Tag Archives: Home Middle

ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍‌ ଦେଲେନି ଟ୍ରମ୍ପ

ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି...

ସକ୍ରିୟ ମାମଲା ୨ ହଜାର ତଳେ…

ନୂଆଦିଲ୍ଲୀ, ୧୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ଗୁଜରାଟରେ ଶାହା, କ୍ଷୟକ୍ଷତି କଲେ ସମୀକ୍ଷା…

ଅହମଦାବାଦ,୧୭।୬ : ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜରାଟର କଚ୍ଛରେ ସାଇକ୍ଲୋନ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଅମିତ ଶାହା ସିଏମ ପଟେଲ ଏବଂ ଅନ୍ୟ...

୯ ବର୍ଷରେ ଷ୍ଟକ ବଜାର ତିନିଗୁଣା…

ମୁମ୍ବାଇ,୧୭।୬ : ୨୦୧୪ରେ ସେନସେକ୍ସ ୨୧ ହଜାର ଅଙ୍କ ଥିଲା। ବର୍ତ୍ତମାନ ଏହା ୬୪୫୦୦ ଅଙ୍କ ଅତିକ୍ରମ କରିଛି। ଗତ ୯ ବର୍ଷ ମଧ୍ୟରେ ଷ୍ଟକ ବଜାର ତିନିଗୁଣା ହୋଇଛି। ଷ୍ଟକ ମାର୍କେଟଗୁଡିକ ଏକ ଦୀର୍ଘ ସମୟ ମଧ୍ୟରେ ବିପୁଳ...

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ନିୟୋଜନ ପାଇଁ ହାଇକୋର୍ଟଙ୍କ ଆଦେଶକୁ ବିରୋଧ: ସୁପ୍ରିମକୋର୍ଟରେ ରାଜ୍ୟ ନିର୍ବାଚନ ଆୟୋଗ…

କୋଲକାତା,୧୭।୬ : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ହାଇକୋର୍ଟ ତାଙ୍କ ରାୟରେ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ଜିଲାରେ କେନ୍ଦ୍ରୀୟ ବାହିନୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ସୁଦାନରେ ଏୟାର ଷ୍ଟ୍ରାଇକ୍‌, ୫ ପିଲାଙ୍କ ସମେତ ୧୭ ମୃତ

ଖାର୍ତୁମ,୧୭ା୬: ସୁଦାନର ରାଜଧାନୀ ଖାର୍ତୁମର ଦକ୍ଷିଣ ଭାଗରେ ଶନିବାର ଏୟାର ଷ୍ଟ୍ରାଇକ୍‌ ହୋଇଛି। ଫଳରେ ୫ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୁଦାନ ରାଜଧାନୀର ସ୍ବାସ୍ଥ୍ୟ ବିଭାଗ ଫେସ୍‌ବୁକ୍‌ରେ ଏକ ପୋଷ୍ଟ...

ଅପରେଶନ ଗଙ୍ଗା ଦେଶର ଅଦମ୍ୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୬ : ଅପରେଶନ ଗଙ୍ଗା ହେଉଛି ଦେଶର ଅଦମ୍ୟ ଭାବନାର ପ୍ରତୀକ। ଏନେଇ ଏକ ଡକ୍ୟୁମେଣ୍ଟାରୀ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ‘ଅପରେଶନ ଗଙ୍ଗା’ ଉପରେ ଏକ...

ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ: ଉପରାଷ୍ଟ୍ରପତି ମୁଖ୍ୟ ଅତିଥି…

ନୂଆଦିଲ୍ଲୀ,୧୭।୬ : କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଜବଲପୁର ସହରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବ। ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହି କାର୍ଯ୍ୟକ୍ରମରେ...

ବିପର୍ଯ୍ୟୟର ତାଣ୍ଡବ ଦେଖିବେ ଶାହା, ଯିବେ ଗୁଜରାଟ…

ଅହମଦାବାଦ,୧୭।୬ : ଦକ୍ଷିଣ ପୂର୍ବ ଆରବ ସାଗରରୁ ଉଠିଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଶୁକ୍ରବାର ଗୁଜରାଟର ଉପକୂଳରେ ମାଡ଼ ହେବାପରେ ଆଗକୁ ବଢ଼ିଥିଲା। କିନ୍ତୁ ପଛରେ ଛାଡି ଦେଇଥିଲା ତାଣ୍ଡବର ଛାପ ଏବଂ ଧ୍ୱଂସାବଶେଷ । କ୍ଷୟକ୍ଷତିର ଆକଳନ କରିବା...

ଭାରତର ଭବିଷ୍ୟତ ପରିବର୍ତ୍ତନ କରିଛି ଭାଜପା: ନଡ୍ଡା…

ଅଗରତାଲା,୧୭।୬ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଦେଶରେ ୭୪ ବିମାନବନ୍ଦର ନିର୍ମାଣ କରାଯାଇଛି। ଏଥି ସହିତ ଉତ୍ତର ପୂର୍ବରେ ଆଉ...

ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…

ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ କହିଛନ୍ତି ପ୍ରଥମ ବ୍ୟାଚ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଯାଇଛି। ଏଥି...

କଂଗ୍ରେସରେ ଯୋଗଦେବା ପରିବର୍ତ୍ତେ କୂଅକୁ ଡେଇଁବାକୁ ଶ୍ରେୟସ୍କର ମଣିବି: ନୀତିନ ଗଡ଼କରୀ…

ନାଗପୁର,୧୭।୬ : କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ନୀତିନ ଗଡକରୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଥରେ ଜଣେ କଂଗ୍ରେସ ନେତା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ ସେ ଉତ୍ତର ଦେଇଥିଲେ ସେହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri