Tag Archives: Home Middle

ମନି ଲଣ୍ଡରିଂ ମାମଲାରେ ବୈଧତାକୁ ଚ୍ୟାଲେଞ୍ଜ କରି ଜାମିନ ଆବେଦନ ପ୍ରବୃତ୍ତି ଭୁଲ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୩୦।୫ : ମନି ଲଣ୍ଡରିଂ ମାମଲା(ପିଏମଏଲଏ)ରେ ବୈଧତାକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ଜାମିନ ଆବେଦନ ପ୍ରବୃତ୍ତି ଭୁଲ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ଅବକାଶ ବେଞ୍ଚ ମଙ୍ଗଳବାର...

ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନଙ୍କୁ କୂଟନୈତିକ ସୁରକ୍ଷା…

କେପଟାଉନ,୩୦।୫ : ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି। ପୁଟିନ ଏବଂ ଅନ୍ୟ ଅଧିକାରୀମାନଙ୍କୁ...

ଚାଇନାରେ ଦୁର୍ନୀତି ବିରୋଧରେ ଜିନପିଙ୍ଗଙ୍କ କଠୋର ପଦକ୍ଷେପ: ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା…

ବେଜିଂ,୩୦।୫ : ଦୁର୍ନୀତି ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଚାଇନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ର ପ୍ରଥମ ତ୍ରୟମାସିକରେ ଚାଇନାରେ ୧,୧୧,୦୦୦ରୁ ଅଧିକ ଲୋକଙ୍କୁ ଦୁର୍ନୀତି ଅଭିଯୋଗରେ ଜରିମାନା କରାଯାଇଛି।...

ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି...

ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…

ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା,...

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରାଯାଇପାରେ। ହିଜାବ ନିଷେଧାଦେଶ ହଟାଇବାକୁ ନେଇ ସେ...

ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ ଉପରେ ଅଧିକ ଟିକସ ଦେଇ ଲୋକଙ୍କ ଖର୍ଚ୍ଚ ବୃଦ୍ଧି କରି ଭାଜପା ସରକାର...

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି...

କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର: ଦୁର୍ନୀତି ଅଭିଯୋଗର ତଦନ୍ତ ଆଦେଶ ଦେଲେ କଂଗ୍ରେସ ସରକାର…

ବେଙ୍ଗାଲୁରୁ,୩୦।୫ : କର୍ନାଟକରେ କଂଗ୍ରେସ ସରକାର କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର ଆରମ୍ଭ କରିଛନ୍ତି। ଭାଜପା ଶାସନ ସମୟରେ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ (କେକେଆରଡିବି)ରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ସମ୍ପର୍କରେ...

ଭାରତ ଚାଇନା ସୀମା ପ୍ରସଙ୍ଗ: ସଂସଦରେ କହିବାର ଅନୁମତି ଦେଉ ନାହାନ୍ତି ସରକାର,କଂଗ୍ରେସ ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଭାରତ ଚାଇନା ସୀମା ପ୍ରସଙ୍ଗରେ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ର ପରିସ୍ଥିତି ସମ୍ପର୍କରେ ସରକାର ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି କରିବା ଉଚିତ...

ନ୍ୟାୟିକ ଅଧିକାରୀଙ୍କ ଭାବମୂର୍ତ୍ତି ବଦନାମ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୫ : ଆଜିକାଲି ସୋସିଆଲ ମିଡିଆ ଲୋକଙ୍କୁ ଅପମାନିତ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି। ଲୋକମାନେ ଏହାର ଅପବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ଏକ ରାୟକୁ ସୁପ୍ରିମକୋର୍ଟ ସମର୍ଥନ...

ମହାକାଶକୁ କବଜା କରିବା ଚାଇନାର ଲକ୍ଷ୍ୟ, ପ୍ରଥମ ଥର ପାଇଁ ପଠାଇଲା ସାଧାରଣ ମହାକାଶଚାରୀ…

ବେଜିଂ,୩୦।୫ : ମଙ୍ଗଳବାର ପ୍ରଥମ ଥର ପାଇଁ ଚାଇନା ଜଣେ ସାଧାରଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି। ଏହାପୂର୍ବରୁ କେବଳ ସେନା ମହାକାଶଚାରୀମାନେ ଚାଇନା ପକ୍ଷରୁ ମହାକାଶକୁ ଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୯ଟା ୩୧ରେ ଜିଗୁଆନ ସାଟେଲାଇଟ ସେଣ୍ଟରରୁ ଚାଇନା ଏହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri