Tag Archives: Home Middle

ଦେଶରେ ରହି ଚର୍ଚ୍ଚା କର, ବିଦେଶକୁ ଯାଇ କାହିଁକି କରୁଛ ରାଜନୀତି: ରାହୁଲଙ୍କୁ ଜୟଶଙ୍କରଙ୍କ ପରାମର୍ଶ…

ନୂଆଦିଲ୍ଲୀ,୪।୬ : ଆମେରିକାରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବିବୃତ୍ତି ଉପରେ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବେଳେବେଳେ ରାଜନୀତିଠାରୁ କିଛି ଜିନିଷ ବଡ଼ ହୋଇଥାଏ ଏବଂ ବିଶେଷ...

ମୋଦି ସରକାରଙ୍କ କାଉଣ୍ଟ ଡାଉନ ଆରମ୍ଭ,ମିଳିତ ଭାବେ ନିର୍ବାଚନ ଲଢ଼ିଲେ ୨୦୨୪ରେ ମହାରାଷ୍ଟ୍ରରେ ୪୦ ଆସନରେ ଜିତିବ ଏମଭିଏ: କଂଗ୍ରେସ…

ମୁମ୍ବାଇ,୪।୬ : ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଛନ୍ତି ଯଦି ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି ମିଳିତ ଭାବେ ୨୦୨୪ ନିର୍ବାଚନରେ ଲଢ଼ିବେ, ତେବେ ଏମଭିଏ ମହାରାଷ୍ଟ୍ରରେ...

ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।...

ନୀତୀଶଙ୍କୁ ଝଟକା: ଜୁନ ୧୨ ମିଳିତ ବିରୋଧୀ ବୈଠକରେ ଯୋଗ ଦେବେନି ରାହୁଲ-ଖାର୍ଗେ…

ନୂଆଦିଲ୍ଲୀ,୪।୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ସମସ୍ତ ବିରୋଧୀ ଦଳକୁ ଏକତ୍ର କରି ଭାଜପାକୁ ପରାସ୍ତ କରିବା ପାଇଁ ଯୋଜନାରେ ଲାଗିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ,...

କେମିତି ଘଟିଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା, କାରଣ କହିଲା ରେଳବାଇ ବୋର୍ଡ

ନୂଆଦିଲ୍ଲୀ,୪ା୬: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ସମ୍ପର୍କରେ ରେଳବାଇ ବୋର୍ଡ ଏକ ବଡ଼ ଖୁଲାସା କରିଛି। ବୋର୍ଡ କହିଛି, କେବଳ କରମଣ୍ଡଳ ଏକ୍ସପ୍ରେସ୍‌ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ମାଲବାହୀ ଟ୍ରେନ୍‌ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିଲା। ରେଳବାଇ ବୋର୍ଡର...

ଡିଜିଟାଲ କ୍ଷେତ୍ରରେ ଭାରତ ୟୁରୋପଠାରୁ ଆଗରେ: ଜୟଶଙ୍କର…

କେପଟାଉନ,୪।୬ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତୀୟ ମୂଳ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ସମ୍ମାନାର୍ଥେ ଶନିବାର କେପଟାଉନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମୟରେ ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଏହା...

ଚାଇନାରେ ଭୂସ୍ଖଳନ: ୧୪ ମୃତ, ୫ ନିଖୋଜ…

ବେଜିଂ,୪।୬ : ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ଭୂସ୍ଖଳନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ସିସିଟିଭି ରବିବାର ଏହି ସୂଚନା ଦେଇଛି। ସିସିଟିଭି କହିଛି ରବିବାର ଦିନ ପ୍ରାୟ...

ଟିଭି, ରେଡିଓରେ ଖରାପ ପାଗର ଆଲର୍ଟ ହେବ ଉପଲବ୍ଧ, ଏନଡିଏମଏର ବିଶ୍ୱର ସର୍ବବୃହତ ଚେତାବନୀ ଆଲର୍ଟ ଯୋଜନା…

ନୂଆଦିଲ୍ଲୀ,୪।୬ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ମୋବାଇଲ ଫୋନକୁ ବାର୍ତ୍ତା ପଠାଇ ଖରାପ ପାଗର ସତର୍କ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଖରାପ ପାଗ ବିଷୟରେ ଶୀଘ୍ର ଚେତାବନୀ ଟିଭି ଏବଂ ରେଡିଓରେ ମଧ୍ୟ ପ୍ରସାରଣ...

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…

ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ...

୬ ମାସ ପରେ ଭୂପୃଷ୍ଣକୁ ଫେରିଲେ ଚାଇନା ମହାକାଶଚାରୀ…

ବେଜିଂ,୪।୬ : ଚାଇନାର ମହାକାଶଚାରୀମାନେ ରବିବାର ୬ ମାସ ପରେ ନିରାପଦରେ ପୃଥିବୀକୁ ଫେରିଥିଲେ। ଶେନଝୋଉ-୧୫ରୁ ପୃଥିବୀକୁ ଫେରିଥିବା ମହାକାଶଚାରୀମାନେ ୬ମାସ ଧରି ମହାକାଶରେ ଥିଲେ, ଯେଉଁଠାରେ ସେମାନେ ଚାଇନାର ସ୍ପେସ ଷ୍ଟେସନ ନିର୍ମାଣ ପାଇଁ ଏକ ମିଶନରେ ଥିଲେ।...

କଂଗ୍ରେସ ନୁହେଁ, ଭାରତର ଲୋକମାନେ ଭାଜପାକୁ ଧୂଳି ଚଟାଇବେ: ରାହୁଲ…

ନ୍ୟୁୟର୍କ,୪।୬ : ରାହୁଲ ଗାନ୍ଧୀ ତାଙ୍କର ଆମେରିକା ଗସ୍ତ ସମୟରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ କର୍ନାଟକରେ କଂଗ୍ରେସ ଦଳ ଯେପରି ଭାଜପାକୁ ପରାସ୍ତ କରିଛି, ସେହିଭଳି ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ...

ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍‌ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍‌ଗୁଡିକର ମରାମତି କାର୍ଯ୍ୟ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri