Tag Archives: Home Middle

ଦୈନିକ ସଂକ୍ରମଣ ୩୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ, ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ହୋଇପାରେ ଲୋକସଭା ନିର୍ବାଚନ: ମମତା…

କୋଲକାତା,୨୭।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ। ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଲୋକସଭା ନିର୍ବାଚନ ହୋଇପାରେ।  ଜଲପାଇଗୁଡିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ଏହି ଦାବି...

ସେନ୍ଥଲି ବାଲାଜୀଙ୍କ ସ୍ତ୍ରୀ ହାଇକୋର୍ଟରେ ଦାଖଲ କଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ, ଇଡି କଲା ବିରୋଧ…

ଚେନ୍ନାଇ,୨୭।୬ : ଚାକିରି ବଦଳରେ ନଗଦ ଅର୍ଥ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହାବିସ କର୍ପସ) ଆବେଦନ କରିଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏହି ପିଟିଶନର ଶୁଣାଣି...

ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାଗଡୋଗରା ଯାଉଥିଲେ। କମ ଦୃଶ୍ୟମାନତା ହେତୁ ତାଙ୍କ ହେଲିକପ୍ଟରକୁ ସେବେକୋ...

ୟୁସିସି ସପକ୍ଷରେ ମନ୍ତବ୍ୟ ଦେଲେ ମୋଦି: ପାକିସ୍ତାନ-ବାଂଲାଦେଶରେ ବି ନାହିଁ ତିନ୍‌ ତଲାକ୍‌…

ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତୁଷ୍ଟିକରଣ ରାଜନୀତି ଦେଶ ପାଇଁ ଅନେକ...

ଆମେରିକାରେ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ସାମ୍ବାଦିକାଙ୍କୁ ଚାରିଆଡୁ ଟ୍ରୋଲ:ସାମ୍ବାଦିକାଙ୍କ ସମର୍ଥନରେ ବାହାରିଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌,୨୭।୬:‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ସାମ୍ବାଦିକ ସାବ୍ରିନା ସିଦ୍ଦିକିଙ୍କୁ ବର୍ତ୍ତମାନ ଅନଲାଇନରେ ବହୁତ ଟ୍ରୋଲ କରାଯାଉଛି। ଗତ ସପ୍ତାହରେ ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ସମ୍ପର୍କରେ ସାବ୍ରିନା ପ୍ରଶ୍ନ କରିଥିଲେ।...

କଂଗ୍ରେସର ନୂଆ କାର୍ଯ୍ୟ କମିଟି ଗଠନ ପୂର୍ବରୁ ସୋନିଆଙ୍କୁ ଭେଟିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୬: ଆସନ୍ତା ଲୋକ ସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରୁଛି। ଏହାକୁ ନେଇ ଘନଘନ ବୈଠକ ବସୁଛି। ଏହି ସମୟରେ ବର୍ତ୍ତମାନ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆ...

କର୍ମୀଙ୍କୁ ‘ବୁଥ ବିଜୟ’ର ମନ୍ତ୍ର ଦେଲେ ମୋଦି

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ପହଞ୍ଚି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପହାର ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାନୀ କମଲାବତୀ ରେଳ ଷ୍ଟେସନରୁ ଚାଲୁଥିବା ଏହି ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ...

‘କାମ ନାହିଁ ତ ଟଙ୍କା ନାହିଁ’, ନୋ ଓ୍ବାର୍କ ନୋ ପେ ହ୍ବିପ ଜାରି କଲେ ମଣିପୁର ସରକାର, କହିଲେ ଆସିବାକୁ ପଡ଼ିବ ଅଫିସ

ଇମ୍ଫାଲ,୨୭।୬: ହିଂସା ପ୍ରଭାବିତ ରାଜ୍ୟ ମଣିପୁରରେ ସରକାର ଏବଂ ସୁରକ୍ଷା ଏଜେନ୍ସିର ସମସ୍ତ ପ୍ରାୟାସ ସତ୍ତ୍ୱେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଭାରତୀୟ ସେନା ଏବଂ ସରକାରଙ୍କ ଅନୁଯାୟୀ, ପରିସ୍ଥିତିରେ କୌଣସି ଉନ୍ନତିମୂଳକ ଉନ୍ନତି ହୋଇନାହିଁ। ଅନ୍ୟପକ୍ଷରେ, ହିଂସା...

କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ, କେଉଁଠି ହେବ ଭାରତ-ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ,୨୭।୬: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜିଠୁ ୧୦୦ଦିନ ପରେ ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ। ଉଲ୍ଲେଖଥାଉ କି, ବିଶ୍ୱକପ...

ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ

ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଦିନ ଅର୍ଥାତ୍‌ ରବିବାର ଜେମ୍ସ କ୍ରାଉନ ତାଙ୍କର ୭୦ ତମ ଜନ୍ମଦିନ ପାଳନ...

୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୋପାଳ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୋପାଳର ରାନୀ କମଲାପତୀ ରେଳ ଷ୍ଟେଶନରୁ ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ସମେତ ୫ଟି ବନ୍ଦେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri