Tag Archives: Home Middle

ବିବାଦ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ରେକର୍ଡିଂ

ଭୁବନେଶ୍ବର, ୨୭ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲାକୁ ଯିବା, ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ...

ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍‌, ଟ୍ରକ୍‌ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍‌, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍‌ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ...

ଏଲଜି ଇସ୍ତଫା ଦେଇଦେବା ଉଚିତ୍‌: ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ପ୍ରଗତି ମଇଦାନରେ ଟନେଲ ଲୁଟ ଭିତରେ ହୋଇଥିବା ଲୁଟର ସିସିଟିଭି ଫୁଟେଜ ଶେୟାର କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କେସିଆର ସରକାରଙ୍କୁ ଝଟକା: ପୂର୍ବ ଏମ୍‌ପି ପିଏସ୍‌ ରେଡ୍ଡୀଙ୍କ ସମେତ ହାତ ଧରିଲେ ଅନେକ ନେତା

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଏମ୍‌ପି ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଏବଂ ତେଲଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣ ରାଓ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ...

ଅଧ୍ୟକ୍ଷ ହେବାର ୨୫୦ ଦିନ ପରେ ବି ଗଠନ ହୋଇପାରିଲାନି ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୬।୬: ଆଉ ମାତ୍ର ୪ ମାସ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୁରନ୍ତ ସାରା ଦେଶରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ...

ଓବାମାଙ୍କୁ ଜବାବ ଦେଲେ ରାଜନାଥ

ଶ୍ରୀନଗର,୨୬।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନମାନଙ୍କ ସୁରକ୍ଷା ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଜବାବ ରଖିଛନ୍ତି। ସୋମବାର ସେ କହିଛନ୍ତି, ଓବାମା ଜୀ ଭୁଲିଯିବା...

‘ଆମେ ବିଶ୍ୱକୁ କହିଲୁ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସର ଅର୍ଥ’, ରାଜନାଥ ସିଂ

ଜମ୍ମୁ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ଇଜିପ୍ଟ ଗସ୍ତ କରି ସ୍ବଦେଶ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ଓ ସ୍ଥିତି...

‘ସରକାରୀ ଟଙ୍କା ନଷ୍ଟ କରି ମୋଦି ହେଉଛନ୍ତି ନେତା’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୬।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ରୋମାଞ୍ଚକର ହେବାରେ ଲାଗିଛି। ପ୍ରଥମଥର ଲାଗି ପଞ୍ଚାୟତ ନିର୍ବାଚନର ପ୍ରଚାରରେ ବାହାରିଥିବା ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।କୁଚବିହାରରେ...

ପ୍ରଧାନମନ୍ତ୍ରୀ କାହିଁକି ଚୁପ୍‌: ଖାର୍ଗେଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୬ : ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି। ମଣିପୁରର ପରିସ୍ଥିତି ସମ୍ପର୍କରେ ଶାହା ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ତେବେମଣିପୁର ହିଂସା ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ...

ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି: କମଲନାଥ…

ଭୋପାଳ,୨୬।୬ : ମଧ୍ୟପ୍ରଦେଶର ପିସିସି ମୁଖ୍ୟ କମଲ ନାଥ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ସେମାନେ ଯେତେ ଅଧିକ ଦୁର୍ବ୍ୟବହାର କରିବେ, ମୋତେ...

ପୁଟିନଙ୍କ ଭଳି ମୋଦିଙ୍କୁ ମଧ୍ୟ କ୍ଷମତାରୁ ଯିବାକୁ ପଡ଼ିବ, ହେବ ବିଦ୍ରୋହ : ସାମନାରେ ଲେଖା ପ୍ରକାଶିତ…

ମୁମ୍ବାଇ,୨୬।୬ : ଉଦ୍ଧବ ଠାକରେଙ୍କ ମୁଖପାତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ସମାଲୋଚନା କରାଯାଇଛି। ସମ୍ପାଦକୀୟରେ ଏହା ଲେଖାଯାଇଛି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପରି ମୋଦିଙ୍କୁ ମଧ୍ୟ କ୍ଷମତାକୁ ଯିବାକୁ ପଡ଼ିବ, ପାଟନାରେ...

ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ରାହୁଲଙ୍କ ଶରଣରେ ନୀତୀଶ-ଲାଲୁ: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୬।୬ : ଜରୁରୀକାଳୀନ ପରିସ୍ଥିତି ନେଇ ମନ୍ତବ୍ୟ ଦେବା ଅବସରରେ ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ଭାଜପାର ନେତା ବାବୁଲାଲ ମରାଣ୍ଡି ବିରୋଧୀ ଏକତାକୁ ଟାର୍ଗେଟ କରିଛନ୍ତି। ପାଟନାରେ ବିରୋଧୀ ଦଳର ବୈଠକରେ କଂଗ୍ରେସ, ଆରଜେଡି ଏବଂ ଜେଡିୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri