Tag Archives: Home Middle

ମୋଦିଙ୍କ ଡିଜିଟାଲ ଇଣ୍ଡିଆର ପ୍ରଶଂସା କଲେ ସୁନ୍ଦର ପିଚାଇ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ରୁ ୨୩ ଜୁନ ମଧ୍ୟରେ ଆମେରିକାକୁ ତିନି ଦିନିଆ ରାଜକୀୟ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତା...

ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ

ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ...

ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ବିଏମ୍‌ସି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ରାଜଧାନୀରେ ଗୁରୁବାର ହୋଇଥିବା ବର୍ଷାରେ ସହରର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବା ପରେ ବିଏମ୍‌ସିର ଚେତା ପଶିଛି। ବାହାଘରବେଳେ ବାଇଗଣ ରୋଇବା ଭଳି ମୌସୁମୀ ଆସିବା ପରେ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇ...

ଟାଇଟାନ୍‌ରେ ଯାତ୍ରା ପାଇଁ କେତେ ଟଙ୍କା ଆବଶ୍ୟକ

ଓସେନ୍‌ଗେଟ୍‌ର ଟାଇଟାନ୍‌ ବୁଡ଼ାଜାହାଜରେ ଯାତ୍ରା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ୨୫୦,୦୦୦ ଡଲାର (୨,୦୫,୦୬,୯୩୭ ଟଙ୍କା)ର ଆବଶ୍ୟକତା ପଡ଼ିଥାଏ। ପାଖାପାଖି ୪୦୦ ମାଇଲ୍‌ ଯାତ୍ରା କରୁଥିବା ଏହି ବୁଡ଼ାଜାହାଜ ୮ ଦିନ କାଳ ଗଭୀର ଜଳରେ ରହିଥାଏ। ମେରାଇନ୍‌ ଟେକନୋଲୋଜି...

ସାମ୍ବାଦିକଙ୍କୁ ମାଡ ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ, ଭିଡିଓ ଭାଇରାଲ

ଇସଲାମବାଦ,୨୩।୬:ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଦାର୍‌ଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ରାଗିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ...

ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ

କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ପୁରୁଲିଆ ଜିଲାରେ ତୃଣମୂଳ ନେତାଙ୍କ...

ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ ସାହାଯ୍ୟ ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିରାଶ ହୋଇ...

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍‌.ବି ପାଟିଲ୍‌। ସେ କହିଛନ୍ତି, ଏଲନ ମସ୍କଙ୍କ ଟେସଲା କମ୍ପାନୀ ପାଇଁ...

ରାହୁଲଙ୍କ ଲମ୍ବା ଦାଢିକୁ ନେଇ କହିଲେ ଲାଲୁ, ବିବାହ କରନ୍ତୁ…

ପାଟନା,୨୩।୬:୨୦୨୪ଲୋକସଭା ନିର୍ବାଚନ ନେଇ ବିରୋଧି ମେଣ୍ଟ ଦେଖିବାକୁ ମିଳିଛି। ଏନେଇ ବିହାରର ପାଟନାରେ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ନେଇ ସୁଦୃଢ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ବୋଲି ବିରୋଧୀ ଦଳ ଗଣମାଧ୍ୟମରେ ପ୍ରକାଶ...

ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ

କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି । ମହିଳାଙ୍କ ସ୍ବାଧୀନତାକୁ ଖଣ୍ଡନ କରି ତାଲିବାନ କାନ୍ଦାହାର...

ପାଟନାରୁ ଯାହା ଆରମ୍ଭ ହୁଏ ତାହା ଜନ ଆନ୍ଦୋଳନର ରୂପ ନିଏ; ବିରୋଧି ଦଳ ବୈଠକ ପରେ କହିଲେ ମମତା

ପାଟନା,୨୩।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ୧୭ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ସମସ୍ତ ଦଳର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା...

ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି

କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ ଏକ ହିଂସାତ୍ମକ ବିଦ୍ରୋହ ହୋଇଥିଲା। ଗୋଟାବାୟା ସେହି ସମୟରେ ଜଣେ ସେନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri