Tag Archives: Home Middle

ଭାରତରେ ବନ୍ଦ କରିଦେବୁ ଫେସବୁକ୍‌: କର୍ନାଟକ ହାଇକୋର୍ଟଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୫।୬ : କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ...

ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍‌, ୨୫ରାଉଣ୍ଡ ଗୁଳି ଚଳାଇଲେ ଯବାନ

ଜୟପୁର,୧୫।୬: ପାକିସ୍ତାନର ଏକ ଡ୍ରୋନ୍‌ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଅନୁପଗଡ଼ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ କୈଳାସ ପୋଷ୍ଟ ନିକଟରେ ଡ୍ରୋନର ଶବ୍ଦ ହୋଇଥିଲା। ଶଦ୍ଦ ଶୁଣିବା ପରେ ଭାରତୀୟ ଯବାନମାନେ ଏହା ଉପରେ ୨୫...

ଆମେରିକା ସଂସଦରେ ଗଠନ ହେବ ହିନ୍ଦୁ କୌକସ…

ଓ୍ବାଶିଂଟନ,୧୫।୬ : ଭାରତୀୟ ସଂସଦୀୟ ସଦସ୍ୟ ଶ୍ରୀ ଥାନେଡର ଘୋଷଣା କରିଛନ୍ତି ସେ ଆମେରିକା ସଂସଦରେ ଏକ ହିନ୍ଦୁ କୌକସ ଗଠନ କରିବେ ଯେଉଁଥିରେ ସମାନ ଚିନ୍ତାଧାରା ବିଶିଷ୍ଟ ନେତାମାନେ ଏକାଠି ହେବେ। ଏହି କୌକସର ଉଦ୍ଦେଶ୍ୟ ହେବ ଦେଶରେ...

ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ ଅନୁମତି ଦେବ ନାହିଁ ଅଷ୍ଟ୍ରେଲିଆ…

ସିଡନୀ,୧୫।୬ : ସୁରକ୍ଷା କାରଣ ଦର୍ଶାଇ ଅଷ୍ଟ୍ରେଲିଆ ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସକୁ ଅବରୋଧ କରିବ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଗୁରୁବାର କହିଛନ୍ତି ସରକାର ଦେଶର ସଂସଦ ନିକଟରେ ଏକ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ...

ଦୁବାଇର ସବୁଠୁ ଦାମୀ ମହଲ କିଣିବା ଦୌଡ଼ରେ ଭାରତୀୟ…

ଦୁବାଇ,୧୫।୬ : ଦୁବାଇରେ ଭର୍ସେଲର ମହଲ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ପ୍ରସ୍ତୁତ। ଏହାକୁ ମାର୍ବଲ ପ୍ୟାଲେସ ନାମରେ ନାମିତ କରାଯାଇଛି। କୁହାଯାଉଛି ଏହି ମହଲ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଲକ୍ସହାବିଟାଟ...

ମୋଦିଙ୍କ ଗସ୍ତ ପୂର୍ବରୁ ଏମକ୍ୟୁ-୯ବି ଡ୍ରୋନ ଚୁକ୍ତି କରିବାକୁ ଚାହୁଁଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଚାରି ଦିନିଆ ଗସ୍ତରେ ଆମେରିକା ଯିବେ। ସେ ଜୁନ ୨୧ ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ...

ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…

ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ...

ଆମେରିକା ସଂସଦ ଭବନ ପରିସରରେ ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ…

ଓ୍ବାଶିଂଟନ,୧୫।୬ : ଆମେରିକାର ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ ଆମେରିକାର ଶକ୍ତିର କେନ୍ଦ୍ର ଆମେରିକାର କ୍ୟାପିଟୋଲ ହିଲରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ଜୁନ ୧୪ ରେ ଅନୁଷ୍ଠିତ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଆମେରିକାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ୟା ପ୍ରତି...

ନର୍ଡ ଷ୍ଟ୍ରିମ ପାଇପଲାଇନ ଉପରେ ଆକ୍ରମଣ କରିଥିଲେ ମିଳିତ ଭାବେ ଏକାଧିକ ଦେଶ: ଷଡ଼ଯନ୍ତ୍ର କହିଲା କ୍ରେମଲିନ…

ମସ୍କୋ,୧୫।୬ : ଗତ ସେପ୍ଟେମ୍ବରରେ ନର୍ଡ ଷ୍ଟ୍ରିମ ପାଇପଲାଇନକୁ ନଷ୍ଟ କରିଥିବା ବିସ୍ଫୋରଣ ସମ୍ପର୍କରେ ସମସ୍ତ ତଥ୍ୟ ଅଧ୍ୟୟନ କରୁଥିବା କ୍ରେମଲିନ କହିଛି ଏହା ଉପରେ ହୋଇଥିବା ଆକ୍ରମଣ ଅନେକ ଦେଶ ମିଳିତ ଭାବେ କରିଥିଲେ। ଏହା ଏକ ଷଡଯନ୍ତ୍ର...

ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା...

୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି

ମେଡେଲିନ୍‌, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍‌ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍‌ ଲେଗ୍‌-୩ରେ...

ଭାରତୀୟ ଦଳରେ ଓଡ଼ିଶାର ୪

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ଆନୁକୂଲ୍ୟରେ ଓ୍ବାଲର୍‌ଡ ଗେମ୍ସ-୨୦୨୩ ଆସନ୍ତା ଅଗଷ୍ଟ ୧୮ରୁ ୨୭ ପର୍ଯ୍ୟନ୍ତ ବର୍ମିଂହାମଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତ କ୍ରିକେଟକୁ ସାମିଲ କରାଯାଇଛି। ତେଣୁ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri