Tag Archives: Home Middle

‘ଯେତେବେଳେ ଭାରତ ଆଗକୁ ବଢୁଛି, ସେତେବେଳେ ବିଶ୍ୱ ଆଗକୁ ବଢୁଛି’, ନୂଆ ସଂସଦରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନ ଉଦଘାଟନର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଯାଇଥାଏ। ମେ ୨୮ ହେଉଛି ସେମିତି ଏକ ଦିନ। ମୋଦି କହିଛନ୍ତି, ଏହା କେବଳ ଏକ...

ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…

ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ବର୍ତ୍ତମାନ ନିଜକୁ ଜଣେ ଦକ୍ଷ ନେତା ଭାବରେ...

ନୂଆ ସଂସଦ ଭବନ ସହିତ କଫିନ ଫଟୋ: ରାଜନୈତିକ ବିବାଦ ଘନେଇଲା…

ପାଟନା,୨୮।୫ : ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏକ ବିବାଦୀୟ ଟୁଇଟ କରିଛି। ଏଥିରେ ନୂତନ ସଂସଦ ଭବନ ସହିତ କଫିନର ଫଟୋ ମଧ୍ୟ ରହିଛି। ଏହା ପରେ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏନେଇ ବିହାର...

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା। ଏହା ମେ ୨୪ ରାତି ୯ ଟାରେ ମଙ୍ଗଳ ଗ୍ରହର କକ୍ଷପଥରେ ଗତି...

ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…

ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ...

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ...

ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ...

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ ଉଦ୍‌ଘାଟନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି...

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। କୁସ୍ତିଯୋଦ୍ଧାମାନେ ପୋଲିସ ବାରିକେଡକୁ ପାର ହୋଇ ଯିବାକୁ ଚେଷ୍ଟା...

ଆଇପିଏଲ ଟିମ ବିଜେତା ହେବେ ମାଲାମାଲ, ବାଜି ଲଗାଯାଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚି ଥିବାବେଳେ ଗୁଜରାଟ ଏହାର ଦୁଇ ସିଜନରେ...

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି, ‘ମନ କି ବାତ’ର ଏହି ଏପିସୋଡ ସେକେଣ୍ଡ ସେଞ୍ଚୁରୀର ଆରମ୍ଭ। ଗତ ମାସରେ...

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ମେ’ ୨୮ରେ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri