ଏବଂ ପଞ୍ଜାବରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଏକତା ତଥା...

ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…

ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଗୋଆରେ ଗୋଟିଏ ରାଜ୍ୟସଭା ଆସନ, ଗୁଜରାଟରେ ୩ ଟି ଏବଂ ପଶ୍ଚିମବଙ୍ଗରେ ୬...

ମଣିପୁର ପ୍ରସଙ୍ଗରେ ନୀରବ, ମାତ୍ର ୟୁସିସି ନେଇ କାହିଁକି ହୋ ହଲ୍ଲା କରୁଛନ୍ତି ମୋଦି: ଭେନୁଗୋପାଲଙ୍କ ପ୍ରଶ୍ନ…

ଭୋପାଳ,୨୭।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ଭୋପାଳରେ କଂଗ୍ରେସର ସାଧାରଣ ସଚିବ କେ.ସି ଭେନୁଗୋପାଲ କହିଛନ୍ତି ଦେଶରେ ଦାରିଦ୍ର୍ୟ, ମୂଲ୍ୟ ବୃଦ୍ଧି ଏବଂ ବେକାରୀ...

ମିଶନ ୨୦୨୪: କଂଗ୍ରେସ-ଭାଜପା ଅନଲାଇନ ଲଢ଼େଇ…

ନୂଆଦିଲ୍ଲୀ,୨୭।୬ : ମିଶନ ୨୦୨୪ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ଅନଲାଇନ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଭାଜପାକୁ ସମାଲୋଚନା କରି କଂଗ୍ରେସ ମଙ୍ଗଳବାର ଏକ ଆନିମେଟେଡ ଭିଡିଓ ଜାରି କରି ରାହୁଲ ଗାନ୍ଧୀ...

ଏଭଳି ନାଟକ କଲେ ତେଲେଙ୍ଗାନା ବି ହାତରୁ ଯିବ: କେସିଆରଙ୍କୁ ସଞ୍ଜୟ ରାଉତଙ୍କ ପରାମର୍ଶ…

ମୁମ୍ବାଇ,୨୭।୬ : ମହାରାଷ୍ଟ୍ରର ପନ୍ଦରପୁରର ଭିଥାଲ ରୁକ୍ମିଣୀ ମନ୍ଦିରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ମଙ୍ଗଳବାର ପୂଜାର୍ଚ୍ଚନା କରିଛନ୍ତି। ରାଓଙ୍କର ଏହି ତୀର୍ଥଯାତ୍ରା ଆଷାଢ଼ୀ ଏକାଦଶୀର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି। ଭାରତ ରାଷ୍ଟ୍ର ସମିତି...

ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର ଅପରେଶନ: ୧୫ ଦିନରେ ୧୧ ବିଦେଶୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୭।୬ : ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥିବା ଇନପୁଟ ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅପରେଶନରେ ଜମ୍ମୁ-କଶ୍ମୀରର କୁପୱାରା ସେକ୍ଟରରେ ନିଶା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ବିପୁଳ ପରିମାଣର ଗୋଳା ବାରୁଦ ଜବତ ହୋଇପାରିଛି।...

କେଜରିଓ୍ବାଲଙ୍କ ସମସ୍ୟା ବଢ଼ିଲା: ସରକାରୀ ବାସଭବନର ନବୀକରଣ ଅଡିଟ କରିବେ ସିଏଜି…

ନୂଆଦିଲ୍ଲୀ,୨୭।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ସରକାରୀ ବାସଭବନର ନବୀକରଣରେ ହୋଇଥିବା ‘ଅନିୟମିତତା ଏବଂ ନିୟମ ଉଲ୍ଲଂଘନ’ ଅଭିଯୋଗର ଅଡିଟ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) କରିବେ। ରାଜ ନିବାସର ଅଧିକାରୀମାନେ...

ପୂର୍ବତନ ଭାଜପା ସରକାରଙ୍କ ଦୁର୍ନୀତିର ହେବ ଯାଞ୍ଚ୍‌: ସିଦ୍ଦରାମାୟା…

ବେଙ୍ଗାଲୁରୁ,୨୭।୬ : କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଙ୍ଗଳବାର କହିଛନ୍ତି ତାଙ୍କ ସରକାର ପୂର୍ବ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ଅନିୟମିତତାର ଯାଞ୍ଚ କରିବେ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବେ। ଏହରା ସହିତ କଂଗ୍ରେସ ପକ୍ଷରୁ...

ୱାଗନର୍‌ ମୁଖ୍ୟ, ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କଲେ ରୁଷିଆ କର୍ତ୍ତୃପକ୍ଷ…

ମସ୍କୋ,୨୭।୬ : ୱାଗନର୍‌ ମୁଖ୍ୟ ଏବଂ ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିଛନ୍ତି। ରୁଷିଆ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି କାହା ବିରୋଧରେ କୌଣସି ଅଭିଯୋଗ ନାହିଁ। ୱାଗନର୍‌...

ଆସାମରେ ପରସିମନକୁ ବିରୋଧ: ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ…

ଗୁଆହାଟୀ,୨୭।୬ : ଆସାମରେ ପରସିମନକୁ ବିରୋଧ କରି ରାଜନୈତିକ ଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ମଙ୍ଗଳବାର ବାରକ ଘାଟିର ତିନୋଟି ଜିଲାରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବାରକ ଡେମୋକ୍ରାଟିକ ଫ୍ରଣ୍ଟ...

ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କଲା ଆସାମ ରାଇଫଲ୍ସ…

ଇମ୍ଫାଲ,୨୭।୬ : ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ଏକ ବଡ଼ ସଫଳତା ମିଳିଛି। ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଆସାମ ରାଇଫଲ୍ସ ନାଗାଲାଣ୍ଡ ପୋଲିସ ସହିତ ସମନ୍ବୟ ରକ୍ଷା କରି ଏହି ଅପରେଶନ କରିଥିଲା।...

ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢୁଛି: ଜାତିସଂଘ…

କାବୁଲ,୨୭।୬ : ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘ ମଙ୍ଗଳବାର ଏନେଇ ଉଦବେଗ ପ୍ରକାଶ କରିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ କିମ୍ବା ୟୁଏନଏମଏର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri