Tag Archives: Home Middle

ଟ୍ରଫି ହାତେଇବା ପାଇଁ ଚେନ୍ନାଇ ଆଗରେ ୨୧୫ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ର ଫାଇନାଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ...

ଆଇନ ବ୍ୟବସ୍ଥା ଦେଖିବା ଆପଣଙ୍କ ଦାୟିତ୍ୱ: ଶାହାବାଦ ହତ୍ୟା ଘଟଣା ଉପରେ ଏଲ୍‌ଜିଙ୍କୁ ଏଭଳି କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଲେଫ୍ଟନାଣ୍ଟ ଗଭର୍ନର (ଏଲ୍‌ଜି)ଭି.କେ ସାକ୍ସେନାଙ୍କୁ ଶାହାବାଦ ଡେୟରୀ ଅଞ୍ଚଳରେ ନାବାଳିକା ହତ୍ୟା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏଲଜିଙ୍କୁ କହିଛନ୍ତି, ସହରରେ ଆଇନଶୃଙ୍ଖଳା ବଜାୟ...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରେ କଂଗ୍ରେସ

ଭୋପାଳ,୨୯।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ଆଗାମୀ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଦଳ ପ୍ରସ୍ତୁତ ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ଟି ଆସନ ଜିତିବାକୁ ଯାଉଛି। ଏଥି ସହିତ...

ଫାଇନାଲ ମ୍ୟାଚ: ଟସ୍‌ ଜିତିଲା ଚେନ୍ନାଇ

ଅହମ୍ମଦାବାଦ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଫାଇନାଲ ମ୍ୟାଚରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି...

ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁଦଣ୍ଡ

କମ୍ପାଲା,୨୯।୫: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଉଗାଣ୍ଡାର ରାଷ୍ଟ୍ରପତି ୟୋଭେରି ମୁସେଭେନି ଏଲଜିବିଟିକ୍ୟୁ ବିରୋଧୀ ଆଇନ (Anti-LGBTQ Law) କୁ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ ଅମାନ୍ୟ କଲେ ମୁତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ।...

ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା ମହଙ୍ଗା ପଡ଼ିବ

କଲମ୍ବୋ,୨୯ା୫: ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା କରାଯାଉଥିବା ଘଟଣାକୁ ରୋକିବା ପାଇଁ ଶ୍ରୀଲଙ୍କାରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏଥିରେ ଇଣ୍ଟରନେଟ୍‌ରେ ଧର୍ମ ବିରୋଧରେ ମନ୍ତବ୍ୟ କିମ୍ବା ବ୍ୟଙ୍ଗ କରିବା ବେଆଇନ ହେବ। ଶ୍ରୀଲଙ୍କାର...

‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ ମାମଲାରେ ଫାଶୀ ଦଣ୍ଡ ଦେବାକୁ ଏନଆଇଏ ପକ୍ଷରୁ ବାଦି କରାଯାଇଥିବାରୁ ଏହି ନୋଟିସ...

ଶେଷ ହେଲା କଂଗ୍ରେସର ବୈଠକ, ଅଧ୍ୟାଦେଶ ଉପରେ କେଜରିଓ୍ବାଲଙ୍କୁ ସମର୍ଥନ ଦେବାକୁ ନେଇ କିଛି ସ୍ପଷ୍ଟ ହେଲାନାହିଁ

ନୂଆଦିଲ୍ଲୀ,୨୯।୫: ମଧ୍ୟପ୍ରଦେଶ ନିର୍ବାଚନର ରଣନୀତି, ପାଇଲଟ ଗେହଲୋଟଙ୍କ ବିବାଦ ଓ କେଜରିଓ୍ବାଲଙ୍କୁ ସମର୍ଥନ ଏସବୁ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ମୁଖ୍ୟାଳୟରେ ହୋଇଛି ବୈଠକ। ଏବେ ଏହି ବୈଠକ ଶେଷ ହୋଇଥିବା ବେଳେ କେଜରିଓ୍ବାଲଙ୍କୁ ସମର୍ଥନ ଦେବା ପ୍ରସଙ୍ଗରେ କୌଣସି...

କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଲେ ରାହୁଲ ଗାନ୍ଧୀ, ରାଜସ୍ଥାନ କଳହଠାରୁ ମଧ୍ୟ ପ୍ରଦେଶ ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୨୯।୫: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ। ଏଥି ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ...

୧୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସୋମବାର ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ‘ମୋ ଘର’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଗ୍ରାମୀଣ...

ଅମିତ ଶାହାଙ୍କ ମଣିପୁର ଗସ୍ତ ପୂର୍ବରୁ ହିଂସା, ଜଣେ ପୋଲିସ କର୍ମୀଙ୍କ ସମେତ ୫ ମୃତ

ଇମ୍ଫାଲ,୨୯।୫: ମଣିପୁରରେ ହିଂସା ଥମିବାର ନାଁ ନେଉନି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ରବିବାର ରାଜ୍ୟରେ ଭିନ୍ନ ଭିନ୍ନ ଘଟଣାକୁ ନେଇ ପୁଣି ହିଂସା ଉପୁଜିଛି। ଏହି ହିଂସାରେ ଜଣେ...

ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି: ବିଷ ଦିଆଯାଇଥିବା ଆଶଙ୍କା…

ମସ୍କୋ,୨୯।୫ : ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଲୁକାଶେଙ୍କୋ ମସ୍କୋରେ ପହଞ୍ଚିଥିଲେ କିନ୍ତୁ ପୁଟିନଙ୍କ ସହିତ ସାକ୍ଷାତ ପରେ ତାଙ୍କ ସ୍ବାସ୍ଥ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri