Tag Archives: Home Middle

ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ, ୮୨ ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି ମାନବ ଶରୀରରେ…

ନୂଆଦିଲ୍ଲୀ,୧।୬ : ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରକୁ ଯାଇଥାଏ । ତମାଖୁ ଦ୍ରବ୍ୟ ପ୍ୟାକେଜ କରିବା ପାଇଁ ଦେଶରେ ପ୍ରତିବର୍ଷ ପ୍ରାୟ...

ଦେଶରେ ପାଞ୍ଚ କୋଟିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ: ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୧,୫୦୧ କୋଟି…

ନୂଆଦିଲ୍ଲୀ,୧।୬ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପାଞ୍ଚ କୋଟି ଲୋକ ଆୟୁଷ୍ମାନ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସେମାନେ ମାଗଣା ଚିକିତ୍ସା ସେବା ପାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏହି...

ପାକିସ୍ତାନରେ ଖାଦ୍ୟ ସଙ୍କଟ ଅଧିକ ଗୁରୁତର ହେବ: ଜାତିସଂଘ…

ଜେନେଭା,୧।୬ : ଜାତିସଂଘର ହଙ୍ଗର ହଟସ୍ପଟ ଗୁରୁତର ଖାଦ୍ୟ ନିରାପତ୍ତା ଉପରେ ପ୍ରାରମ୍ଭିକ ଚେତାବନୀ ଶୀର୍ଷକ ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ପାକିସ୍ତାନର ବର୍ତ୍ତମାନର ଖାଦ୍ୟ ସଙ୍କଟ ଆସନ୍ତା ମାସରେ ଆହୁରି ଖରାପ ହୋଇପାରେ। ଖାଦ୍ୟ ଏବଂ କୃଷି ସଂଗଠନ...

ଇରାନ ବାଟେ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ…

ନୂଆଦିଲ୍ଲୀ,୧।୬ : ଭାରତ ଆଫଗାନିସ୍ତାନରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଇରାନ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଉଛି। ଭାରତର ନିଷ୍ପତ୍ତି କେବଳ ଆଫଗାନିସ୍ତାନକୁ ସାହାଯ୍ୟ କରୁନାହିଁ ବରଂ ଏହି ଅଞ୍ଚଳରେ ଭାରତର ସ୍ଥିତିକୁ ମଜବୁତ କରୁଛି। ନିକ୍କେ...

ମୋ ଉପରେ ଗୁପ୍ତଚରୀ କରାଯାଉଛି: ରାହୁଲ ଆମେରିକାର ବୈଷୟିକ ଉଦ୍ୟୋଗୀଙ୍କ ସାମ୍ନାରେ ଫୋନ ବାହାର କରି କହିଲେ ହ୍ୟାଲୋ ମୋଦି…

ଓ୍ବାଶିଂଟନ,୧।୬ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ବିଦେଶ ଯାତ୍ରା ପୂର୍ବରୁ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏହି ସମୟରେ, ବୁଧବାର ସେ ସିଲିକନ ଭ୍ୟାଲି ଭିତ୍ତିକ ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କ ସହ ଯୋଗାଯୋଗ...

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍‌ଏଚଜିିଙ୍କ ହାତରେ ଦେଇଛନ୍ତି ବିକାଶର ଗୁରୁଦାୟିତ୍ୱ। ପ୍ରତିଟି କ୍ଷେତ୍ରରେ ମହିଳାମାନେ ଏବେ ସ୍ବାବଲମ୍ବୀ ହେବା ସହ ରୋଜଗାରର ପନ୍ଥା ପାଇପାରିଛନ୍ତି। ଦେଶରେ ଓଡ଼ିଶାର ମିଶନ ଶକ୍ତି...

୫ମ ପାଳିର ଚାରିବର୍ଷ ପୂର୍ତ୍ତି: ଶାସନ ବ୍ୟବସ୍ଥାରେ ବଢ଼ିଛି ଜନ ଭାଗୀଦାରି

ଶାସନ ବ୍ୟବସ୍ଥାରେ ୫-ଟି ଏବଂ ‘ମୋ ସରକାର’ ପରି ଉପକ୍ରମ କିପରି ବିରାଟ ପରିବର୍ତ୍ତନର ସୂତ୍ରପାତ କରିପାରେ, ତାହା ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ଦେଖିଲେ ସହଜରେ ବାରି ହୋଇଯାଉଛି। ବ୍ୟବସ୍ଥାରେ ଜନ ଭାଗୀଦାରିକୁ ସୁନିଶ୍ଚିତ କରିପାରିବାରେ ହିଁ ସଫଳତା ମିଳେ।...

ଗର୍ଭପାତକୁ ନିଷିଦ୍ଧ କରୁଥିବା ଦୁଇ ଆଇନ ଅସାମ୍ବିଧାନିକ: ଓକାଲୋହୋମା ହାଇକୋର୍ଟ…

ଓ୍ବାଶିଂଟନ,୧।୬ : ଆମେରିକାର ଓକାଲୋହୋମା ହାଇକୋର୍ଟ ଗତ ବର୍ଷ ଅଣାଯାଇଥିବା ଗର୍ଭପାତକୁ ନିଷିଦ୍ଧ କରୁଥିବା ଦୁଇଟି ଆଇନକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋର୍ଟରେ ଅସାମ୍ବିଧାନିକ ଘୋଷିତ ଆଇନଗୁଡିକ ସିଭିଲ ମକଦ୍ଦମା ଏବଂ ବ୍ୟକ୍ତିଗତ ସିଭିଲ ମକଦ୍ଦମା...

ପ୍ରତ୍ୟେକ ସିଗାରେଟରେ ରହିବ ସ୍ବାସ୍ଥ୍ୟ ଚେତାବନୀ, ଏହା କରିବାରେ ପୃଥିବୀର ପ୍ରଥମ ଦେଶ ହେଲା କାନାଡା…

ଟରଣ୍ଟୋ,୧।୬ : କାନାଡା ନିଜ ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଏବଂ ସେମାନଙ୍କୁ ଧୂମପାନ ଛାଡିବାକୁ ପ୍ରେରଣା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ତମାଖୁ ମୃତ୍ୟୁକୁ ହ୍ରାସ କରିବା ପାଇଁ କାନାଡା ବର୍ତ୍ତମାନ ସିଗାରେଟ ଉପରେ ସିଧାସଳଖ...

ଆମେରିକାରେ ଋଣ ଡିଫଲ୍ଟ ହେବାର ଆଶଙ୍କା ଦୂରହେଲା, ବିଲକୁ କଂଗ୍ରେସର ଅନୁମୋଦନ, ଏବେ ସିନେଟ ଉପରେ ନଜର…

ଓ୍ବାଶିଂଟନ,୧।୬ : ବିଶ୍ୱର ବୃହତ୍ତମ ଅର୍ଥନୀତି ଆମେରିକା ସାମ୍ନାରେ ସମ୍ପ୍ରତି ଏକ ଅଦୃଶ୍ୟ ସଙ୍କଟ ଦେଖାଦେଇଛି। ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱର ବୃହତ୍ତମ ଅର୍ଥନୀତି ଡିଫଲ୍ଟ ପଥରେ ଅଛି। କିନ୍ତୁ ବର୍ତ୍ତମାନ ଡେଲ ସିଲିଂ ବିଲ ଅନୁମୋଦନ ହୋଇଛି,...

ୟୁକ୍ରେନ ପାଇଁ ୩୦୦ ମିଲିୟନ ଡଲାରର ସାମରିକ ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୧।୬ : ପେଣ୍ଟାଗନ ୟୁକ୍ରେନ ପାଇଁ ୩୦୦ ମିଲିୟନ ଡଲାରର ଅସ୍ତ୍ର ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଲକ୍ଷ ଲକ୍ଷ ରାଉଣ୍ଡ ଗୁଳି ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ବିଭାଗ କହିଛି ୟୁକ୍ରେନକୁ ଆମେରିକାର ସୁରକ୍ଷା...

ଆଣବିକ ଶକ୍ତି ନେଇ ଆମେରିକାର ବଡ ପଦକ୍ଷେପ, ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ଘୋଷଣା…

ଓ୍ବାଶିଂଟନ,୧।୬ : ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଏହା ଅନ୍ତର୍ଗତ ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ଘୋଷଣା କରିଛନ୍ତି। ଆମେରିକାର ଶକ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri