Tag Archives: Home Middle

ପାକିସ୍ତାନ ଶିକ୍ଷାନୁଷ୍ଠାନରେ ହୋଲି ନିଷେଧ…

ଇସଲାମାବାଦ,୨୧।୬ : ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବରକୁ ଦମନ କରିବା ପ୍ରକ୍ରିୟା ଜାରି ରହିଛି। ଅହମ୍ମଦିଆ ମୁସଲମାନ ତଥା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ହଇରାଣ କରାଯାଉଥିବା ଖବର ଆସୁଛି। ଏହି ସମୟରେ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗର ଏକ...

ଗଛକୁ ମିଳିବ ପେନ୍‌ସନ୍‌

ଚଣ୍ଡିଗଡ଼,୨୧ା୬: ସରକାର ବରିଷ୍ଠ ନାଗରିକଙ୍କୁ ପେନ୍‌ସନ୍‌ ଦେଉଛନ୍ତି। ଏବେ ପୁରୁଣା ଗଛଗୁଡ଼ିକୁ ମଧ୍ୟ ପେନ୍‌ସନ୍‌ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଅନୁଯାୟୀ,...

ଯୋଗ କରି ଗିନିଜ ରେକର୍ଡ

ଗାନ୍ଧୀନଗର,୨୧।୬: ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଯୋଗ ଦିବସ। ବୁଧବାର ସବୁଠି ଯୋଗ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଦିବସ ଅପସରରେ ଗୁଜୁରାଟର ସୁରଟରେ ୧.୨୫ଲକ୍ଷ ଲୋକ ଏକାଠି ଯୋଗ କରି...

ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ…

ଲେହ,୨୧।୬ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ସେନାର ଅଲ୍ଟିମେଟ ଫୋର୍ସର ୟୁନିଟ ବିଶ୍ୱର ସର୍ବୋଚ୍ଚ ସ୍ଥାନ ହାନଲେ ଅବଜରଭେଟୋରୀରେ ଲଦାଖର ଦୁର୍ଗମ ଅଞ୍ଚଳରେ ଯୋଗ ପରିଚାଳନା...

ଯୋଗ ଦିବସରେ ନେହେରୁଙ୍କ ଯୋଗାସନ ଫଟୋ ଟ୍ବିଟ୍‌ କଲା କଂଗ୍ରେସ, କହିଲା ଯୋଗକୁ ଲୋକପ୍ରିୟ କରିଥିବାରୁ…

ନୂଆଦିଲ୍ଲୀ,୨୧।୬:ବୁଧବାର ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ତେବେ ଯୋଗ ଦିବସକୁ ନେଇ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ଟ୍ବିଟରରେ ଶେୟାର୍‌ କରିଛି। ଯେଉଁଥିରେ ନେହେରୁ ଶୀର୍ଷାସନ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ...

ଆମେ ଥ୍ରୀ-ଡି ହେଲେ ଭାଜପା ସରକାର ୪-ଡି: କଂଗ୍ରେସ…

ଚଣ୍ଡିଗଡ଼,୨୧।୬ : କଂଗ୍ରେସ ରାଜ୍ୟସଭା ଏମପି ହରିୟାଣା ଦୀପେନ୍ଦ୍ର ସିଂ ହୁଡା ପୁଣିଥରେ ଭାଜପା ସରକାର ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଥ୍ରୀ-ଡି ବିବୃତ୍ତି ନେଇ ହୁଡା ଜବାବ ନେଇଛନ୍ତି। ହୁଡା ଭାଜପାକୁ ୪-ଡି ସରକାର...

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କର, କୁକି ଉଗ୍ରବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲା କଂଗ୍ରେସ…

ଗୁଆହାଟୀ,୨୧।୬ : ଜାତିଆଣ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସଶସ୍ତ୍ର ବାହିନୀର ଉପସ୍ଥିତି ସତ୍ତ୍ୱେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କୁକି...

ମଣିପୁରରେ ପୁଣି ହିଂସା, ୨୫ ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ

ଇମ୍ଫାଲ,୨୧।୬: ମଣିପୁରରେ ପୁଣି ହିଂସା ଦେଖାଯାଇଛି। ମଙ୍ଗଳବାର ଥଙ୍ଗଜିଆଙ୍ଗରେ ରାତି ପ୍ରାୟ୧୧ଟା ୪୫ରେ ଗୁଳିକାଣ୍ଡ ହେବାର ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ରରୁ ୧୫ରୁ ୨୦ରାଉଣ୍ଡ ଗୁଳି ଚଳା ଯାଇଛି। ମଙ୍ଗଳବାର ସେନା ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ...

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି। ବୁଧବାର ଦିଲ୍ଲୀ ପୋଲିସର ବାହ୍ୟ ଜିଲା ପିସିଆରକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯିବ...

ନାଟୋ ପ୍ଲସରେ ସାମିଲ ହେବ ଭାରତ : ବିଲ ଆଗତ ପାଇଁ ପ୍ରସ୍ତୁତି …

ଓ୍ବାଶିଂଟନ,୨୧।୬ : ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସ ରେ ସାମିଲ କରିବାକୁ ସୁପାରିଶ କରିଛି। କମିଟି କହିଛି ଭାରତ ଅନ୍ତର୍ଭୁକ୍ତ ହେବା ଦ୍ୱାରା ନାଟୋ ପ୍ଲସ ମଜବୁତ ହେବ। ନାଟୋ ପ୍ଲସ...

ସାଜିଦ୍‌ ମିର ଘଟଣାରେ ଚାଇନାକୁ ନିନ୍ଦା କଲା ଭାରତ

ଜାତିସଂଘ,୨୧।୬: ମୁମ୍ବାଇ ତାଜ୍‌ ହୋଟେଲ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍‌ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି। ଏନେଇ ପ୍ରତିକ୍ରିୟା କରିଛି ଭାରତ। ଏନେଇ ଜାତିସଂଘରେ ଚାଇନାର ଏହି...

ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ…

ଓ୍ବାଶିଂଟନ,୨୧।୬ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri