Tag Archives: Home Middle

ଆଉ ୫ଦିନ ତାତି

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ରବିବାର ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ୧୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ସନ୍ଧ୍ୟାରେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସମ୍ବଲପୁର...

୩ ବର୍ଷ ପରେ ପାସ୍‌ପୋର୍ଟ ପାଇଲେ ମେହବୁବା

ଶ୍ରୀନଗର, ୫ା୬: ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ୩ ବର୍ଷ ପରେ ପାସ୍‌ପୋର୍ଟ ଇସ୍ୟୁ କରାଯାଇଛି। ଏହାର ବୈଧତା ଅବଧି ୧୦ ବର୍ଷ ରହିଛି। ଦିଲ୍ଲୀ ହାଇକୋର୍ଟରେ ଦୀର୍ଘଦିନର ଲଢ଼େଇ ପରେ ପିଡିପି ନେତ୍ରୀଙ୍କୁ...

କିମ୍‌ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍‌ ଅଡ଼ୁଆରେ

ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ଦଳ...

ମାସକରେ ୪,୦୦୦ ଚାକିରି ନେଇଛି ଏଆଇ

ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି। ୩,୯୦୦ କର୍ମଚାରୀ ଛଟେଇ ପାଇଁ ଏଆଇ...

ମଣିପୁରରେ ପେଟ୍ରୋଲ ୨୦୦ ଟଙ୍କା

ନୂଆଦିଲ୍ଲୀ/ଇମ୍ଫାଲ, ୫ା୬ : ହିଂସାଗ୍ରସ୍ତ ମଣିପୁରରେ ଦରଦାମ୍‌ ଆକାଶଛୁଆଁ ହୋଇଛି। ପେଟ୍ରୋଲ କଳାବଜାରରେ ଲିଟର ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଏଟିଏମ୍‌ଗୁଡ଼ିକରେ ଟଙ୍କା ନ ଥିବାବେଳେ ଦୋକାନ ବଜାର ଦିନକୁ...

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୫ା୬: ବାହାନଗା ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ୍‌ଗୁଡ଼ିକର ଉଦ୍‌ଘାଟନ କରୁଥିବାବେଳେ...

ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା

ଅମରାବତୀ, ୫ା୬ (ଆଇଏଏନ୍‌ଏସ୍‌): ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ...

ୟୁକ୍ରେନ୍‌ ଯୁଦ୍ଧ ୫୦୦ ଶିଶୁଙ୍କ ଜୀବନ ନେଲାଣି

କିଭ୍‌, ୫ା୬ : ୟୁକ୍ରେନ୍‌ ଉପରେ ଚାଇନାର ଆକ୍ରମଣ ୧୬ ମାସରେ ପହଞ୍ଚତ୍ଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ର ଅନୂ୍ୟନ ୫୦୦ ଶିଶୁ ପ୍ରାଣ ହରାଇଲେଣି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ନିକଟରେ ରୁଷିଆ ଆକ୍ରମଣରେ ନିହତ ହୋଇଥିବା ୨...

ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି: ମମତା

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ଘଟିଥିବା ରେଲଓ୍ବେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି...

ସିଏଜି ତ୍ରୁଟି ଦେଖାଇଥିଲେ, ମନ୍ତ୍ରୀ ଦୋହରାଇଲେ

ନୂଆଦିଲ୍ଲୀ,୫ା୬: ବାଲେଶ୍ୱର ଜିଲା ବାହାନଗା ୩ ରେଳ ଦୁର୍ଘଟଣାର ମୂଳ କାରଣ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଏକ ରିପୋର୍ଟରେ ଏହା ପ୍ରଘଟ ହେବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ‘ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ’ରେ ପରିବର୍ତ୍ତନ ଓ ସିଗ୍‌ନାଲ...

ତୁମର ଫିଗର ସୁନ୍ଦର, ଡେଟରେ ଯିବ କି ,ଜଣେ ମହିଳା ସହକର୍ମୀଙ୍କୁ ଏପରି କହିବା ଯୌନ ଉତ୍ପୀଡ଼ନ: କୋର୍ଟଙ୍କ ରାୟ…

ମୁମ୍ବାଇ,୪।୬ : ମୁମ୍ବାଇର ଏକ କୋର୍ଟ କହିଛନ୍ତି ଜଣେ ମହିଳା ସହକର୍ମୀଙ୍କ ଫିଗରକୁ ପ୍ରଶଂସା କରିବା ଏବଂ ତାଙ୍କୁ ଡେଟରେ ଯିବାକୁ କହିବା ଯୌନ ଉତ୍ପୀଡ଼ନ। ଏହା ସହିତ ଯୌନ ନିର୍ଯାତନା ଅଭିଯୋଗରେ ରିଅଲ ଇଷ୍ଟେଟ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ...

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ଟ୍ରେନ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ…

ନୂଆଦିଲ୍ଲୀ,୪।୬ : ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏକ ଟୁଇଟରେ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍‌ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରିବେ। ଓଡିଶା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri