Tag Archives: Home Middle

୪୦ ତଳେ ଦୈନିକ ସଂକ୍ରମଣ, ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ…

ନୂଆଦିଲ୍ଲୀ, ୨୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ଏଣ୍ଡେମିକ ପଥରେ କରୋନା, ତଥାପି ସରକାର ସତର୍କ, ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି କରୋନା ବର୍ତ୍ତମାନ ଏଣ୍ଡେମିକ ହେବାର ଶିଖରରେ ଅଛି। ତେବେ ଭାରତୀୟ ବୈଜ୍ଞାନିକମାନେ ପ୍ରତ୍ୟେକ ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସରକାର ଏନେଇ ସଜାଗ ଅଛନ୍ତି। ମନ୍ତ୍ରୀ...

ହାଇ ଟେକ ପ୍ରସଙ୍ଗରେ ଆମେରିକାଠାରୁ ଦୂରେଇ ଯାଉଛନ୍ତି ସହଯୋଗୀ…

ଓ୍ବାଶିଂଟନ,୨୦।୬ : ହାଇ ଟେକ ପ୍ରସଙ୍ଗରେ ଚାଇନା ସହିତ ସମ୍ପର୍କ ଭାଙ୍ଗିବା ପାଇଁ ଆମେରିକୀୟ ଅଭିଯାନ ସହିତ ଏହାର ଅନେକ ସହଯୋଗୀ ସହମତ ନୁହଁନ୍ତି। ୟୁରୋପୀୟ ୟୁନିଅନ (ଇୟୁ), ମାଲେସିଆ ଏବଂ ସିଙ୍ଗାପୁରର ଅନେକ ଦେଶ ଏହା ଉପରେ ସନ୍ଦେହ...

ଭାଜପାର ବିଧାନସଭା ରଣନୀତି ପ୍ରସ୍ତୁତ: ଜାଣନ୍ତୁ କିଏ ହେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା

ଜୟପୁର,୨୦।୬: ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନେତୃତ୍ୱ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାଜପା ରଣନୀତିରେ ଦୁଇଟି ଜିନିଷ ସବୁଠାରୁ...

ବୁଡ଼ି ଯାଉଥିବା ପାକିସ୍ତାନକୁ ଚାଇନାର ସାହାରା, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଣବିକ ଶକ୍ତି ଉତ୍ପାଦନ ଚୁକ୍ତି…

ଇସଲାମାବାଦ/ବେଜିଂ,୨୦।୬ : ଏକ ଗୁରୁତର ଅଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଚାଇନାର ସମର୍ଥନ ପାଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଣବିକ ବିଦ୍ୟୁତ ଉତ୍ପାଦନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଚାଇନ...

ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ତାଳଧ୍ୱଜ ରଥ ଟଣା ପରେ ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟଘଣ୍ଟା ଓ ହୁଳୁହୁଳିରେ ଶ୍ର ମନ୍ଦିର ସମ୍ମ୍‌ୁଖରୁ ଦେବଦଳନ ରଥ ଟଣାଯାଇଛି।

୬୫ ପ୍ରତିଶତ ଅଧିକ ହାରରେ ତରଳୁଛି ହିମାଳୟ..

କାଠମାଣ୍ଡୁ,୨୦।୬ : ପ୍ରାୟ ଦୁଇ ବିଲିୟନ ଲୋକଙ୍କ ପାଇଁ ଜଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିବା ହିମାଳୟ ଗ୍ଲେସିୟର ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ଅପେକ୍ଷା ଶୀଘ୍ର ତରଳି ଯାଉଛି ବୋଲି ବୈଜ୍ଞାନିକମାନେ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ହିମାଳୟ ଗ୍ଲେସିୟର...

ଆରମ୍ଭ ହେଲା ରଥ ଟଣା

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ତିନିରଥରେ ଘୋଡା ଲାଗି ପରେ ବଡଠାକୁର ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ କରତାଳ ମାଡରେ ବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଘର୍ଘର ନାଦରେ ମାଡି ଚାଲିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ...

ସରିଲା ଛେରାପହଁରା, ତିନି ରଥରେ ଘୋଡା ଲାଗି

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ...

ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ…

ଓ୍ବାଶିଂଟନ,୨୦।୬ : ରବିବାର ଦିନ ଆଟଲାଣ୍ଟିକ ମହାସାଗରରେ ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ଏକ ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ଏହି ବୁଡ଼ାଜାହାଜରେ ଜଣେ ପାଇଲଟ ଏବଂ ଚାରିଜଣ ପର୍ଯ୍ୟଟକ ଥିଲେ। ଏହି ଲୋକମାନଙ୍କ ମଧ୍ୟରେ ବ୍ରିଟିଶ...

ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଇମ୍ଫାଲ, ୨୦।୬: ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅନୁରୋଧ ପରେ ମଣିପୁର ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମଙ୍ଗଳବାର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ନିୟନ୍ତ୍ରଣରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଜନସାଧାରଣଙ୍କୁ ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ପଶ୍ଚିମବଙ୍ଗ ସରକାର, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ, ୨୦।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କଲିକତା ହାଇକୋର୍ଟ ୪୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri