Tag Archives: Home Middle

ଆଉ ଟେଲିଭିଜନ ପରଦାରେ ନଜର ଆସିବେ ନାହିଁ ଇମ୍ରାନ କିମ୍ବା ତାଙ୍କ ଦଳର କର୍ମୀ, ଚ୍ୟାନେଲ ପାଇଁ ଜାରି କରାଗଲା ନିୟମ

ଇସଲାମାବାଦ,୧।୬: ପାକିସ୍ତାନର ଇଲେକ୍ଟ୍ରନିକ ମିଡିଆ ଓ୍ବାଚଡଗ ଦେଶର ଟେଲିଭିଜନ ଚ୍ୟାନେଲକୁ କହିଛି, କୌଣସି ପ୍ରକାର ହିଂସା ଉପୁଜାଉଥିବା ଅପରାଧି ଓ ସେମାନଙ୍କ ସମର୍ଥକଙ୍କୁ ବହିଷ୍କାର କରାଯାଉ ଅର୍ଥାତ୍‌ ଟିଭି ପରଦାରେ ସେମାନଙ୍କ ପ୍ରସାରଣକୁ ବନ୍ଦ କରାଯାଉ। ଏହା ସହିତ ଟେଲିଭିଜନ...

ଭାରତ-ନେପାଳ ସମ୍ପର୍କ ସୁପରହିଟ୍‌ ପାଇଁ ନିଷ୍ପତ୍ତି: ମୋଦି

ନୂଆଦିଲ୍ଲୀ,୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନେ ପକାଇ ଦେଇଛନ୍ତି ଯେ, ୯ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ରେ କାର୍ଯ୍ୟଭାର ଗ୍ରହଣ କରିବାର ତିନିମାସ ମଧ୍ୟରେ ସେ...

ଭାଜପା ନେତା ପଙ୍କଜାଙ୍କ ବିଦ୍ରୋହୀ ମନୋଭାବ, କହିଲେ ମୁଁ ଭାଜପାରେ ଅଛି, ହେଲେ ପାର୍ଟି ମୋର ହେବ ନାହିଁ

ମୁମ୍ବାଇ,୧।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପଙ୍କଜା ମୁଣ୍ଡେ ପୁଣିଥରେ ଦଳ ଉପରେ ରାଗିଛନ୍ତି। ତାଙ୍କ ଅସନ୍ତୋଷର ସ୍ବର ପୁଣିଥରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ପକ୍ଷରୁ ଅହିଲ୍ୟା ଦେବୀ ହୋଲକରଙ୍କ ଜୟନ୍ତି ଅବସରରେ ଆୟୋଜିତ...

ପୁଣି ତୀବ୍ର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧ା୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ କ୍ରମାଗତ ଭାବରେ ରୁଷିଆ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ରୁଷିଆର ଶେବିକିନୋ ସହରରେ ୟୁକ୍ରେନ ଏକ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଯେଉଁଥିରେ ରାତାରାତି ୫ ଜଣ...

ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ…

କାମରାଜନଗର,୧।୬ : ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ କାମରାଜନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ବିମାନରେ ଦୁଇଜଣ ପାଇଲଟ ଥିଲେ, ଯେଉଁମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନିଂ ବିମାନ କର୍ନାଟକର ଚାମରାଜାନଗରର ମାକାଲି ଗ୍ରାମ ନିକଟରେ...

୨ ହଜାର ଟଙ୍କିଆ ନୋଟ ବଦଳାଇବା ନୁହେଁ ଜରୁରୀ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୬ : ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟର ଅବକାଶ ବେଞ୍ଚ କହିଛନ୍ତି ଏହା ଏକ ଜରୁରୀ ମାମଲା ନୁହେଁ...

ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…

ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ବିଦେଶ ଯାଇ ଦେଶର ଅନୁଷ୍ଠାନକୁ ସମ୍ମାନ କରନ୍ତି ନାହିଁ। ତାଙ୍କର...

ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର…

ନୂଆଦିଲ୍ଲୀ,୧।୬ : କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ପୂର୍ବତନ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାଲିଥିବା ଅଭିଯୋଗର ତଦନ୍ତ ଉପରେ ବିଶ୍ୱାସ କରିବାକୁ କହିଛନ୍ତି। ସେ...

ଆସନ୍ତା ବର୍ଷଠାରୁ ଜୁନ୍‌ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…

ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ ଛୁଟିଦିନ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ସକାଳ ୮ଟା...

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୬ : ଚାରି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ଣ୍‌ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା...

୩ଶହ ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪ ହଜାରରୁ କମ…

ନୂଆଦିଲ୍ଲୀ, ୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...

ମୃତଦେହକୁ ବଳାତ୍କାର କରୁଥିବା ଅପରାଧୀଙ୍କ ଦଣ୍ଡବିଧାନ ପାଇଁ ନାହିଁ କୌଣସି ଧାରା: ହାଇକୋର୍ଟ…

ବେଙ୍ଗାଲୁରୁ,୧।୬ : କର୍ନାଟକ ହାଇକୋର୍ଟ କେନ୍ଦ୍ରକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ସଂଶୋଧନ କରିବାକୁ କିମ୍ବା ମୃତଦେହକୁ ବଳାତ୍କାର କରିବା ଅପରାଧଭୁକ୍ତ କରିବା ସହିତ ଏଥିପାଇଁ ଦଣ୍ଡ ବିଧାନ ପାଇଁ ଏକ ନୂତନ ଆଇନ ଆଣିବାକୁ କହିଛନ୍ତି। ଜଷ୍ଟିସ ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri