Tag Archives: Home Middle

ଆଣବିକ ଶକ୍ତି ନେଇ ଆମେରିକାର ବଡ ପଦକ୍ଷେପ, ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ଘୋଷଣା…

ଓ୍ବାଶିଂଟନ,୧।୬ : ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଏହା ଅନ୍ତର୍ଗତ ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ଘୋଷଣା କରିଛନ୍ତି। ଆମେରିକାର ଶକ୍ତି...

ସ୍ପେସଏକ୍ସ ଏକ୍ସ-୨ ମିଶନ: ପ୍ରଥମ ସୌଦି ମହିଳା ରୟନା ବରନାଓ୍ବି ମହାକାଶରୁ ଫେରିଲେ…

ଦୁବାଇ,୧।୬ : ଫ୍ଲୋରିଡା ଠାରୁ ଆରମ୍ଭ ହୋଇଥିବା ଆକ୍ସିୟମ ସ୍ପେସ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ)ର ଏକ ବ୍ୟକ୍ତିଗତ ମିଶନ ଏକ୍ସ-୨ରେ ପ୍ରଥମ ସୌଦି ମହିଳାଙ୍କ ଚାଳକ ଦଳରେ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ସମେତ ଦୁଇ...

ଫାଇନାଲରେ ଭାରତ

ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି।...

ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା

ପ୍ୟାରିସ୍‌, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍‌ ଖେଳାଳି ସହଜ ବିଜୟ ହାସଲ କରିଥିବା ବେଳେ ଓଷ୍ଟାପେଙ୍କୋ ଓ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ...

ଓଡ଼ିଶା ଫୁଟ୍‌ବଲରେ ନୂଆ ଅଧ୍ୟାୟ

ଭୁବନେଶ୍ୱର, ୧ା୬ (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ...

ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ସ୍ପିଚ୍‌ ରାଇଟର ପାଲଟିଲା ଚାଟ୍‌ଜିପିଟି

କୋପେନ୍‌ହାଗେନ,୧ା୬: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟି ଏବେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍‌ସେନ୍‌ଙ୍କ ସ୍ପିଚ୍‌ ରାଇଟର ପାଲଟିଛି। ମେଟ୍ଟେ ବୁଧବାର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ଚାଟ୍‌ଜିପିଟି ଦ୍ୱାରା ଲିଖିତ ଭାଷଣର ଅଂଶକୁ ପଢ଼ି ଶୁଣାଇଛନ୍ତି। ସେ କହିଛନ୍ତି, ଗତ...

ଦେଶର ଭାବାବେଗକୁ ବିରୋଧୀ ଅପମାନିତ କରିଛନ୍ତି: ମୋଦି

ଅଜମେର,୧ା୬: ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବିରୋଧୀ ଦଳଗୁଡ଼ିକ ବର୍ଜନ କରି ଦେଶର ଭାବାବେଗ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬୦ ହଜାର ଶ୍ରମିକଙ୍କ କଠିନ ପରିଶ୍ରମକୁ ଅପମାନିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା...

ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ

ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ସାଣ୍ଟାକ୍ରୁଜ୍‌ରେ କହିଛନ୍ତି। କର୍ନାଟକ...

ମଡେଲଙ୍କୁ ବଳାତ୍କାର

ମୁମ୍ବାଇ,୧ା୬: ଜଣେ ମଡେଲଙ୍କୁ ବଳାତ୍କାର କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇରେ ରହୁଥିବା ୨୩ ବର୍ଷୀୟା ମଡେଲଙ୍କୁ ଅଭିଯୁକ୍ତ ବିବାହ ପ୍ରତିଶ୍ରୁତି ଦେଇ ଧର୍ମ ପରିବର୍ତ୍ତନ କରିବା ବାଧ୍ୟ କରିଥିଲେ। ପୀଡ଼ିତା...

କମିଲା ଯୁକ୍ତ୨ ପାସ୍‌ ହାର

ଭୁବନେଶ୍ୱର,୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ଫଳାଫଳ ଘୋଷଣା କରିଛନ୍ତି।...

ଭାରତର ଜିଡିପି ଅଭିବୃଦ୍ଧି ୭.୨କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା। ୨୦୨୨-୨୩ର ଶେଷ ତ୍ରୈମାସିକ ଅର୍ଥାତ୍‌ ଜାନୁୟାରୀ-ମାର୍ଚ୍ଚରେ ଦେଶର ଅର୍ଥନୀତି ୬.୧% ହାରରେ...

ଦିଲ୍ଲୀ ପୋଲିସର ବର୍ବରତାକୁ ବିଶ୍ୱ କୁସ୍ତିଯୋଦ୍ଧା ସଂଘର ନିନ୍ଦା

ନୂଆଦିଲ୍ଲୀ,୧ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri