Tag Archives: Home Middle

ହିନ୍ଦୁ-ଶିଖଙ୍କ ବିଭାଜନ ପାଇଁ ଖଲିସ୍ତାନ ପ୍ରସଙ୍ଗ ଆଣିଥିଲା କଂଗ୍ରେସ: ପୂର୍ବତନ ‘ର’ ଅଧିକାରୀ…

ନୂଆଦିଲ୍ଲୀ,୨୪।୬ : ଭାରତର ଗୁପ୍ତଚର ଏଜେନ୍ସି ‘ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ)ର ପୂର୍ବତନ ସ୍ବତନ୍ତ୍ର ସଚିବ ଜିବିଏସ ସିଦ୍ଧୁ ଖାଲିସ୍ତାନ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଜ୍ଞାନୀ ଜୈଲ ସିଂ,...

କାଇରୋରେ ପହଞ୍ଚିଲେ ମୋଦି

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କାଇରୋରେ ପହଞ୍ଚିଛନ୍ତି। ମୋଦି ଦୁଇ ଦିନିଆ ଗସ୍ତରେ ଯାଇ ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ଏବଂ ରାଷ୍ଟ୍ରପତି ଏଲ୍‌-ସିସିଙ୍କୁ ମଧ୍ୟ ଭେଟିବେ। ଏହି ସମୟରେ...

ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିଲେ କୋର୍ଟ

ଇସଲାମାବାଦ,୨୪ା୬: ଇସଲାମାବାଦର ଏକ ଜିଲା ତଥା ଅଧିବେଶନ କୋର୍ଟ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ଦେଶଦ୍ରୋହ ମାମଲାରେ ଶୁଣାଣି ସ୍ଥଗିତ ରଖିଛନ୍ତି। ଜଜ ଫଓ୍ବାଦଙ୍କ ଛାଡ଼ ଆବେଦନକୁ ଗ୍ରହଣ କରି ତାଙ୍କୁ ଜୁଲାଇ ୪ରେ କୋର୍ଟରେ...

ମୋଦିଙ୍କୁ ପରାଜିତ କରିବା ଯୋଜନାରେ ୧୦ ବଡ ରାଜ୍ୟର ୩୦୯ ଲୋକସଭା ଆସନ କଂଗ୍ରେସ ହାତରୁ ଯିବ…

ନୂଆଦିଲ୍ଲୀ,୨୪।୬ : ଦେଶର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ କଂଗ୍ରେସ ୯ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ନାହିଁ। କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ବିରୋଧୀ ଏକତାର ଅଂଶ ହେବା ପାଇଁ ସମସ୍ତ ପ୍ରକାର ରାଜନୈତିକ ଆପୋଷ...

ମୋଦିଙ୍କୁ ନୁହେଁ ଭାରତକୁ ମିଳୁଛି ସମ୍ମାନ, ଦେଶକୁ ଫେରି ପୁଣି କୁହନ୍ତି ହିନ୍ଦୁ-ମୁସଲମାନ: ମେହବୁବା…

ଶ୍ରୀନଗର,୨୪।୬ : ବିହାରର ପାଟନାରେ ବିରୋଧୀ ଦଳର ସାଧାରଣ ସଭା ପରେ ପିଡିପର ମୁଖ୍ୟ ମେହବୁବା ମୁଫତି ଏକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ନୀତୀଶ କୁମାରଙ୍କ ପ୍ରତି ମୁଁ ବହୁତ କୃତଜ୍ଞ। ଯଦି ବିରୋଧୀ ଆଜି ଏକଜୁଟ ନ...

ରାଜ୍ୟ ପାଇଁ ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ଜୁନ୍‌ରୁ ଅକ୍ଟୋବର ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଯେଉଁଥିରେ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବନା ରହିଥାଏ। ଏହି ସମୟରେ ସମସ୍ତ ବିଭାଗ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ...

ଗୋ ଫାଷ୍ଟର ଉଡ଼ାଣ ପାଇଁ ଆବଶ୍ୟକ ୪୨୫ କୋଟି…

ନୂଆଦିଲ୍ଲୀ,୨୪।୬ : ଗୋ ଫାଷ୍ଟର ସମାଧାନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରା ଏକ ପୁନଃଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବିମାନ ଚଳାଚଳ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏୟାରଲାଇନ୍ସ ଫାଇନାନ୍ସରଙ୍କ ଠାରୁ ୪୨୫ କୋଟି ଟଙ୍କା ମାଗିଛନ୍ତି। ଗୋଏଲଷ୍ଟର ଦେବାଳିଆ...

ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ...

ମିଥ୍ୟାରୁ ଜନ୍ମ ହୋଇଥିବା ସରକାର ଆମ ବିରୋଧରେ କି ଯାଞ୍ଚ୍‌ କରିବେ ? ଉଦ୍ଧବଙ୍କ କଡ଼ା ଜବାବ…

ମୁମ୍ବାଇ,୨୪।୬ : ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମୁମ୍ବାଇର ସମସ୍ତ ଶାଖା ମୁଖ୍ୟ ତଥା ପୂର୍ବତନ କର୍ପୋରେଟରଙ୍କ ଏକ ବୈଠକକୁ ସମ୍ବୋଧିତ କରି ଠାକରେ ବିଏମସିରେ କୋଭିଡର ସମୟ ଯାଞ୍ଚ କରିବାକୁ କହିଛନ୍ତି।...

ଭୁଲ ନେଇ ପଶ୍ଚାତାପ କଲା ଓ୍ବାଗନର ଗ୍ରୁପ୍‌, ଫେରିବାକୁ ଅପିଲ କଲା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ମସ୍କୋ,୨୪।୬ : ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଯୁଦ୍ଧରେ ରୁଷିଆ ପାଇଁ ଢାଲ ଭାବରେ କାର୍ଯ୍ୟ କରୁଥିବା ୱାଗନର୍‌ ଗ୍ରୁପ ରୁଷିଆ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି। ପିଏମସି ୱାଗନର୍‌ ଭାବରେ ଜଣାଶୁଣା ଏହି ଗୋଷ୍ଠୀ ପ୍ରଥମେ...

ବିରୋଧୀ ଏକତାରେ ଫାଟ, ମମତା ଚୋର ବୋଲି କହିଲା କଂଗ୍ରେସ…

କୋଲକାତା,୨୪।୬ : ପାଟନାରେ ହୋଇଥିବା ବିରୋଧୀ ବୈଠକର ୨୪ ଘଣ୍ଟା ନ ପୂରୁଣୁ ମେଣ୍ଟରେ ଫାଟ ଦେଖାଦେଇଛି। ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟିଏମସି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା...

ଶିବରାଜଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଭଗବାନ: କମଲନାଥ…

ଭୋପାଳ,୨୪।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପାଟନାରେ ବିରୋଧୀ ଦଳର ବୈଠକକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ବନ୍ୟା ସମୟରେ ସାପ, ମାଙ୍କଡ ଏବଂ ବେଙ୍ଗ ଯେପରି ଗଛ ଉପରକୁ ଚଢ଼ି ଯାଆନ୍ତି, ବିରୋଧୀଙ୍କ ଅବସ୍ଥା ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri