Tag Archives: Home Middle

କିଏ ଲେଖନ୍ତି ରାହୁଲଙ୍କ ଭାଷଣ? ଯାହାକୁ ନେଇ ସଂସଦରେ ଭାଜପା ହେଉଛି ଟେନସନ

ନୂଆଦିଲ୍ଲୀ,୩୧।୭: ଆଜିକାଲି ସବୁ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆଲୋଚନା ହେଉଛି। ତାଙ୍କ ଭାଷଣକୁ ଗୃହରେ ମଧ୍ୟ ପ୍ରଶଂସା କରାଯାଉଛି। ସେ ନିଜ ଶୈଳୀରେ ନିରନ୍ତର କେନ୍ଦ୍ର ଉପରେ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳର ନେତା...

ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ

ତେହେରାନ,୩୧।୭: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ହୋଇଛି। ଇରାନର ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ତାଙ୍କର ଜଣେ...

୪ ଘଣ୍ଟାରୁ କମ୍‌ ସମୟ ଅଫିସରେ ରହିଲେ ଛୁଟି ପଡ଼ିବ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ଅର୍ଥ ବିଭାଗ କର୍ମଚାରୀ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ କିମ୍ବା ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କର୍ମଚାରୀଙ୍କୁ ଅତି କମ୍‌ରେ ସାଢେ ୭ ଘଣ୍ଟା...

ନବୀନଙ୍କୁ ସିଧା ଶୁଣାଇଦେଲେ ମୁଖ୍ୟମନ୍ତ୍ରୀ, ଉଠି ପଳାଇଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର,୩୦।୭: ବିଧାନସଭାରେ ଆଜି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଖାସ୍‌ କରି...

କାଲିଠୁ ଜୋରଦାର ଧରପକଡ, ଲାଇସେନ୍ସ ନ ଥିଲେ…

ଭୁବନେଶ୍ୱର,୩୦।୭: ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ସୋମବାର ଠାରୁ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି । ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ । ଏହା ସହ ୧୩୮...

ସାବଧାନ ସରକାରୀ କର୍ମଚାରୀ, ଏଣିକି ଅଫିସ୍‌ରେ…

ଭୁବନେଶ୍ୱର,୩୦।୭: ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର...

ଅଲିମ୍ପିକ୍ସରେ ହକିରେ ଆର୍ୟଲ୍ୟାଣ୍ଡକୁ ହରାଇଲା ଭାରତ, ହରମନପ୍ରୀତଙ୍କ ଦମ୍‌ଦାର ପ୍ରଦର୍ଶନ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ଦେଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ...

ଓ୍ବାଏନାଡରୁ ଆସିଲା ଦୁଃଖ ଖବର, ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ

ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ବିଷ୍ଣୁପ୍ରସାଦ...

ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍‌ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି।...

ଓ୍ବାୟନାଡ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୩୦।୭: କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏଥିରେ ୧୦୦ ରୁ ଅଧିକ ଲୋକ ଫସି ରହିଥିବା ଖବର ରହିଛି। ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ବିଶାଳ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକାରୀ କହିଛନ୍ତି...

ରାଷ୍ଟ୍ରପତି ପଦ ପାଇଁ ବାଇଡେନଙ୍କଠାରୁ ଖରାପ ପ୍ରାର୍ଥୀ କମଲା, ଭାରତୀୟ ମୂଳ ବାସିନ୍ଦାଙ୍କୁ ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୭: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମେକ୍ରେଟିକ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନଙ୍କ...

ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା

ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ଦୁଇ ଜଣ ଶିଶୁଙ୍କ ସମେତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri