Tag Archives: Home Middle

ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ

ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର...

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧପରାୟଣ…

ନୂଆଦିଲ୍ଲୀ,୧୬।୬ ଦିଲ୍ଲୀର ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଭାବରେ ପରିଚିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନକୁ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହାର ନାମ ବଦଳାଇ...

କ୍ୟୁବା ରାଷ୍ଟ୍ରପତିଙ୍କୁ ଭେଟିଲେ ଇବ୍ରାହିମ ରଇସି; କହିଲେ ‘ଦୁଇ ଦେଶ ଏକାଠି ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ସମ୍ମୁଖୀନ କରିବୁ’

ହବାନା,୧୬।୬: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କୁ ସାକ୍ଷାତ କରିଛନ୍ତି। କ୍ୟୁବାର ରାଜଧାନୀ ହବାନାରେ ସେମାନେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତକାରେ ଉଭୟ ନେତା ଆମେରିକା ଉପରେ ବର୍ଷିଛନ୍ତି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ କହିଛନ୍ତି, ଉଭୟ ଦେଶ...

ହରିୟାଣାରେ ଅମିତ ଶାହାଙ୍କ ରାଲି ପାଇଁ ୧୩୦ଜଣଙ୍କୁ ନୋଟିସ ଜାରି

ଚଣ୍ଡୀଗଡ,୧୬।୬: ଜୁନ ୧୮ରେ ଏକ ଭିଭିଆଇପି ଇଭେଣ୍ଟକୁ ଦର୍ଶାଇ ହରିୟାଣାର ସିରସା ଜିଲା ପୋଲିସ ୧୩୦ଜଣଙ୍କୁ ଶାନ୍ତି ବଜାୟ ରଖିବାକୁ ନୋଟିସ ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ ୧୮ ରବିବାର ସିରସା ଠାରେ ଏକ ରାଲି...

ଭୂକମ୍ପରେ ଥରିଲା ଆସାମ

ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା...

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ...

ପାକିସ୍ତାନ ସାମ୍ବାଦିକଙ୍କୁ ଗିରଫ ପରେ ଆମେରିକାର ବୟାନ, ଗଣମାଧ୍ୟମ ସବୁବେଳେ ସ୍ବାଧୀନ ରହିବା ଉଚିତ୍‌

ଓ୍ବାଶିଂଟନ୍‌,୧୬।୬: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫରେ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ହିଂସାକାଣ୍ଡ କରିବା ସହ ସର୍ବସାଧାରଣଙ୍କ ସମ୍ପତ୍ତିକୁ ପୋଡିବା ସହ ଲୁଟ୍‌ କରିଥିଲେ। ଖାସ୍‌ କରି ମେ ୯ତାରିଖକୁ ଦେଶରେ ‘କଳାଦିନ’ ବୋଲି ଘୋଷଣା...

ମୋଦିଙ୍କ ଆମେରିକା ଗସ୍ତ ହେବ ଐତିହାସିକ: ଆମେରିକୀୟ କଂଗ୍ରେସ ନେତା

ଓ୍ବାଶିଂଟନ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ମାସ ୨୧ରୁ ୨୪ ଆମେରିକା ଗସ୍ତ କରିବେ। ତେବେ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ବହୁ ଆମେରିକୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗସ୍ତ ସମୟରେ ମୋଦି ଆମେରିକା କଂଗ୍ରେସର ମିଳିତ...

ଯୋଗ ଦିବସ ସମାରୋହରେ ମୋଦିଙ୍କ ସହ ସାମିଲ ହେବେ ୟୁଏନଜିଏ ଅଧ୍ୟକ୍ଷ

ଓ୍ବାଶିଂଟନ,୧୬।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ମିଳିତ ଜାତିସଂଘରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୭ତମ ଅଧିବେଶନର ସଭାପତି ସାବା କୋରୋସି ମଧ୍ୟ ଏହି କାର୍ଯ୍ୟକ୍ରମରେ...

‘ଚାଇନା ନୁହେଁ ଭାରତ କରିପାରିବ ୟୁକ୍ରେନ ଯୁଦ୍ଧର ସମାଧାନ’, ଆମେରିକା ନେତା କହିଲେ ଏହାର କାରଣ

ଓ୍ବାଶିଂଟନ,୧୬।୬: ଆମେରିକାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ସମାଧାନ ଚାଇନା ନୁହେଁ ବରଂ ଭାରତ କରିପାରିବ। ସୂଚନାଯୋଗ୍ୟ, ଚାଇନା, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛି। ଭାରତୀୟ ମୂଳ ବାସିନ୍ଦା...

‘ଫିଲିପ ଗ୍ରୀନ ହେବେ ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର’, ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ ଦେଲେ ସୂଚନା

କ୍ୟାନବରା,୧୬।୬: ଫିଲିପ ଗ୍ରୀନ ବର୍ତ୍ତମାନ ଭାରତରେ ଅଷ୍ଟ୍ରେଲିଆର ପରବର୍ତ୍ତୀ ହାଇ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଫିଲିପ ଗ୍ରୀନଙ୍କୁ ଅଷ୍ଟ୍ରେଲିଆର ଭାରତର...

ମିଜୋରାମରେ ଭୂସ୍ଖଳନ

ଆଇଜଲ,୧୬ା୬: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri