Tag Archives: Home Middle

ଭାଜପାର ମିଶନ ୨୦୨୪: କେନ୍ଦ୍ର,ରାଜ୍ୟ ପାଇଁ ହେବ ନୂଆ ଟିମ୍‌…

ନୂଆଦିଲ୍ଲୀ,୭।୬ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଭାଜପା ଏହାର କେନ୍ଦ୍ରୀୟ ଏବଂ ରାଜ୍ୟ ଟିମରେ ଆବଶ୍ୟକ ପରିବର୍ତ୍ତନ ଆଣିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଓ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ...

୨୦୩୦ ସୁଦ୍ଧା ବିଲୁପ୍ତ ହୋଇଯିବ ସମର ସି ଆଇସ୍‌…

ଓ୍ବାଶିଂଟନ,୭।୬ : ପ୍ରକୃତିର ପରିବର୍ତ୍ତନ ହେତୁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ନିୟନ୍ତ୍ରଣ ହୋଇପାରୁ ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ ମହାସାଗରର...

ହାଇପରସୋନିକ ମିଶାଇଲ ବିକଶିତ କରିଥିବା ଦାବି: ଚାଇନା,ଇରାନ,ହଂକଂ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…

ଓ୍ବାଶିଂଟନ,୭।୬ : ଇରାନର ବାଲିଷ୍ଟିକ ହାଇପରସୋନିକ ମିଶାଇଲ କାର୍ଯ୍ୟକ୍ରମ ସହ ଜଡିତ ଥିବା ଇରାନ, ଚାଇନା ଏବଂ ହଂକଂର ଗୋଷ୍ଠୀ ତଥା ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଟ୍ରେଜେରୀ ବିଭାଗ ଅନୁଯାୟୀ, ଇରାନର ହାଇପରସୋନିକ ମିଶାଇଲ ବିକାଶ କାର୍ଯ୍ୟକ୍ରମ...

ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ

ଓ୍ବାଶିଂଟନ୍‌,୭ା୬: ତାଇଓ୍ବାନ୍‌ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଚାଇନାର...

ଡିସେମ୍ବର ସୁଦ୍ଧା ଖୋଲିବ ୨୦୦୦ ଜନ ଔଷଧୀ କେନ୍ଦ୍ର…

ନୂଆଦିଲ୍ଲୀ,୬।୬ : ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସମବାୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନୂଆଦିଲ୍ଲୀରେ ରାସାୟନିକ ପଦାର୍ଥ...

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ଛାଡିଦେବି ରାଜନୀତି: ଅଜିତ ପାଓ୍ବାର…

ମୁମ୍ବାଇ,୬।୬ : ମହାରାଷ୍ଟ୍ରରେ ଏବେ ରାଜନୀନୈତିକ ଆରୋପପ୍ରତ୍ୟାରୋପ ଜାରି ରହିଛି। ଶିବସେନାର ଲୋକସଭା ଏମପି କୃପାଲ ତୁମାନେ ମଙ୍ଗଳବାର ଏନସିପି ନେତା ଅଜିତ ପାୱାରଙ୍କୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଏହା ପରେ ବିରୋଧୀ ଦଳର ନେତା ଅଜିତ...

ଦିଲ୍ଲୀ ଏମ୍ସରେ ପୁଣି ସାଇବର ଆକ୍ରମଣ…

ନୂଆଦିଲ୍ଲୀ,୬।୬ : ନୂଆଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ପୁଣି ସାଇବର ଆକ୍ରମଣ ହୋଇଛି। ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଏନେଇ ଟୁଇଟ କରାଯାଇଛି। ଏମ୍ସ ପ୍ରଶାସନ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନାରେ ଦର୍ଶାଯାଇଛି ହସ୍ପିଟାଲର...

ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…

ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ...

ଆଇପିଏସ ଅଧିକାରୀ କୃଷି ଗ୍ରାମୀଣ ବିକାଶରେ ନେବେ ତାଲିମ, ଆଇଏଏସ-ଆଇଏଫଓଏସ ଜିଓପଲିଟିକ୍ସରେ ହେବେ ପାରଙ୍ଗମ…

ନୂଆଦିଲ୍ଲୀ,୬।୬ : କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ କରିବାକୁ ଚାହୁଁଛନ୍ତି। ସେହି ଅଧିକାରୀମାନେ ହେଉଛନ୍ତି ଆଇଏଏସ, ଆଇପିଏସ ଏବଂ ଆଇଏଫଓଏସ। ବର୍ତ୍ତମାନ ଆଇପିଏସ ଏବଂ ବୈଦେଶିକ ସେବା ଅଧିକାରୀମାନେ ମଧ୍ୟ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ...

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ...

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ...

ବିଦେଶରେ ଭାରତ ଯୋଡୋର ବିପରୀତ କରୁଛନ୍ତି ରାହୁଲ: ଅଶ୍ୱିନୀ ଚୌବେ…

ବକ୍ସାର,୬।୬ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରାହୁଲ ଗାନ୍ଧୀଙ୍କୁ ପରିବାରବାଦକୁ ବଢ଼ାଉଥିବା ବୋଲି କହିଛନ୍ତି। ଗୋଟିଏ ପଟେ ସେ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବାବେଳେ ଅନ୍ୟ ପଟେ ସେ ବିଦେଶ ଯାଇ ଏହାର ବିପରୀତ ଭାରତ ଭାଙ୍ଗିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri