Tag Archives: Home Middle

ଭାରତୀୟ ଛାତ୍ରଙ୍କୁ ଅନଲାଇନ ଅଶ୍ଲୀଳ ଫଟୋ ପଠାଇ ଗିରଫ ହେଲେ ଇଂଲଣ୍ଡର ପ୍ରଧାନଶିକ୍ଷକ

ଲଣ୍ଡନ,୨୨।୬: ଲଣ୍ଡନ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଉପ ପ୍ରଧାନଶିକ୍ଷକ ଭାରତର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୨୦,୦୦୦ରୁ ଅଧିକ ଅଶ୍ଳୀଳ ଚିତ୍ର ପିଲାଙ୍କ ମୋବାଇଲକୁ ପଠାଇ ପିଲାଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିଲେ। ନ୍ୟାସନାଲ...

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି ଚଢ଼ାଉ ହେଉ କିମ୍ବା ଉଦ୍ଧବ ଠାକରେଙ୍କ ସୁରକ୍ଷାକୁ ହ୍ରାସ କରିବା ହେଉ, ଏସବୁ...

୪ ମାସରେ ଶିବରାଜ ସରକାର ହେବେ ବିଦାୟ: କମଲନାଥ…

ଭୋପାଳ,୨୨।୬ : ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ପ୍ରମୁଖ ଦଳ ନିଜ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସେହି କ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଶାଜାପୁରର...

ଜଳୁଥିବା ମଣିପୁରକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଯୁକ୍ତିଯୁକ୍ତ କି: ଜେଡିୟୁ…

ପାଟନା,୨୨।୬ : ମଣିପୁର ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ଜେଡିୟୁ ନେତା କେସି ତ୍ୟାଗୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଆମେ ବିରୋଧ କରୁନାହୁଁ। ଏହା ପୂର୍ବରୁ ମଧ୍ୟ ଅନେକ...

ମଣିପୁର ମୁଖ୍ୟମନ୍ତ୍ରୀ ଅପାରଗ: ଡି. ରାଜା…

ଇମ୍ଫାଲ,୨୨।୬ : ମଣିପୁର ହିଂସାକୁ ନେଇ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବରେ ଭାଜପା ସରକାରକୁ ଘେରିବାରେ ଲାଗିଛନ୍ତି। ଏହି ପର୍ଯ୍ୟାୟରେ ସିପିଆଇର ଜାତୀୟ ସାଧାରଣ ସଚିବ ତଥା ପୂର୍ବତନ ଏମପି ଡି ରାଜା ମଣିପୁର ହିଂସା ସମ୍ପର୍କରେ ଏକ ବିବୃତ୍ତି...

ଭାଜପାର ଏଜେନ୍ସି ପରି କାମ କରୁଛି ନିର୍ବାଚନ ଆୟୋଗ: କଂଗ୍ରେସ

ଦିସ୍‌ପୁର,୨୨।୬: ଆସାମ ପାଇଁ ଡେଲିମିଟେସନ ଡକ୍ୟୁମେଣ୍ଟ ଡ୍ରାଫ୍ଟ ଜାରି କରି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ଆସନ ସଂଖ୍ୟା ୧୪ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭାଜପା ଏବଂ ନିର୍ବାଚନ ଆୟୋଗଙ୍କୁ...

ବିରୋଧୀ ଏକତା ବୈଠକରେ ପ୍ରଥମେ ଅଧ୍ୟାଦେଶ ଉପରେ ହେଉ ଚର୍ଚ୍ଚା: କେଜରିଓ୍ବାଲ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୨।୬ : ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୩ ଜୁନରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି...

ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର କହିଛନ୍ତି ସେ ଦଳ...

ଅଜ୍ଞାତ ବନ୍ଧୁକଧାରୀ-ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ…

ଇମ୍ଫାଲ,୨୨।୬ : ଗୁରୁବାର ଭୋର ୫ଟାରେ ମଣିପୁରର ପଶ୍ଚିମ ଇମ୍ଫାଲର ଉତ୍ତର ବୋଲଜୁଙ୍ଗରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବନ୍ଧୁକଧାରୀଙ୍କୁ ଧରିବା ପାଇଁ ସର୍ଚ୍ଚ...

ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ

ବେଙ୍ଗାଲୁରୁ,୨୨।୬: ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରି ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର୍‌କୁ ରଦ୍ଦ କରିବାକୁ...

ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ...

ଟାଇମ୍ସ ସ୍କୋୟାରରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ଚାରିଆଡେ ମୋଦିଙ୍କ ଫଟୋ…

ନ୍ୟୁୟର୍କ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଜାର ହଜାର ଫଟୋ ଏବଂ ବାର୍ତ୍ତା ସହ ଟାଇମ୍ସ ସ୍କୋୟାରରେ ଭବ୍ୟ ସ୍ବାଗତ କରାଯାଇଛି। ଏହା ଏକ ପ୍ରମୁଖ ବ୍ୟବସାୟିକ ଛକ, ପର୍ଯ୍ୟଟନ ସ୍ଥଳୀ ଏବଂ ନ୍ୟୁୟର୍କ ସହରର ମିଡଟାଉନ ମ୍ୟାନହାଟାନର ମନୋରଞ୍ଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri