Tag Archives: Home Middle

ଭୟଙ୍କର ବସ୍‌ ଦୁର୍ଘଟଣା: ୧୨ ମୃତ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ କର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ରବିବାର ବିଳମ୍ବିତ ରାତିରେ ଦୁଇ ବସ୍‌ ମଧ୍ୟରେ ମୁହାଁମିୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ମହିଳା...

କ୍ଷଣିକ ବିଦ୍ରୋହ, ଦୀର୍ଘ ପରିଣାମ

ମସ୍କୋ,୨୬ା୬: ରୁଷିଆର ଘରୋଇ ସେନା ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ କରିଥିବା ବିଦ୍ରୋହର ଅବଧି ସ୍ବଳ୍ପ ହୋଇପାରେ। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପାଇଁ ଏହାର ପରିଣାମ ଦୀର୍ଘସ୍ଥାୟୀ ହେବ। ବିଶ୍ୱର ଅନ୍ୟ ଭୂଖଣ୍ଡଗୁଡ଼ିକରେ ମଧ୍ୟ ଏକଚ୍ଛତ୍ରବାଦୀ ଶାସକମାନଙ୍କ...

୨୭ ଯାଏ ବର୍ଷିବ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଆଗାମୀ ଦୁଇଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ...

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍‌ରେ...

ଆଜି ସରୁଛି ଯୁକ୍ତ୨ ନାମଲେଖା ଆବେଦନ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହେଉଛି। ସାମସ୍‌ ପୋର୍ଟାଲରୁ ମିଳିଥିବା ସୂଚନା...

ସ୍ବାମୀଙ୍କ ଅଧା ସମ୍ପତ୍ତି ଉପରେ ସ୍ତ୍ରୀଙ୍କର ଅଧିକାର: ହାଇକୋର୍ଟ…

ଚେନ୍ନାଇ,୨୫।୬ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଜଣେ ଗୃହିଣୀ ତାଙ୍କ ସ୍ବାମୀଙ୍କ ସମ୍ପତ୍ତିର ଅଧା ପାଇବାକୁ ହକଦାର। ଜଷ୍ଟିସ କୃଷ୍ଣ ରାମସ୍ବାମୀଙ୍କ ଏକକ ବେଞ୍ଚ କହିଛନ୍ତି ଜଣେ ଗୃହିଣୀ ବିନା ଛୁଟିରେ ୨୪ ଘଣ୍ଟା ଘର କାମ କରନ୍ତି। ଘରର...

ପଶ୍ଚିମବଙ୍ଗକୁ ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ…

କୋଲକାତା,୨୫।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପୁନର୍ବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଶିଷ୍ଟ କେନ୍ଦ୍ରୀୟ ବାହିନୀ ପଠାଇବାକୁ ଦାବି କରିଛନ୍ତି। ସୂତ୍ର ଅନୁଯାୟୀ, ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ...

୬ ମୁସଲମାନ ଦେଶ ଉପରେ ବୋମା ମାଡ଼ କରିଥିଲା ଆମେରିକା: ଓବାମାଙ୍କ ମନ୍ତବ୍ୟ ନେଇ ମୋଦିଙ୍କ ସୁରକ୍ଷା ପାଇଁ ବାହାରିଲେ ସୀତାରମଣ…

ନୂଆଦିଲ୍ଲୀ,୨୫।୬ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସାକ୍ଷାତକାରରେ କହିଥିଲେ ସେ ପ୍ରଧାନମନ୍ତ୍ରୀ...

ଜେଲ ଯିବାକୁ ଚାହୁଁ ନାହାନ୍ତି କେଜରିଓ୍ବାଲ, ସେଥିପାଇଁ ଭାଜପା ସହିତ ଅଛନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୨୫।୬ : ଗୋଟିଏ ପଟେ ବିହାର ସିଏମ ନୀତୀଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପାଟନାରେ ଏକ ସାଧାରଣ ସଭା ଆୟୋଜନ କରିଥିବାବେଳେ ଅନ୍ୟପଟେ ଦୁଇ ଶକ୍ତିଶାଳୀ ବିରୋଧୀ ଦଳ ନିଜ ମଧ୍ୟରେ ଝଗଡା କରୁଥିବା ଦେଖାଯାଉଛି।...

ବିବାହ ପାଇଁ ଜରୁରୀ ହେବ ସିକଲ ସେଲ ଆନିମିଆର ଅନୁବାଂଶିକ ପରାମର୍ଶ କାର୍ଡ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପଶ୍ଚିମ ଅଞ୍ଚଳର ଆଦିବାସୀ ପ୍ରାଧାନ୍ୟ ଧର, ଝାବୁଆ ଏବଂ ଆଲିରାଜପୁର ଜିଲାରେ ଜୁନ ୨୭ ରୁ ସିକଲ ସେଲ ଆନିମିଆ ଭୋଗୁଥିବା ଲୋକଙ୍କ ପାଇଁ ଜେନେଟିକ ପରାମର୍ଶ କାର୍ଡ ଉପଲବ୍ଧ ହେବ। ଏହି ଜେନେଟିକ ପରାମର୍ଶକାର୍ଡ...

ପଶୁପତି ମନ୍ଦିରରେ ଦୁର୍ନୀତି ଯାଞ୍ଚ୍‌ ପାଇଁ ପହଞ୍ଚିଲେ ଅଧିକାରୀ…

କାଠମାଣ୍ଡୁ,୨୫।୬ : ଦୁର୍ନୀତି ନିବାରଣ ସଂସ୍ଥା ରବିବାର ନେପାଳର ପାଶୁପତିନାଥ ମନ୍ଦିର ପରିସର ଖାଲି କରି ମନ୍ଦିରରେ ଜାଲହରୀ ସହ ଜଡିତ ଦୁର୍ନୀତିର ଯାଞ୍ଚ ପାଇଁ ଅଧିକାରୀମାନେ ମନ୍ଦିରର ଜଲହରୀରେ ବ୍ୟବହୃତ ସୁନା ଯାଞ୍ଚ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ...

କଂଗ୍ରେସ ପାଇଁ ଶ୍ୱଶୁର ଘର ସଦସ୍ୟ ହେଉଛନ୍ତି ମୁସଲମାନ: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…

ବେଙ୍ଗାଲୁରୁ,୨୫।୬ : କର୍ନାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମସଜିଦ ଭାଙ୍ଗି ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଯେପରି ଅଯୋଧ୍ୟାରେ ଘଟିଛି, ସେହିପରି କାଶୀ ବିଶ୍ୱନାଥ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri