Tag Archives: Home Middle

ଉଦ୍ଧବ ଖାଆନ୍ତୁ ମାଛ: ନାରାୟଣ ରାଣେଙ୍କ ପରାମର୍ଶ…

ମୁମ୍ବାଇ,୧୯।୬ : ମାଛ ଖାଇବାକୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ରାଣେ କହିଛନ୍ତି। ମରାଠୀ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ...

ଇସ୍ରାଏଲର ବଡ଼ ପଦକ୍ଷେପ, ୟୁରୋପ ଏସିଆ ମଧ୍ୟରେ ୨୫୪ କିଲୋମିଟରର ଫାଇବର ଅପ୍ଟିକ କେବୁଲ ଲିଙ୍କ କରିବ ନିର୍ମାଣ…

ଜେରୁଜେଲମ,୧୯।୬ : ଇସ୍ରାଏଲ ଏକ ବଡ଼ ଘୋଷଣା କରିଛି। ଇସ୍ରାଏଲ ଭୂମଧ୍ୟସାଗର ଏବଂ ଲୋହିତ ସାଗର ମଧ୍ୟରେ ୨୫୪ କିଲୋମିଟର (୧୫୮ ମାଇଲ)ର ଫାଇବର-ଅପ୍ଟିକ କେବୁଲ ପ୍ରକଳ୍ପ ନିର୍ମାଣ କରିବ। ଏହା ଦ୍ୱାରା ୟୁରୋପ,ଗଲ୍ଫ ଏବଂ ଏସିଆର ଦେଶ ମଧ୍ୟରେ...

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା…

ଅଟଓ୍ବା,୧୯।୬ : କାନାଡାରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ଗୁରୁଦ୍ୱାରାରେ ହତ୍ୟା କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ପଞ୍ଜାବୀ ପ୍ରାଧାନ୍ୟରେ ଥିବା ସୁରେ ସହରର ଗୁରୁ ନାନକ ଶିଖ ଗୁରୁଦ୍ୱାରାରେ ତାଙ୍କୁ ଗୁଳି କରାଯାଇଛି। ସେ ଏହି...

ମ୍ୟାନମାରରେ ଭୂକମ୍ପ

ବର୍ମା,୧୯ା୬: ସୋମବାର ସକାଳେ ମ୍ୟାନମାରରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ରିପୋର୍ଟରୁ ପ୍ରକାଶ ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ତେବେ ଏପର୍ଯ୍ୟନ୍ତ ଧନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି...

କ୍ଷମତା ନିଶାରେ ଗୁରୁଦ୍ୱାରା ସହ ଲଢ଼େଇ କରୁଛନ୍ତି ମାନ୍‌: ପରମଜିତ ସିଂ ସରନା…

ଚଣ୍ଡିଗଡ଼,୧୯।୬ : ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ସଂଶୋଧନ କରିବେ। ଶିଖ ଗୁରୁଦ୍ୱାର ଅଧିନିୟମ ୧୯୨୫ରେ ଏକ ନୂତନ ଧାରା ଯୋଡିବେ ପଞ୍ଜାବ ସରକାର । ତେବେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଘୋଷଣା ପରେ ଏହାକୁ ବିରୋଧ...

ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ସଂଶୋଧନ କରିବେ, ବିଧାନସଭାରେ ଆଣିବେ ପ୍ରସ୍ତାବ…

ଚଣ୍ଡିଗଡ଼,୧୯।୬ : ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ରେ ଏକ ନୂତନ ଧାରା ଯୋଡିବେ। ଶ୍ରୀ ହରମିନ୍ଦର ସାହିବରୁ ଗୁରୁବାଣୀର ପ୍ରସାରଣ ସମସ୍ତଙ୍କ ପାଇଁ ମାଗଣା ହେବ। ଏଥିପାଇଁ କୌଣସି ଟେଣ୍ଡର ଆବଶ୍ୟକ ହେବ ନାହିଁ। ସୋମବାର...

ବିଭାଜନ ପରେ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିବେ ଶିନ୍ଦେ-ଉଦ୍ଧବ, ପ୍ରତିଷ୍ଠା ଦିବସରେ ଇତ୍ତରାଧିକାରୀ ଲାଗି ଲଢ଼େଇ…

ମୁମ୍ବାଇ,୧୯।୬ : ଶିବସେନା ବିଭାଜନ ହେବାର ଏକ ବର୍ଷ ବିତିଗଲାଣି। ଉଭୟ ଦଳ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଦାବି କରୁଛନ୍ତି। ଶିବସେନାର ପ୍ରତିଷ୍ଠା ଦିବସ ଜୁନ ୧୯ ରେ ଏବଂ ଶିନ୍ଦେ ଶିବସେନା ଏବଂ ଶିବସେନା ଉଦ୍ଧବ ବାଲାସାହେବ ଠାକରେ...

ଗୁପ୍ତଚର ଉପଗ୍ରହ ଉତ୍‌କ୍ଷେପଣ ବିଫଳ ନେଇ କ୍ରୋଧ ଜର୍ଜରିତ ହେଲେ କିମ୍‌, ଅଧିକାରୀଙ୍କୁ ସମାଲୋଚନା…

ପ୍ୟୋଙ୍ଗୟାଙ୍ଗ,୧୯।୬ : ଉତ୍ତର କୋରିଆ ପକ୍ଷରୁ ସେନାର ଶକ୍ତି ବଢ଼ାଇବା ପାଇଁ କରାଯାଇଥିବା ପ୍ରଥମ ଗୁପ୍ତଚର ଉପଗ୍ରହର ଉତକ୍ଷେପଣ ନିକଟରେ ବିଫଳ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆ ତଥା ଆମେରିକାର ସାମରିକ ଅଭ୍ୟାସ ଉପରେ ନଜର ରଖିବା ପାଇଁ ଏହା...

ଭାରତରେ କୌଣସି ମୁସଲମାନ ଔରଙ୍ଗଜେବଙ୍କ ନୁହଁନ୍ତି ବଂଶଧର, ଜାତୀୟତାବାଦୀ ମୁସଲମାନ ମୋଗଲ ସମ୍ରାଟଙ୍କୁ କରନ୍ତି ନାହିଁ ପସନ୍ଦ: ଫଡନାଭିସ…

ମୁମ୍ବାଇ,୧୯।୬ : ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ବିଷୟରେ ଏକ ବିତର୍କ ଆରମ୍ଭ ହୋଇଛି। ଅନେକ ଦଳ ଏବଂ ସେମାନଙ୍କର ନେତାମାନେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି।...

ଟିଏଲପି ସମ୍ମୁଖରେ ଅସହାୟ ଶେହବାଜ ସରକାର…

ଇସଲାମାବାଦ,୧୯।୬ : ପାକିସ୍ତାନରେ ମୌଳବାଦୀ ସଂଗଠନ ତେହେରିକ-ଇ-ଲାବବାକ ପାକିସ୍ଥାନ (ଟିଏଲପି) ର ଦାବିକୁ ଦୃଷ୍ଟିରେ ରଖି ସରକାର ଈଶାନିନ୍ଦା ମାମଲାରେ ଆତଙ୍କବାଦ ବିସ୍ତାର ପାଇଁ ଏକ ଧାରା ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଏଲପି ଏହାର ଦାବି ସମ୍ବନ୍ଧରେ ଏକ ଶୋଭାଯାତ୍ରା...

କଳିଙ୍ଗ ଷ୍ଟାଡିୟମରେ ସାଉଦି ଆରବ ପ୍ରତିନିଧି

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଭାରତ-ଲେବାନନ୍‌ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହେବା ପାଇଁ ସାଉଦିଆରବ ଫୁଟ୍‌ବଲ ଫେଡେରେଶନର ଏକ ପ୍ରତିନିଧି ଦଳ ରବିବାର ଉପସ୍ଥିତ ଥିଲା। ଡେପୁଟି ସେକ୍ରେଟାରି ଜେନେରାଲ ଇବ୍ରାହିମ୍‌ ଅଲ୍‌କାବା ଏହି...

ସାତ୍ତ୍ୱିକ-ଚିରାଗଙ୍କୁ ଐତିହାସିକ ଡବଲ୍ସ ଟାଇଟଲ

ଜାକର୍ତ୍ତା, ୧୯ା୬ (ପି.ଟି.): ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଇଣ୍ଡୋନେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସୁପର ୧୦୦୦ ଇଭେଣ୍ଟ ଜିତିବାରେ ସେମାନେ ଦେଶର ପ୍ରଥମ ଯୋଡ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri