Tag Archives: Home Middle

୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ: ମୋଦିଙ୍କ ପାଇଁ କଂଗ୍ରେସ ନେତା ଗର୍ବିତ…

ଓ୍ବାଶିଂଟନ,୩।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ। ଭାରତୀୟ ବିଦେଶ...

କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ସରକାରଙ୍କ ଧ୍ୟାନ, ସାଧାରଣ ଲୋକଙ୍କୁ ଅବହେଳା, ଏହି କାରଣରୁ ଗଲା ବହୁ ସଂଖ୍ୟକ ଜୀବନ: ସରକାରଙ୍କୁ ଘେରିଲେ ବିରୋଧୀ…

ନୂଆଦିଲ୍ଲୀ,୩।୬ : ଓଡିଶାରେ ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି। ସେହିପରି ଆହତଙ୍କ ସଂଖ୍ୟା ୯୦୦ ପାଖାପାଖି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ବର୍ତ୍ତମାନ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା...

ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…

ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶକ୍ତି ଏବଂ ଧନ କେବଳ ଅଳ୍ପ ଲୋକଙ୍କ...

ଆତଙ୍କବାଦ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ବ୍ରିକ୍ସ ଦେଶ ସମୁହ…

କେପଟାଉନ,୩।୬ : ଆତଙ୍କବାଦକୁ ଦମନ କରିବାକୁ ବ୍ରିକ୍ସ ଦେଶ ପ୍ରସ୍ତୁତ ଅଛନ୍ତି। ଆତଙ୍କବାଦ ବିରୋଧରେ ଯୁଦ୍ଧ ବିଷୟରେ ପାଞ୍ଚ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲା ପାଇଁ ସେମାନେ ଶପଥ ନେଇଛନ୍ତି। ‘କେପ ଅଫ ଗୁଡ...

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମମତା

କୋଲକାତା,୩ା୬: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା...

ଯୁଦ୍ଧ ପରିସ୍ଥିତିକୁ ଏଡାଇବା ପାଇଁ ଚାଇନା ସହ ଆଲୋଚନା ଆବଶ୍ୟକ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ…

ସିଙ୍ଗାପୁର,୩।୬ : ସିଙ୍ଗାପୁରରେ ଶଙ୍ଗରି-ଲା ସଂଳାପ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ଚାଇନା ପ୍ରତିପକ୍ଷ ମନ୍ତ୍ରୀ ଲି ଶାଙ୍ଗଫୁ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ ଦୁଇ ନେତା ହାତ ମିଳାଇଥିଲେ କିନ୍ତୁ ଆମେରିକା ଏଥିରେ...

ଟ୍ରେନ୍‌ ଦୁର୍ଘଟଣା ଆହତଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ବାଲେଶ୍ୱର ସୋରର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟବସ୍ଥା ଉପରେ ପଚାରି ବୁଝିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶନିବାର ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ...

ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାରେ ବାଜପେୟୀଙ୍କୁ ଟପିଲେ ମୋଦି, ନେଲସନ ମଣ୍ଡେଲାଙ୍କ ହେବେ ସମକ୍ଷକ…

ନୂଆଦିଲ୍ଲୀ,୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତରେ ଆମେରିକା ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ଏଭଳି କରି ସେ ମହାନ ନେତା ନେଲସନ ମଣ୍ଡେଲାଙ୍କ ସମକ୍ଷକ...

ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ର ପଠାଇବା ବନ୍ଦ କର: ଅନ୍ୟ ଦେଶକୁ ଚାଇନା ନିବେଦନ…

ବେଜିଂ,୩।୬ : ଚାଇନା ରାଷ୍ଟ୍ରଦୂତ ଲି ହୁଇ ଅନ୍ୟ ସରକାରଙ୍କୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକ୍ଷେତ୍ରକୁ ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ କରିବାକୁ ଏବଂ ଶାନ୍ତି ଆଲୋଚନା କରିବାକୁ ନିବେଦନ କରିଛନ୍ତି। ୱାଶିଂଟନ ଏବଂ ଏହାର ଇଉରୋପୀୟ ସହଯୋଗୀମାନେ ରୁଷିଆକୁ ଅକ୍ତିଆର କରିବାକୁ ଚେଷ୍ଟା...

ବିକଳ୍ପ ନୁହେଁ, ବିଶ୍ୱର ଏକ ଆବଶ୍ୟକତା: ବ୍ରିକ୍ସ ସମ୍ପ୍ରସାରଣ ନେଇ କହିଲେ ଜୟଶଙ୍କର…

କେପଟାଉନ,୩।୬ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ବ୍ରିକ୍ସ ସମୁହ କେବଳ ବହୁମୁଖୀତାର ପ୍ରତୀକ ନୁହେଁ ବରଂ ଅନ୍ତର୍ଜାତୀୟ ଆହ୍ବାନର ମୁକାବିଲା କରିବାର ଏକାଧିକ ଉପାୟର ଅଭିବ୍ୟକ୍ତି। ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ର ବୈଠକରେ ଜୟଶଙ୍କର କହିଛନ୍ତି , ବ୍ରାଜିଲ,...

ରୁଷିଆ ପ୍ରସ୍ତୁତ କରିବ ନୂତନ ସୁରକ୍ଷା ପ୍ରଣାଳୀ, ମସ୍କୋକୁ ଅସ୍ଥିର କରିବା ଯୋଜନା ହେବ ବିଫଳ: ପୁଟିନ…

ମସ୍କୋ,୩।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି କେତେକ ମାନସିକ ରୋଗୀ ଦେଶକୁ ଅସ୍ଥିର କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ସେମାନଙ୍କ ଯୋଜନା ସଫଳ ହେବାକୁ ଦେବୁ ନାହିଁ। ଖୁବଶୀଘ୍ର ଏନେଇ ନୂତନ ସୁରକ୍ଷା ପ୍ରଣାଳୀ ପ୍ରସ୍ତୁତ କରାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri