Tag Archives: Home Middle

ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ତୀବ୍ର ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ କେରଳରେ...

ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା

ବାରାଣସୀ,୫।୬: ବାରାଣସୀର ଏମପି-ଏମଏଲଏ କୋର୍ଟ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ବାରାଣସୀର ଏକ ୩୨ ବର୍ଷ ପୁରୁଣା ମାମଲାରେ ସୋମବାର ଏମପି-ଏମଏଲଏ କୋର୍ଟ ଏହି ସଜା ଶୁଣାଇଛନ୍ତି। ବାରାଣସୀ କୋର୍ଟ ସୋମବାର ଅବଧେଶ ରାୟ ହତ୍ୟାକାଣ୍ଡରେ ଏହି...

ମୋଦିଙ୍କୁ ପତ୍ର ଲେଖିଲେ ଖାର୍ଗେ, କେବଳ ଖବରରେ ଦେଖାଯାଉଛି ଚମକୁଥିବା ରେଲଓ୍ବେ, ଗ୍ରାଉଣ୍ଡ ଲେବଲରୁ ହେଉ କାମ

ନୂଆଦିଲ୍ଲୀ,୫।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ଠାରୁ ରେଲଓ୍ବେରେ ସଂସ୍କାର...

ଏମ୍ସରେ ରହିଛି ୯୯ ମୃତଦେହ, ପଠା ସରିଲାଣି ୨୪

ଭୁବନେଶ୍ୱର,୫ା୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଆଉ ୯୯ଟି ମୃତଦେହ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ମୋଟ୍‌ ୧୨୩ଟି ମୃତଦେହ ମଧ୍ୟରୁ ୨୪ଟି ଚିହ୍ନଟ କରାଯାଇ ପଠାଯାଇଛି। ବାକି ୯୯ ମୃତଦେହ ଏମ୍ସରେ ଚିହ୍ନଟ ପାଇଁ ରହିଛି। ଏହି ମୃତଦେହ ମଧ୍ୟରୁ...

୧୦୦ ଲିଭ ଇନ ଯୋଡ଼ା କଲେ ସୁରକ୍ଷା ଆବେଦନ: ହାଇକୋର୍ଟଙ୍କ ବଢ଼ିଲା ଚିନ୍ତା…

ଚଣ୍ଡିଗଡ଼,୫।୬ : ମଣିଷର ଆବଶ୍ୟକତା ତାଙ୍କୁ ଏପରି ସ୍ଥିତିରେ ପହଞ୍ଚାଇଛି ଯେଉଁଠାରେ କିଛି ଯୁବବର୍ଗମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା କଷ୍ଟକର ହୋଇପଡିଛି। ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍‌ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ...

ଭାଜପା-ଶିନ୍ଦେ ମେଣ୍ଟ ଲଢ଼ିବେ ନିର୍ବାଚନ…

ମୁମ୍ବାଇ,୫।୬ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଭାଜପା ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ଲଢ଼ିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ସୂଚନା ଦେଇଛନ୍ତି। ରବିବାର ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ବାହାନଗାରେ ରେଲଓ୍ବେ ସେଫ୍ଟି କମିଶନର

ବାହାନଗା,୫ା୬(ଡି.ଏନ୍‌.ଏ.): ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ସୋମବାର ବାହାନଗାରେ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ। ଏଠାରେ ପହଞ୍ଚି ତଦନ୍ତ ପାଇଁ ସମୟ ଲାଗିବ ଏବଂ ପରେ କାରଣ ସ୍ପଷ୍ଟ ହେବ ବୋଲି...

ଚାଇନା-ଆମେରିକା ଯୁଦ୍ଧ ପୃଥିବୀ ପାଇଁ ହେବ ବିନାଶକାରୀ…

ବେଜିଂ,୫।୬ : ପୃଥିବୀର ଦୁଇଟି ଶକ୍ତିଶାଳୀ ସୈନ୍ୟବାହିନୀ ଥିବା ଆମେରିକା ଏବଂ ଚାଇନା ମଧ୍ୟରେ ିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ଯେତେବେଳେ ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ତାଙ୍କ ଚାଇନେ ପ୍ରତିପକ୍ଷଙ୍କୁ ଏକ ବୈଠକ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ରେଲଓ୍ବେ ହେଉଛି ଖେଳନା, ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସଞ୍ଜୟ

ନୂଆଦିଲ୍ଲୀ,୫।୬: ଜୁନ ୨ରେ ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଦେଶକୁ ଥରାଇ ଦେଇଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରଠାରୁ ବିରୋଧୀମାନେ ନିରନ୍ତର କେନ୍ଦ୍ର ସରକାରଙ୍କୁ...

୨ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ସୁରକ୍ଷା ପରିଷଦ ବୈଠକକୁ ବିରୋଧ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୫।୬ : ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ଉତ୍ତର କୋରିଆ ଦୃଢ଼ ବିରୋଧ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ପ୍ୟୋଙ୍ଗୟାଙ୍ଗର ବିଫଳ ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ...

ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri