Tag Archives: Home Middle

ରାହୁଲଙ୍କ ପ୍ରେମ ଦୋକାନରେ ପ୍ରେମ କାହା କାହା ପାଇଁ ଉଦ୍ଧିଷ୍ଟ: ଏଏପିର ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୬ : ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ଏବେ ବାକ୍‌ ଯୁଦ୍ଧ ଜାରି ରହିଛି। ପାଟନାରେ ବିରୋଧୀ ଦଳର ବୈଠକରେ ଏଏପି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ...

ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା

ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ...

ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର...

୪୮ ଘଣ୍ଟାରେ ଦୁଇ ଶିଖ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା

ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮...

ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୫।୬ : ଦେଶରେ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ରାଜନୈତିକ ଦଳମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ଜରୁରୀକାଳୀନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରଭାବିତ...

ଭାଜପାରୁ ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମର…

ଭୋପାଳ,୨୫।୬ : ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ନେତା ତଥା ଚଳିତ ବର୍ଷର ବିଧାନସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମର ଦଳର ପ୍ରାଥମିକ ସଦସ୍ୟ ତଥା ମଧ୍ୟପ୍ରଦେଶର ଉପାଧ୍ୟକ୍ଷ ପଦରୁ ଇସ୍ତଫା...

ମୋଦିଙ୍କ ଗ୍ରାଣ୍ଡ ଓ୍ବେଲକମ ପାଇଁ ଭାଜପାର ପ୍ରସ୍ତୁତି

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ମିଶ୍ର(ଇଜିପ୍ଟ)ର ରାଜକୀୟ ଗସ୍ତ ପରେ ରବିବାର ୨୫ ଜୁନକୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୋଦିଙ୍କ ବିମାନ ରାତି ପ୍ରାୟ ୧୨ଟା ୩୦ରେ ପାଲମ ଏୟାରପୋର୍ଟରେ ପହଞ୍ଚିବ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ...

କେଉଁଠୁ ଆସୁଛନ୍ତି ଔରଙ୍ଗଜେବଙ୍କ ବଂଶଜ: ଫଡନାଭିସଙ୍କ ପ୍ରଶ୍ନ …

ମୁମ୍ବାଇ୨୫।୬ : ମହାରାଷ୍ଟ୍ରର ବୁଲଡାନା ଜିଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ ସାଧାରଣ ସଭା ଶନିବାର ହୋଇଥିଲା। ଏହି ରାଲିରେ କିଛି ଲୋକେ ଔରଙ୍ଗଜେବ ଅମର ରହେଙ୍କ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଭିଡିଓ...

ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ, ଲିଭ-ଇନ ପାର୍ଟନରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ …

ଲକ୍ଷ୍ନୌ,୨୫।୬ : ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଲିଭ-ଇନ ସମ୍ପର୍କ ଉପରେ ଦାଖଲ ହୋଇଥିବା ପିଟିଶନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ଇସଲାମରେ ବିବାହର ନିୟମକୁ ଦର୍ଶାଯାଇଛି। କୋର୍ଟ କହିଛନ୍ତି ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ...

ରୁଷିଆରେ ଓ୍ବାଗନର ବିଦ୍ରୋହ କରିବା କଥା ପୂର୍ବରୁ ଜାଣିଥିଲା ଆମେରିକା

ମସ୍କୋ,୨୫।୬: ବେସରକାରୀ ସେନା ୱାଗନରର ମୁଖ୍ୟ ତାଙ୍କ ସେନାଙ୍କୁ ମସ୍କୋ ଆଡକୁ ନ ବଢିବାକୁ ନିର୍ଦ୍ଦେଶ ଦେବା ପରେ ରୁଷିଆରେ ଦେଖାଦେଇଥିବା ସଙ୍କଟ ଶେଷ ହୋଇଛି। ଇତିମଧ୍ୟରେ ଏହି ଘଟଣା ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ନ୍ୟୁୟର୍କ...

୧୬ ବର୍ଷ ବୟସ୍କ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ: ହାଇକୋର୍ଟଙ୍କ ରାୟ…

ଶିଲଂ,୨୫।୬ : ମେଘାଳୟ ହାଇକୋର୍ଟ କହିଛନ୍ତି ୧୬ ବର୍ଷର ପୁଅ କିମ୍ବା ଝିଅ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜଣେ ଯୁବକଙ୍କ ବିରୋଧରେ ଥିବା ପୋକ୍ସା ମାମଲାକୁ ଖାରଜ...

ନାବାଳିକାଙ୍କ ସହିତ ଆପତ୍ତି ଜନକ ଫଟୋ ଉଠାଇଲେ ଭାଜପା ବିଧାୟକ: କଂଗ୍ରେସ କଲା ବିରୋଧ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ ବାଲାଘାଟର ଭାଜପା ବିଧାୟକ ଗୌରୀଶଙ୍କର ବିସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ବିଧାୟକ ବିସେନ ନାବାଳିକାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଶେୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri