Tag Archives: Home Middle

ବିରୋଧୀ ଏକଜୁଟ କହି ଦୁର୍ନୀତିଗ୍ରସ୍ତ,ବଂଶବାଦୀ ଦଳଙ୍କୁ ମିଳିତ କରୁଛନ୍ତି ନୀତୀଶ: ସୁଶୀଲ ମୋଦି…

ପାଟନା,୧୭।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ପୁଣି ଥରେ ବିରୋଧୀ ଏକତା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଶୀଲ ମୋଦି କହିଛନ୍ତି ବିରୋଧୀ ଏକତା ନାମରେ ଦୁର୍ନୀତିଗ୍ରସ୍ତ...

ଶିବସେନା ବନାମ ଶିବସେନା: ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ଆୟୋଜନ ପାଇଁ କରାଯାଉଛି ପ୍ରସ୍ତୁତି

ମୁମ୍ବାଇ,୧୭।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକୁରଙ୍କ ଦଳ ଜୁନ ୧୯ରେ ମୁମ୍ବାଇର ଦୁଇଟି ଭିନ୍ନ ସ୍ଥାନରେ ଶିବସେନାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ପ୍ରତିଷ୍ଠାତା ସ୍ବର୍ଗତ ବାଲ ଠାକରେଙ୍କ ରାଜନୀତି...

ବିବାଦରେ ନୂଆ ମୋଡ଼: ଆମ୍ବେଡକରଙ୍କ ନାତି ଔରେଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଲେ, ଦେଲେ ଶ୍ରଦ୍ଧାଞ୍ଜଳି…

ମୁମ୍ବାଇ,୧୭।୬ : ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଡକରଙ୍କ ନାତି, ବଞ୍ଚିତ ବହୁଜନ ଆଘାଡିର ସଭାପତି ତଥା ଉଦ୍ଧବ ଠାକରେଙ୍କ ଶିବସେନାର ସହଯୋଗୀ ପ୍ରକାଶ ଆମ୍ବେଡକର ଶନିବାର ନିଷ୍ଠୁର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ଔରଙ୍ଗଜେବଙ୍କ...

ସମସ୍ତ ବିରୋଧୀ ‘କଂଗ୍ରେସ ମୁକ୍ତ ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି କି? ପ୍ରମୋଦ କୃଷ୍ଣଙ୍କ ଟୁଇଟ ଭାଇରାଲ…

ନୂଆଦିଲ୍ଲୀ,୧୭।୬ : ବିରୋଧୀ ଏକତା ଏବଂ କଂଗ୍ରେସ ସମ୍ପର୍କରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏଭଳି ଏକ ଟୁଇଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ପ୍ରମୋଦ କୃଷ୍ଣ ବିରୋଧୀ ଏକତା ସମ୍ପର୍କରେ ବିଭିନ୍ନ...

ଏନସିପିକୁ ଏନଡିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ ବାଜପେୟୀ: ପ୍ରଫୁଲ୍ଲ ପଟେଲ…

ମୁମ୍ବାଇ,୧୭।୬ : ଏନସିପିର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ତଥା ଏମପି ପ୍ରଫୁଲ୍ଲ ପଟେଲ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କେନ୍ଦ୍ରରେ ନ୍ୟାଶନାଲ...

ପୂର୍ବରୁ ଗରିବ ଭୋକରେ ମରୁଥିଲେ, ଏବେ ଖାଇ ଖାଇ ମରୁଛନ୍ତି: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…

ଲକ୍ଷ୍ନୌ,୧୭।୬ : ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ସମ୍ପର୍କରେ କହିବାକୁ ସେହୋରକୁ ଆସିଥିବା ଉତ୍ତରପ୍ରଦେଶର ଭାଜପା ଏମପି ରାମଶଙ୍କର କଠେରିଆ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଖବରଦାତାଙ୍କୁ କହିଛନ୍ତି ୨୦୧୪ ପୂର୍ବରୁ...

ଇରାନ-ସାଉଦି ଆରବ ସମ୍ପର୍କ ସୁଧୁରୁଛି

ତେହରାନ,୧୭ା୬: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଶନିବାର ତେହେରାନରେ ପହଞ୍ଚିଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ, ସାଉଦି ଆରବର ବୈଦେଶିକ ମନ୍ତ୍ରୀ ୭ ବର୍ଷ ପରେ ପ୍ରଥମଥର ପାଇଁ ଇରାନ ଗସ୍ତ କରିଛନ୍ତି।...

ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା...

୨୦ ଦେଶର ବେଆଇନ ପ୍ରବାସୀଙ୍କ ବିରୋଧରେ ସୁନକଙ୍କ ଅଭିଯାନ: ୧୦୫ ଲୋକ ଗିରଫ…

ଲଣ୍ଡନ,୧୭।୬ : ବ୍ରିଟେନର ଗୃହ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଟାାର୍ଗେଟ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଭାଗ ନେଇଥିଲେ। ଦେଶବ୍ୟାପୀ ସର୍ଚ୍ଚ ଅପରେଶନରେ ୨୦ ଟି ଦେଶରୁ ୧୦୫ଜଣ ବିଦେଶୀ...

ଧର୍ମର ମାର୍କେଟିଙ୍ଗ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲୋଟ…

ଜୟପୁର,୧୭।୬ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଭାଜପା ଧର୍ମ ନାମରେ ରାଜନୀତି କରୁଛି। ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଲୋକମାନେ ସେମାନଙ୍କ ମନଗଢ଼ା...

‘ନେତାଜୀ ବଞ୍ଚିଥିଲେ ଭାରତ କେବେ ବିଭାଜିତ ହୋଇ ନ ଥାଆନ୍ତା’,ଏନଏସଏ ଅଜିତ ଡୋଭାଲ କହିଲେ ଜିନ୍ନା ବି…

ନୂଆଦିଲ୍ଲୀ,୧୭।୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଅଜିତ ଡୋଭାଲ ଶନିବାର ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲରେ ପ୍ରଥମ ସ୍ପିଚ ଦେଇଛନ୍ତି। ଏହି ସମୟରେ ସେ ଦେଶର ବିଭାଜନ ଓ ନେତାଜୀଙ୍କ ବ୍ୟକ୍ତିତ୍ୱକୁ ନେଇ ବଡ କଥା କହିଛନ୍ତି। ଏନଏଏସ କହିଛନ୍ତି,...

ଭାରତ ପାଲଟିଛି ବିଶ୍ୱସ୍ତରୀୟ ମହାକାଶ ଶକ୍ତି: ନାସା…

ଓ୍ବାଶିଂଟନ,୧୭।୬ : ଆମେରିକାର ସ୍ପେସ ଏଜେନ୍ସି ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶ୍ୱ ଶକ୍ତି ଏବଂ ମହାକାଶକୁ ମୁକ୍ତ ପ୍ରବେଶ କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଏହା ଆର୍ଟେମିସ ଚୁକ୍ତିନାମାର ଏକ ଅଂଶ ହେବା ଆବଶ୍ୟକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri