Tag Archives: Home Middle

ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ତୃତୀୟ ଥର ପାଇଁ ଭୁଲ ନ କରୁ କଂଗ୍ରେସ: ଏଏପି…

ନୂଆଦିଲ୍ଲୀ,୨୬।୬ : ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳଙ୍କଠାରୁ ନିରନ୍ତର ସମର୍ଥନ ଲୋଡୁଥିବା ଆମ ଆଦମୀ ପାର୍ଟି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଏଏପି କହିଛି...

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ...

ଶିନ୍ଦେ ଗ୍ରୁପକୁ ‘ଓ୍ବାଗନର ସେନା’ ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୬।୬: ଉଦ୍ଧବ ଠାକରେ ଗ୍ରୁପର ଏମପି ତଥା ପ୍ରବକ୍ତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗ୍ରୁପକୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି ପୁଟିନ ହେଉଛନ୍ତି ଏକଛତ୍ରବାଦୀ ଶାସକ। ଓ୍ବେଗନରକୁ ପୁଟିନ ଭଡାଟିଆ ସେନା ଭାବେ ନିଯୁକ୍ତ କରିଥିଲେ।ଯେତେବେଳେ...

ଭୁଲରେ ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଗୋ ବିମାନ…

ଅମୃତସର,୨୬।୬ : ବିମାନ ଯାତ୍ରା ସମୟରେ ଅନେକ ଥର ଖରାପ ପାଗ କିମ୍ବା ଭୁଲ ଯୋଗୁ ଜାହାଜ ଅନ୍ୟ ଦେଶର ଆକାଶ ମାର୍ଗ ସୀମାକୁ ଉଲ୍ଲଂଘନ କରିଥାଏ। ଏପରି ଏକ ନୂଆ ମାମଲା ଭାରତ ଏବଂ ପାକିସ୍ତାନ ସୀମାରେ ଘଟିଛି।...

ମଣିପୁରରେ ସୁରକ୍ଷା ବାହିନୀର ବଡ କାର୍ଯ୍ୟାନୁଷ୍ଠାନ, ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ…

ଇମ୍ଫାଲ,୨୬।୬ : ମେ ୩ ତାରିଖରୁ ମଣିପୁରରେ ଘଟିଥିବା ହିଂସାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ଅଞ୍ଚଳରୁ କ୍ରମାଗତ ଭାବରେ ହିଂସା ଖବର ମିଳୁଛି। ନିକଟରେ...

ଶସ୍ତା ହେବ ଋଣ, ଆରବିଆଇ ଗଭର୍ନର ଦେଲେ ସଙ୍କେତ…

ନୂଆଦିଲ୍ଲୀ,୨୬।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ରେପୋ ହାରରେ ସୁଚିନ୍ତିତ ବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳାର ଉନ୍ନତି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହାକୁ ଆହୁର ୪ ପ୍ରତିଶତକୁ...

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ...

ଓ୍ବେଗନରର ବିଦ୍ରୋହ ପରେ କେଉଁଠି ଅଛନ୍ତି ପୁଟିନ, କୁଆଡେ ଯାଇଛନ୍ତି ପ୍ରେଗୋଜିନ

ମସ୍କୋ,୨୬।୬: ରୁଷିଆର ପ୍ରାଇଭେଟ ଆର୍ମି ବୋଲି କୁହାଯାଉଥିବା ଓ୍ବେଗନର ଗ୍ରୁପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଶେଷ ହୋଇଛି ସତ ହେଲେ ଏବେବି ବିପଦ ଟଳିନାହିଁ। ଓ୍ବେଗନର ଗ୍ରୁପର ବିଦ୍ରୋହ ଶେଷ ହେବା ପରେ ରୁଷିଆରେ ଅଦ୍ଭୁତ ପ୍ରକାର...

ଆସାମ ବନ୍ୟା ବିତ୍ପାତ: ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

ଗୁଆହାଟୀ,୨୬।୬ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟର ୨୨ ଟି ଜିଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସାଧାରଣ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ବନ୍ୟା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ...

ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ ଭାରତର ମାନ୍ୟତା ହ୍ରାସ ପାଇଛି, ଅର୍ଥନୈତିକ ପ୍ରଦର୍ଶନ ରହିଛି ଦୁର୍ବଳ…

ନୂଆଦିଲ୍ଲୀ,୨୬।୬ : ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ବିଶ୍ୱ ପ୍ରତିଯୋଗିତା ମାନ୍ୟତା ଅନ୍ତର୍ଗତ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ପ୍ରକାଶ କରିଛି । ଏହାର ସାମଗ୍ରିକ ର଼୍ୟାଙ୍କିଙ୍ଗରେ ସିଙ୍ଗାପୁର ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏଥି...

ପ୍ରଧାନମନ୍ତ୍ରୀ ପଦ ଲୋଭରେ ବିରୋଧୀ ହୋଇଛନ୍ତି ଏକଜୁଟ: ବିଆରଏସ ନେତା…

ହାଇଦ୍ରାବାଦ,୨୬।୬ : ଜୁନ ୨୩ ରେ, ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଭାରତ ରାଷ୍ଟ୍ର...

ଲସ ଆଞ୍ଜେଲସରୁ ସାନ ଫ୍ରାନସିସକୋ ଆସୁଥିବା ବିମାନର ଇଞ୍ଜିନ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ

ହ୍ୟୁଷ୍ଟନ,୨୬।୬: ହ୍ୟୁଷ୍ଟନରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଏକ ବିମାନର ଇଞ୍ଜନିରେ ଫସିଯିବା କାରଣରୁ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମୃତ୍ୟୁ ରାତି ପ୍ରାୟ ୧୦ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri