Tag Archives: Home Middle

କିମ୍‌ କଲେ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ: ଜାପାନ ପକ୍ଷରୁ ସର୍ତକ ସୂଚନା ଜାରି…

ଟୋକିଓ/ପ୍ୟୋଙ୍ଗୟାଙ୍ଗ,୩୧।୫ : ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ନିଶ୍ଚିତ କରିବା ପରେ ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆର ସାମରିକ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।...

ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ, ପୁଣି ହେବ ଜୁନରେ…

ପ୍ୟୋଙ୍ଗୟାଙ୍ଗ,୩୧।୫ : ବୁଧବାର ଉତ୍ତର କୋରିଆ କହିଛି ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଏଥି ସହିତ ଜୁନ ମାସରେ ଏହା ପୁଣି ଥରେ ଲଞ୍ଚ ହେବ। ଉତ୍ତର କୋରିଆ କହିଛି ଗୁପ୍ତଚର ଉପଗ୍ରହ ନେଇଥିବା ଏହି...

ଦଲାଇ ଲାମାଙ୍କୁ ବଦନାମ କରିବାକୁ ଚାଇନାର ଷଡ଼ଯନ୍ତ୍ର: ୮ ବର୍ଷ ଶିଶୁଙ୍କ ଭିଡ଼ିଓ କଲା ଭାଇରାଲ…

ବେଜିଂ/ଲାସା,୩୧।୫ : ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ତିବ୍ଦତର ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ବଦନାମ ଅଭିଯାନ ଆରମ୍ଭ କରିଛି। ଦଲାଇ ଲାମା ୧୯୫୯ ମସିହାରୁ ଭାରତରେ ଆଶ୍ରୟ ନେଇଛନ୍ତି। ତାଙ୍କ ମାତୃଭୂମି ଚାଇନା...

ଦକ୍ଷିଣ ଚାଇନା ସାଗର ଅଞ୍ଚଳ ପୁଣି ଅଶାନ୍ତ: ଆମେରିକା-ଚାଇନା ଯୁଦ୍ଧ ବିମାନ ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୩୧।୫ : ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩୦ ରେ, ଏକ ଚାଇନା ଯୁଦ୍ଧ ବିମାନ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ଦକ୍ଷିଣ ଚାଇନା ସାଗର ଉପରେ ଆମେରିକାର ସାମରିକ ବିମାନର...

ପଢ଼ାଖର୍ଚ୍ଚ ପାଇଁ ରମାଦେବୀର ବଣ୍ଡା ଛାତ୍ରୀ ଦିନମଜୁରିଆ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିର ୫ ପଞ୍ଚାୟତରେ ୩୫ରୁ ଊର୍ଦ୍ଧ୍ୱ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତି। ଗତବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ବଣ୍ଡାଘାଟି ବାଣ୍ଡିପଡ଼ା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ...

ଆଜି ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଏନେଇ ମଙ୍ଗଳବାର ସିଏଚ୍‌ଏସ୍‌ଇ...

ଜୁଲାଇ ୪ରେ ଭର୍ଚୁଆଲରେ ଏସ୍‌ସିଓ ବୈଠକ କରିବ ଭାରତ, ଏହି ଦେଶକୁ ଦିଆଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୩୧।୫: ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ। ତେବେ ଭର୍ଚୁଆଲ ମୋଡରେ ରଖିବାର...

୪୦ ମେଡିକାଲ କଲେଜର ମାନ୍ୟତା ରଦ୍ଦ: ୧୫୦ କଲେଜ କେନ୍ଦ୍ର ରାଡାରରେ…

ନୂଆଦିଲ୍ଲୀ,୩୦।୫ : ଦେଶର ୪୦ ଟି ମେଡିକାଲ କଲେଜର ମାନ୍ୟତା କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ୧୫୦ ଟି ମେଡିକାଲ କଲେଜ କେନ୍ଦ୍ର ରାଡାରରେ ଅଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ କଲେଜଗୁଡ଼ିକରେ ଯାଞ୍ଚ ସମୟରେ ଅନେକ ପ୍ରକାରର...

ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ...

ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ ୨୦୨୩ ରେ ୬.୮ ପ୍ରତିଶତ କୁ ଖସି ଆସିଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ସଦ୍ୟତମ...

ଲମ୍ବା ଓ୍ବେଟିଂ ଲିଷ୍ଟ ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା, ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟି ଯାତ୍ରାରୁ ବଞ୍ଚିତ: ଥରୁର…

ନୂଆଦିଲ୍ଲୀ,୩୦।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୱେଟିଂ ଲିଷ୍ଟ ଟ୍ରେନ ଟିକେଟ ନେଇ ସରକାରଙ୍କୁ ଘେରି ଛନ୍ତି। ମଙ୍ଗଳବାର ସେ କହିଛନ୍ତି ଆଜି ଯେତେବେଳେ ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛୁ, ଏକ ନିଶ୍ଚିତ ରେଳ...

ଗଣବିବାହରେ କନ୍ୟାଙ୍କୁ କଣ୍ଡୋମ,ଗର୍ଭନିରୋଧକ ବଟିକା ବାଣ୍ଟିଲେ ଶିବରାଜଙ୍କ ସରକାର : କଂଗ୍ରେସର କଡ଼ା ସମାଲୋଚନା…

ଭୋପାଳ,୩୦।୫ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲା ଝାବୁଆରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ବିରୋଧୀ କଂଗ୍ରେସ ଶାସକ ଭାଜପାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କୁ ଏନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri