Tag Archives: Home Middle

ମୁସଲିମ ଲିଗକୁ ଧର୍ମନିରପେକ୍ଷ ପାର୍ଟି ବୋଲି କହିଲେ ରାହୁଲ, ଭାଜପା କହିଲା ନିରୁପାୟ କଂଗ୍ରେସ ନେତା

ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ସେ ଆମେରିକାରେ ପହଞ୍ଚିଛନ୍ତି। ତାଙ୍କ ବିଦେଶ ଯାତ୍ରା ଆରମ୍ଭ ହେବା କ୍ଷଣି ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଉଠିଛି। ଅଭିଯୋଗ-ପ୍ରତି ଅଭିଯୋଗର ଖେଳ ଆରମ୍ଭ ହୋଇ...

ମଞ୍ଚରେ ପଡ଼ିଗଲେ ବାଇଡେନ

ଓ୍ବାଶିଂଟନ,୨ା୬: ଆମେରିକାର ବାୟୁସେନା ଏକାଡେମୀରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚରେ ପଡ଼ିଗଲେ। ତେବେ ପଡ଼ିବାର କିଛି ସମୟ ପରେ ତାଙ୍କୁ ସୁରକ୍ଷା କର୍ମୀମାନେ ଉଠାଇ ନେଇଥିଲେ। ବର୍ତ୍ତମାନ ବାଇଡେନ ଭଲ ଥିବା ହ୍ବାଇଟ୍‌ ହାଉସ୍‌...

ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନିର୍ଦ୍ଦେଶକ...

ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍‌ଓ ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ...

ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍‌ରେ ବିଦେଶରେ ଅଛନ୍ତି। ଏହି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସାକ୍ଷାତର ବିଷୟବସ୍ତୁ...

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦...

କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ

ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ ଭାବି ନ ଥିଲି ମାନହାନି ମାମଲାରେ ମୋତେ ଏତେବଡ ଦଣ୍ଡ ମିଳିବ ଓ...

ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପଞ୍ଜାବ...

ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍‌ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମଏସ୍‌ସି, ଏମେ୍‌ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍‌ବିଏ,...

ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ

ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍‌ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ ଗରମ ମାସ ବୋଲି ବିବେଚନା କରାଯାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏଥର...

ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର

କେପଟାଉନ,୧।୬: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଉଥ ଆଫ୍ରିକାରରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭାରୋଭଙ୍କୁ ସାକ୍ଷାତ୍‌ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିଛନ୍ତି। ସୂଚନାଯୋଗ୍ୟ, ବ୍ରିକ୍ସ ସମ୍ମିଳନୀ ଚଳିତ ବର୍ଷ ଅଗଷ୍ଟ ମଧ୍ୟ...

ବିରୋଧୀ ଏକତାକୁ ନେଇ କଥା ହେବାକୁ ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ, ହେଲେ…

ନୂଆଦିଲ୍ଲୀ,୧।୬: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ ଦଳର ଆଗକୁ ଥିବା ରାଜନିତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୧୨ ଜୁନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri