Tag Archives: Home Middle

ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ ସୂଚନା, ପାଇଲଟ ଗୁରୁତର

କାଠମାଣ୍ଡୁ,୨୪।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ବିମାନର ପାଇଲଟ ଗୁରୁତର ଆହତ...

ସଂସଦରେ ହଠାତ୍‌ ଏମିତି ରାଗିଗଲେ ନିର୍ମଳା ସୀତାରମଣ, ବିତର୍କ ପାଇଁ କଂଗ୍ରେସକୁ ଦେଲେ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍‌ଲୀ,୨୪।୭: ବଜେଟ୍‌କୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖାର୍ଗେ ବିରୋଧ କରୁଛନ୍ତି। ତେବେ ବୁଧବାର ସଂସଦରେ ରାହୁଲ କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍‌ରେ...

ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୪।୭: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା...

ଆଜି ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ୨୪ା୭(ଅସମାପିକା ସାହୁ): ସାରା ରାଜ୍ୟରେ ଏବେ ବର୍ଷା ଲାଗିରହିଛି। ଉତ୍ତରଠୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ସବୁଠି ଲଗାଣ ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମଙ୍ଗଳବାର ଅନୁଗୋଳରେ ସର୍ବାଧିକ ୫୭ ମି.ମି. ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ...

ଦରଦାମ ନିୟନ୍ତ୍ରଣ ପାଇଁ କିଛି ନାହିଁ

ନୂଆଦିଲ୍ଲୀ,୨୪ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳି କାର୍ଯ୍ୟକାଳରେ ପ୍ରଥମ ଆର୍ଥିକବର୍ଷର ରୂପରେଖ ଆଙ୍କିବାକୁ ଯାଇ ସୀତାରାମନ୍‌ ସରକାର ଗୁରୁତ୍ୱ ଦେଉଥିବା ୯ଟି ପ୍ରାଥମିକତା ଉପରେ...

୧୨ ବର୍ଷ ପରେ ବନ୍ଦ ହେଲା ଏହି ଟ୍ୟାକ୍ସ, ବଜେଟରେ ଏମାନଙ୍କୁ ମିଳିଲା ବଡ଼ ଉପହାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୭: ବଜେଟ ୨୦୨୪ରେ କେନ୍ଦ୍ର ସରକାର ୧୨ ବର୍ଷ ପୁରୁଣା ଟ୍ୟାକ୍ସକୁ ବନ୍ଦ କରିଛନ୍ତି। ଏହି ଟ୍ୟାକ୍ସ ୟୁପିଏ-୨ ରେ ଆସିଥିବା ବେଳେ ଷ୍ଟାର୍ଟଅପ ଉପରେ ଲଗାଯାଇଥିଲା। ଏହି ଟ୍ୟାକ୍ସର ନାମ ଆଞ୍ଜେଲ ଟ୍ୟାକ୍ସ ଥିଲା। ଆଞ୍ଜେଲ ଟ୍ୟାକ୍ସ ଅର୍ଥ...

ବଜେଟ୍‌ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ!

ଭୁବନେଶ୍ୱର,୨୩।୭: ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି। ଏହି ଦୁଇ ରାଜ୍ୟରେ ସ୍ବତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ...

ନବୀନ ପଟ୍ଟନାୟକଙ୍କୁ ଗିରଫ କର, ଏମିତି କାହିଁକି ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ବିଧାନସଭାରେ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ କରିବାକୁ ସେ ଦାବି...

ବଜେଟ୍‌କୁ ନେଇ ପ୍ରଥମଥର ମୋଦିଙ୍କ ଉପରେ ରାଗିଗଲେ ନବୀନ ପଟ୍ଟନାୟକ, କହିଦେଲେ ଏମିତି…

ଭୁବନେଶ୍ୱର,୨୩।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶାର ପୂର୍ବତନ...

NEET-UG ପେପର୍‌ ଲିକ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୁନଃ ପରୀକ୍ଷା ହେବ ନାହିଁ …

ନୂଆଦିଲ୍ଲୀ,୨୩।୭: ନିଟ୍‌ ୟୁଜି-୨୦୨୪ ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି। ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ଉପରେ ନିର୍ଭର କରୁଛି। ଏଣୁ ପୁନଃପରୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି। ପେପର ଲିକ୍‌କୁ ନେଇ ପର୍ଯ୍ୟାପ୍ତ...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର...

ମୋଦିଙ୍କ ବଜେଟରେ ଖୁସି ହୋଇଗଲେ ନୀତୀଶ, କହିଲେ ଆମେ ମାଗିଥିଲୁ କେବଳ…

ନୂଆଦିଲ୍ଲୀ,୨୩।୭: ସାଧାରଣ ବଜେଟକୁ ନେଇ ବିହାରରେ ଅନେକ ରାଜନୈତିକ ଆଲୋଚନା ଚାଲିଛି। ଏହି ସମୟରେ ସିଏମ ନୀତୀଶ କୁମାର ମଙ୍ଗଳବାର ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବଜେଟରେ ଆମେ ଖୁସି। ଆମେ ସ୍ବତନ୍ତ୍ର ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri