Tag Archives: Home Middle

ଚାଇନା ସପକ୍ଷରେ ନ୍ୟୁଜିଲାଣ୍ଡ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତିି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହି ଟାର୍ଗେଟ କରିଥିଲେ। ଯାହାକୁ ନେଇ ଚାଇନା ତୀବ୍ର ବିରୋଧ କରିଥିଲା। ଚାଇନାର ଦୋମୁହାଁ ନୀତି ଏବଂ ଆତଙ୍କବାଦୀକୁ ନେଇ ବିଶ୍ୱର କୌଣସି ଦେଶ ଚାଇନା...

ଆମେରିକାରେ ଉଠିଲା ନାହିଁ ଚାଇନା କଥା, ଖାଲି ହାତରେ ସ୍ବଦେଶ ଫେରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨୨।୬: ସ୍ବରାଷ୍ଟ୍ର ଅମିତ ଶାହାଙ୍କ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ନେତା ସୁବ୍ରମଣ୍ୟମ ସ୍ବାମୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ ଚାଇନା ପ୍ରସଙ୍ଗରେ ନିଜ ସରକାରକୁ ଘେରି ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକୀୟ ଗସ୍ତ ବିଷୟରେ...

ବେଆଇନ ନିର୍ମାଣ ହଟାଇବାକୁ ଆସିଥିବା ଅଧିକାରୀଙ୍କ ଉପରକୁ ଲାଠିମାଡ କଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀ ମାଣ୍ଡୱାଲୀ ଅଞ୍ଚଳର ଏକ ମନ୍ଦିର ବାହାରେ ଥିବା ବେଆଇନ ନିର୍ମାଣକୁ ହଟାଇବା ନେଇ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଏବଂ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। ପ୍ରଶାସନ ପକ୍ଷରୁ...

ଡିନର ପରେ ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି। ବୁଧବାର...

ସଙ୍କଟରେ ପାକିସ୍ତାନ, ପୁଣି ଘନେଇଲା ଡୁରାଣ୍ଡ ଲାଇନକୁ ନେଇ ବିବାଦ

କାବୁଲ,୨୨।୬: ଆଫଗାନିସ୍ତାନରେ ତାଲିବାନର ବିଜୟରେ ଖୁସି ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ଖୁସି କିଛିଦିନ ମଧ୍ୟରେ ମଉଳିବାର ପରିଲକ୍ଷିତ ହେଉଛି। ପାକିସ୍ତାନ-ଆଫଗାନିସ୍ତାନ ସୀମା ଡୁରାଣ୍ଡ ଲାଇନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି।...

କରୋନା ଟିକା ଯୋଗୁ ହୋଇଥିଲା ସେନ ଓ୍ବାର୍ନଙ୍କ ମୁତ୍ୟୁ! ଡାକ୍ତରଙ୍କ ବଡ ଦାବି

କାନବେରା,୨୨।୬: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାର୍ନଙ୍କ ମୃତ୍ୟୁ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ୱାର୍ନଙ୍କ ମୃତ୍ୟୁ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ...

ମହାରାଷ୍ଟ୍ର ଲୋକଙ୍କୁ ଦେବାକୁ ପଡୁଛି ଅରାଜକତାର ମୂଲ୍ୟ: ମୋଦିଙ୍କୁ ସମାଲୋଚନା କଲେ ଶରଦ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୃଷି ପ୍ରସଙ୍ଗ ସହିତ ସେ ସାମ୍ପ୍ରଦାୟିକ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ସେ ଦୁଇ ବର୍ଷ ମଧ୍ୟରେ ଚାଷୀଙ୍କର...

ତାପମାତ୍ରା ବଢିଲେ କୁକୁର କାମୁଡା ବଢେ

ଅଧିକ ତାପମାତ୍ରାରେ କୁକୁରମାନେ ଅଧିକ ରାଗିଯା’ନ୍ତି ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଏବଂ ମୌସୁମୀ ତୁଳନାରେ ଗ୍ରୀଷ୍ମ ଋତୁରେ କୁକୁର କାମୁଡ଼ିବା ଘଟଣା ୧୧ପ୍ରତିଶତ ବୃଦ୍ଧି ପାଇଥାଏ। ସେହିପରି ଗରମ ବଢିଲେ ମଣିଷ ମଧ୍ୟ...

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୨ା୬: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଏ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ଗୁରୁବାର ଏଏସ୍‌ଆଇର ୪ ଜଣିଆ ବୈଷୟିକ ଟିମ୍‌ ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ସିଂହଦ୍ୱାର କାମ ଆରମ୍ଭ ହୋଇଛି।...

ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳଙ୍କ ଆଖିକୁ ଚଳାଇଲେ ଗୁଳି

ନୂଆଦିଲ୍ଲୀ,୨୨।୬: ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଗୁଳି ବାଜି କନଷ୍ଟେବଳଙ୍କ ଘଟଣାସ୍ଥଳରେ ମତ୍ୟୁ ହୋଇଛି॥ ମୃତକଙ୍କ ନାମ କୁକ ଭୋପ ସିଂ ଓରଫ ଭୁପେନ୍ଦ୍ର...

ମହାରାଷ୍ଟ୍ରରେ ହୋର୍ଡିଂ ରାଜନୀତି ତେଜିଲା, ଉଦ୍ଧବଙ୍କ ସହ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଭାଇରାଲ…

ମୁମ୍ବାଇ,୨୨।୬ : ସମ୍ପ୍ରତି ମୁମ୍ବାଇ ରାଜନୀତିରେ ଔରଙ୍ଗଜେବଙ୍କ ନାମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିବାବେଳେ ଏବେ ଏହାକୁ ନେେଇ କିଛି ବ୍ୟକ୍ତି ହୋର୍ଡିଂ ରାଜନୀତି ଆରମ୍ଭ କରିଛନ୍ତି। ଏବେ କେତେକ ସ୍ଥାନରେ...

ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ମୋଦିଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ବିଶେଷ କରି ପାକିସ୍ତାନ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବଢିବାକୁ ନେଇ ଚିନ୍ତାରେ ପଡି ଯାଇଛି। ପାକିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri